ETV Bharat / bharat

Horoscope: ଜୁଲାଇ 30 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By

Published : Jul 30, 2023, 12:00 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope

ମେଷ: କାର୍ଯ୍ୟଭାର ଦ୍ୱାରା ଅଧିକ ଭାରାକ୍ରାନ୍ତ ଏବଂ ଭାଙ୍ଗି ପଡିବା ଅନୁଭବ କରନ୍ତୁ ନାହିଁ । କାମରେ ଅଳସୁଆ ହେବା ସାହାଯ୍ୟ କରିବ ନାହିଁ ବରଂ ଏହା ଖରାପ କରିବ । ଧ୍ୟାନଚ୍ୟୁତ ହୁଅନ୍ତୁ ନାହିଁ । ନଚେତ ଏହାର କୁପ୍ରଭାବ ନିଜ ଜୀବନ ଓ କାର୍ଯ୍ୟକ୍ଷେତ୍ରରେ ପଡିବ । ମନ ଓ ଚିନ୍ତା ଦୂର ପାଇଁ ଦେବାଳୟକୁ ଯାଆନ୍ତୁ ।

ବୃଷ: ଯୋଗ ଓ ଧ୍ୟାନ ଦ୍ୱାରା ନିଶ୍ଚିତ ଭାବରେ ଚିନ୍ତାଦୂର ହେବ । ଏହି ସମସ୍ତ କିଛି ଜୀବନରେ ବହୁତ ପ୍ରଭାବ ପକାଇଥାଏ । କୌଣସି କଥାରେ ଅଧୈର୍ଯ୍ୟ ଓ ଅସହାୟ ମନେ କରନ୍ତୁ ନାହିଁ । ବିରାମ ନିଅନ୍ତୁ ଏବଂ ବେଳେ ବେଳେ ଏହା ମଧ୍ୟ ଆପଣଙ୍କ ସପକ୍ଷରେ ଯାଇପାରେ । ନକ୍ଷତ୍ରଙ୍କ ସୂଚନା ରହିଛି ଖାଦ୍ୟ ଓ ସ୍ୱାସ୍ଥ୍ୟ ପ୍ରତି ଅଧିକ ସାବଧାନ ହୁଅନ୍ତୁ । ଯାତ୍ରା ପରିତ୍ୟାଗ କରନ୍ତୁ ।

ମିଥୁନ: ଅତ୍ୟନ୍ତ ଫଳପ୍ରଦ ଦିନ ଆପଣଙ୍କ ଅପେକ୍ଷାର ରହିଛି । ଦୈନିକ ଦିନଚର୍ଯ୍ୟା ବ୍ୟତୀତ ଘର କାମରେ ଧ୍ୟାନ ଦେବେ । ଆପଣଙ୍କ ମନ କହୁଛି ଯେ ଆପଣକୁ କିଏ ନିମନ୍ତ୍ରଣ କରୁ । କୌଣସି ବସ୍ତୁକୁ ବିକ୍ରି କରିବା ପାଇଁ ଆଜି ଉତ୍ତମ ଦିନ ଅଟେ ।

କର୍କଟ: ଯେଉଁମାନେ ସରକାରୀ, ସମାଜସେବା ଅଥବା ନୂଆକାମ କରିବାକୁ ଯାଉଛନ୍ତି, ସେମାନେ ନିଜର ମନମୁତାବକ କାର୍ଯ୍ୟସ୍ଥଳରେ ଅତ୍ୟଧିକ ଉପକୃତ ହେବେ । ସ୍ତ୍ରୀଙ୍କ ସହ ଆନନ୍ଦରେ ଓ ପାଖରେ ଥିବା ପ୍ରିୟଜନଙ୍କ ସହ ଆନନ୍ଦ ଉଲ୍ଲାସରେ ଦିନସାରା ଭରି ରହିବ । ଯଦିଓ ସବୁଦିନ ପରି ଖର୍ଚ୍ଚ ବଢିପାରେ ତଥାପି ଯେହେତୁ ଅର୍ଥ ବିନିଯୋଗ ଠିକ ଯାଗାରେ ହେଉଛି, ଆପଣ ସନ୍ତୋଷ ରହିବେ ।

