ETV Bharat / bharat

Horoscope: ବ୍ଯବସାୟରେ କ୍ଷତି ସହିପାରନ୍ତି ଏହି ରାଶିର ବ୍ୟକ୍ତି

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope
author img

By ETV Bharat Odisha Team

Published : Nov 3, 2023, 12:00 AM IST

ମେଷ: ଆଜି ଆପଣ ରଚନାତ୍ମକ ଓ ଆପଣ ସାଧନସମ୍ପନ୍ନ ବୋଲି ନିଜକୁ ପ୍ରମାଣ କରିବେ ଓ ସଫଳତା ମଧ୍ୟ ପାଇବେ । ଆପଣ ମହତ୍ତ୍ଵାକାଂକ୍ଷୀ ତାହା ଠିକ କଥା କିନ୍ତୁ ଯେତେ ସମ୍ଭାଳି ପାରିବେ କେବଳ ସେତେ ହାତକୁ ନିଅନ୍ତୁ । ଆପଣଙ୍କ କ୍ଷମତା ଉପରେ ଆତ୍ମବିଶ୍ଵାସୀ ହୁଅନ୍ତୁ, କଠିନ ପରିଶ୍ରମ କରନ୍ତୁ ଓ ମିତବ୍ୟୟିତା ଉପରେ ବିଶ୍ଵାସ ରଖନ୍ତୁ।

ବୃଷ: ଆଜି ଆପଣଙ୍କ କାନ୍ଧରେ ଆର୍ଥିକ ଦାୟିତ୍ଵ ଗୁଡିକର ଚାପ ଥିବାର ଅନୁଭବ କରିବେ। ଖର୍ଚ୍ଚ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ନାହିଁ । ଦିନର ଶେଷ ଭାଗରେ ଆପଣଙ୍କ ନିକଟକୁ ଆଶା କରାଯାଇନଥିବା ସ୍ଥାନରୁ ଟଙ୍କା ଆସିବ । ଯଦି ଆପଣ ନିରପେକ୍ଷ ନିର୍ଣ୍ଣୟ ନେବେ, ତେବେ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ହେବ।

ମିଥୁନ: ଆଜି ଯେତେ ସମ୍ଭବ ଅଧିକ ସମୟ ଏକା ଆପଣଙ୍କ ଜୀବନସାଥୀଙ୍କ ସହ ବିତାଇବେ । ଏକ ଆକସ୍ମିକ ବାର୍ତ୍ତାଳାପ ଏକ ଭାବମୟ ଅବସ୍ଥାରେ ସମାପ୍ତି ହେବ । ସଂଧ୍ୟା ସମୟରେ ଆପଣଙ୍କ ବୁଦ୍ଧି ଓ ଜ୍ଞାନ ଦ୍ଵାରା ଲୋକଙ୍କ ମନ ଜିଣିବେ ।

କର୍କଟ: ଯଦି ଆପଣ ଜଣେ ଷ୍ଟକ୍‍ ବ୍ରୋକର୍‍ ତାହେଲେ ଦିନଟି ଭଲରେ ଯିବ ନାହିଁ । ଆପଣ ବଜାରକୁ ନୂଆ ଉତ୍ପାଦ ଆଣିବାରେ ବିଳମ୍ବ କରିବେ। ବ୍ୟବସାୟରେ କ୍ଷତି ହୋଇପାରେ । ଆଜି କିଛି ନୂଆ ଚୁକ୍ତି କରନ୍ତୁ ନାହିଁ ।

ସିଂହ: ସମସ୍ତେ ଭିନ୍ନ ହେବାକୁ ଚାହାନ୍ତି । କିନ୍ତୁ ସେମାନେ ଏହା କଦାପି ହୃଦୟଙ୍ଗମ କରିପାରନ୍ତି ନାହିଁ ଯେ ସେମାନେ ପୂର୍ବରୁ ଅଦ୍ଵିତୀୟ ଅଟନ୍ତି । ଆଜି ଆପଣ ଏହିପରି ଅନେକ ଲୋକଙ୍କ ସହ କାର୍ଯ୍ୟସ୍ଥଳରେ ସମ୍ମୁଖୀନ ହେବେ। ସେମାନଙ୍କ ମଧ୍ୟରୁ କିଛି ଆପଣଙ୍କ ଧୈର୍ଯ୍ୟର ପରୀକ୍ଷା ମଧ୍ୟ ନେଇପାରନ୍ତି । ଅହଙ୍କାର ଓ ମତାମତ ମଧ୍ୟରେ ସନ୍ତୁଳନତା ରଖନ୍ତୁ ।