ସିଂହ: ଆପଣଙ୍କ ପାଇଁ ଆଜିର ଦିନ ଏକ ଖରାପ ଓ ଆନ୍ତରିକ ଦିନ ଅଟେ । ଶାରୀରିକ ଓ ମାନସିକ ସ୍ଥିତି ବହୁସମୟ ଧରି ଏକତ୍ର ରହିବେ । ଆପଣଙ୍କ କାର୍ଯ୍ୟଦକ୍ଷତା ବଢାଇବାରେ ସହାୟ ହେବ । ବିନା କାର୍ଯ୍ୟଦକ୍ଷତାରେ ପରିପୂର୍ଣ୍ଣ ହୋଇ ନୂତନ ସଫଳତା ସହିତ ସନ୍ତୋଷ ହେବେ । ଏହି କଥା ଆପଣଙ୍କ ପର ପିଢିକୁ ଆପଣଙ୍କ ଜନ୍ମ ପତ୍ରିକା ସୂଚାଇ ଦେଇଥାଏ । ତେଣୁ ସେମାନଙ୍କ ଠାରୁ ସୁସମ୍ବାଦ ଆଶା କରିପାର । ଏହି ଭାଗ୍ୟବାନ ଦିନଟି ଅନ୍ୟମାନଙ୍କ ସହିତ ବାଣ୍ଟିବାକୁ ବା ସମାଜର କଲ୍ୟାଣରେ ଲଗାଇବାକୁ ଚେଷ୍ଟା କରନ୍ତୁ ।

କନ୍ୟା: କୌଣସି କଚେରୀ ଜାତୀୟ କାଗଜ ଇତ୍ୟାଦି ଦସ୍ତଖତ ବେଳେ ସାବଧାନ ରୁହନ୍ତୁ । ଦିନଟି ଆପଣଙ୍କ ପାଇଁ ଭଲ ନାହିଁ । ଖରାପ ସ୍ୱାସ୍ଥ୍ୟ ଓ ଦୁଃଚିନ୍ତାକୁ ଆପଣ ଅଙ୍ଗେ ଅଙ୍ଗେ ଅନୁଭବ କରିବେ। ଲୋକମାନେ ଆପଣଙ୍କୁ ଭୁଲ ବୁଝିବେ କିମ୍ବା ବ୍ୟବସାୟୀ ଯଥା ପରିବାରଜନ ଆପଣଙ୍କ ଭାବାର୍ଥକୁ ଭୁଲ ବୁଝିବେ । ଅଧିକ ଖର୍ଚ୍ଚରୁ ନିବୃତ ରହନ୍ତୁ ।

ତୁଳା: ନୂତନ କାମ ପାଇଁ ଦିନଟି ସୁନ୍ଦର ଅଟେ । ନୂଆ ଚୁକ୍ତି, ଫଳପ୍ରଦ ଭ୍ରମଣ କିମ୍ବା ପୁରୁଣା ବନ୍ଧୁଙ୍କ ସହ ଅନ୍ତରଙ୍ଗରେ ଖୁସି ରହିବେ । ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଭଲ ଅଟେ । ଆପଣ ଉତ୍ସାହଜନକ ଖବର ବିଦେଶରୁ ପାଇପାରନ୍ତି । ଭାଗ୍ୟଶାଳୀ ଘଟଣା ଆପଣଙ୍କ ସମ୍ମାନ ଓ ଯଶକୁ ବଢାଇବ । ଲାଗିଥିବା ଅର୍ଥରୁ ଭଲ ଲାଭ ପାଇବେ । ଶତ୍ରୁ ଜୟ କରିବେ । ତେଣୁ ଦିନଟି ଉପଭୋଗ କରି ଆନନ୍ଦିତ ହୋଇ ରୁହନ୍ତୁ ।

ବିଛା: ସାଂସାରିକ ଜୀବନ ସୁଖମୟ ହେବ । ଧାର୍ମିକ କ୍ଷେତ୍ରରେ ଟଙ୍କା ପଇସା ଖର୍ଚ୍ଚ କରିବା ସମୟରେ ତୀକ୍ଷ୍ନ ବୁଦ୍ଧି ସମ୍ପନ୍ନ ହୁଅନ୍ତୁ । ନିଜ ଆତ୍ମୀୟଙ୍କର ବ୍ୟବହାର ଉପରେ ନଜର ରଖନ୍ତୁ । ଆପଣଙ୍କୁ ଆଶ୍ରୟ ନ ଦେବା ପାଇଁ ଚକ୍ରାନ୍ତର ସୂଚନା ମିଳେ । ଯେତେବେଳେ କୌଣସି ବ୍ୟକ୍ତି ଆପଣଙ୍କ ହୃଦୟ ଜୟ କରିବାକୁ ଯାଏ ତାହାକୁ ବାଧା ଦିଅନ୍ତୁ ନାହିଁ । ଏହା କେବଳ ଆପଣଙ୍କ ଚର୍ତୁଃପାର୍ଶ୍ୱରେ ଥିବା ବାୟୁମଣ୍ଡଳର ଖରାପ ପ୍ରଭାବ ଅଟେ । ଦୀର୍ଘ ନିଶ୍ଵାସ ନିଅନ୍ତୁ । ସହଜରେ ଏହାକୁ ଅତିକ୍ରମ କରିବାକୁ ଦିଅନ୍ତୁ । ଛାତ୍ରଙ୍କ ପାଇଁ ଭଲ ସମୟ ନୁହେଁ । କଠିନ ପରିଶ୍ରମ କରନ୍ତୁ ।