କନ୍ୟା: ବ୍ୟକ୍ତିଗତ ବ୍ୟସ୍ତତା ଦ୍ଵାରା ବ୍ୟବସାୟିକତା ଢାଙ୍କି ହୋଇଯିବ। ସମସ୍ୟା ଗୁଡିକର ସିଧାସଳଖ ସମ୍ମୁଖୀନ ହୋଇ ନିଜକୁ ସେ ଗୁଡିକରୁ ମୁକୁଳାଇ ଆଣନ୍ତୁ । ବିଶେଷ ଭାବେ ସଂଧ୍ୟାରେ ଭାବନାତ୍ମକ ଅବସ୍ଥାରେ ଲାଖି ଯାଆନ୍ତୁ ନାହିଁ।

ତୁଳା: ଆଜି ନିଜକୁ ଶାନ୍ତ ରଖନ୍ତୁ। ବଡ ପରିବାରକୁ ସମ୍ଭାଳିବାର ଆପଣଙ୍କ କ୍ଷମତାକୁ ସମସ୍ତେ ଜାଣିବେେ । ସେଥିପାଇଁ ଆଜି କାର୍ଯ୍ୟସ୍ଥଳରେ ଆପଣଙ୍କ ତଳେ ଥିବା କର୍ମଚାରୀମାନଙ୍କ ମଧ୍ୟରେ କୌଣସି ଝଗଡାର ସମାଧାନ ପାଇଁ ଆପଣଙ୍କୁ ଦାୟିତ୍ଵ ଦିଆଯାଇପାରେ ।ଗବେଷଣା କାମମନ୍ଥର ହୋଇପାରେ। କିନ୍ତୁ ନୂଆ ଚୁକ୍ତିରେ ପ୍ରବେଶ କରିବା ପାଇଁ ଏହା ଏକ ଶୁଭ ଦିନ।

ବିଛା: ଆଜି ଆପଣଙ୍କ ଉପରେ କାର୍ଯ୍ୟର ଚାପ ବଢି ଚାଲିବ । କିନ୍ତୁ ଆପଣ ଭଲ ଢଙ୍ଗରେ ସେଗୁଡିକୁ ସମ୍ଭାଳିବେ । ଯାହା କେବଳ ଆପଣଙ୍କ ଧୈର୍ଯ୍ୟ ପାଇଁ ସମ୍ଭବ ହେବ । ଅବଶ୍ୟ ଧ୍ୟାନ ଦିଅନ୍ତୁ ଓ କିପରି ଚାପ ମୁକ୍ତ ହେବେ ତାହା ଜାଣନ୍ତୁ ।

ଧନୁ: ଆଜି ଭାବନା ରାଇଜରେ ବୁଡି ରହିବେ ଏହି ରାଶିର ବ୍ୟକ୍ତି । ଆପଣ ଆଜି ଅନେକ ସୁଖଦୁଃଖ ଅବସ୍ଥା ଦେଇ ଗତି କରିପାରନ୍ତି । ଅବଶ୍ୟ କିଛି ବି କାମ ପ୍ରତି ଆପଣଙ୍କର ଥିବା ସଂକଳ୍ପ ଓ ନିଷ୍ଠାକୁ ପ୍ରଭାବିତ କରିପାରିବ ନାହିଁ।

ମକର: ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ନିଜ ପରିବାରକୁ ଦିଅନ୍ତୁ। କାର୍ଯ୍ୟଭାର ଅଧିକ ରହିବ। ଘଟଣାଗୁଡିକୁ ପ୍ରାଥମିକତା ଦେଇ କାର୍ଯ୍ୟ କରନ୍ତୁ। ସନ୍ଧ୍ୟାରେ ବାହାରକୁ ବୁଲିବାକୁ ଯାଇପାରନ୍ତି।

କୁମ୍ଭ: ଆପଣ ଆଜି ଯାତ୍ରାରେ ସାନ୍ବନା ପାଇବେ। କାହା ସହିତ ଅଧିକ ସାଙ୍ଗ ହୁଅନ୍ତୁ ନାହିଁ। ଅଫିସରେ ଖୁସି ଖବର ମିଳିପାରେ। ବିଦେଶ ଗସ୍ତ ନେଇ କିଛି ଶୁଭ ସୂଚନା ଆସିପାରେ।

ମୀନ: କଟୁ କଥା କହି କାହାକୁ ଅଧିକ କ୍ରୋଧାନ୍ବିତ କରାନ୍ତୁ ନାହିଁ । ନିଜର ଚିନ୍ତାଧାରାରେ ପରିବର୍ତ୍ତନ କରନ୍ତୁ । କାହା କଥାରେ ନଭାସି ଯାହା ଇଚ୍ଛା କରନ୍ତୁ । ଆଜି ଦିନଟି ଜଗି ରଖି ଚଳିବା ପାଇଁ ପରାମର୍ଶ ଦିଆଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.