ଧନୁ: ଅର୍ଥ ଉପାର୍ଜନର ପଥ ସୁଗମ ହେବ । ଆପଣଙ୍କ ଉପରେ ନ୍ୟସ୍ତ କାର୍ଯ୍ୟକୁ ଠିକ୍‍ ସମୟରେ ସମ୍ପୂର୍ଣ୍ଣ କରିବାରେ ସଫଳତା ଲାଭ କରିବେ । ଧାର୍ମିକ ସ୍ଥାନକୁ ପରିଭ୍ରମଣରେ ଯିବା ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭଙ୍କର ଅଟେ । ଆପଣ ଏକ ମାଙ୍ଗଳିକ ଉତ୍ସବରେ ଯୋଗ ଦେବା ପାଇଁ ପ୍ରିୟଜନ କିମ୍ୱା ଭାଇ ଭଉଣୀଙ୍କ ଘରକୁ ଯିବାକୁ ପଡିପାରେ । ସେମାନଙ୍କ ସାନିଧ୍ୟ ଆପଣଙ୍କୁ ପ୍ରଫୁଲ୍ଲିତ କରିପାରେ । ଆପଣଙ୍କ ଦାମ୍ପତ୍ୟ ଜୀବନକୁ ସୁଖମୟ କରିପାରେ । ସୁସ୍ୱାଦୁ ଭୋଜନ , ଶାନ୍ତ ମନ ଏବଂ ସାମାଜିକ ପ୍ରତିଷ୍ଠା ଆପଣଙ୍କ ମୁଖରେ ହସ ଫୁଟାଇବ । ନିଜର ମଙ୍ଗଳ ଦାୟକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖନ୍ତୁ ।

ମକର: ଆପଣ ଆଜି ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ଦିନଯାକ ମାନସିକ ସ୍ତରରେ ଉତ୍କଣ୍ଠିତ ରହିପାରନ୍ତି । ତେଣୁ ନିଜ ପ୍ରତି ସତର୍କତା ଅବଲମ୍ୱନ କରନ୍ତୁ। ଆପଣଙ୍କ ଉତ୍କଣ୍ଠିତ ଚିତ୍ତ ପାଇଁ କେତେକ ଘଟଣା ଦାୟୀ ଅଟେ। ନିଜ କାର୍ଯ୍ୟରେ ସହକର୍ମୀଙ୍କ ହସ୍ତକ୍ଷେପ, ବନ୍ଧୁ ବାନ୍ଧବ ବା ସନ୍ତାନଙ୍କ ସହ ମନାନ୍ତର କିମ୍ୱା ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଏହା ଘଟିପାରେ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ଆପଣ ନିଜକୁ ଧାର୍ମିକ, ସାମାଜିକ କିମ୍ୱା ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଲିପ୍ତ ରଖିପାରନ୍ତି । ସତର୍କତା ସହ ଯାତ୍ରା କରିପାରନ୍ତି । କଠିନ କାର୍ଯ୍ୟକରି ଆପଣ ଆତ୍ମସନ୍ତୋଷ ଲାଭ କରିପାରନ୍ତି ।

କୁମ୍ଭ: ଅତ୍ୟାବଶ୍ୟକ ସମ୍ମାନ ଲାଭ କରିପାରନ୍ତି । ନିଜ କାର୍ଯ୍ୟ ବାଣିଜ୍ୟ ବ୍ୟବସାୟରୁ ଉପକୃତ ହେବା ସଙ୍ଗେ ସଙ୍ଗେ ବାନ୍ଧବୀଙ୍କ ଠାରୁ ମଧ୍ୟ ସାହାଯ୍ୟ ପାଇପାରନ୍ତି । ନିଜର ସନ୍ତାନଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପିତ ହୋଇପାରେ । ସେମାନଙ୍କ ଠାରୁ ଖୁସିର ଖବର ପାଇପାରନ୍ତି । ଆପଣ ନିଜର ଅବସର ସମୟରେ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ପ୍ରେମ ଓ ବିବାହ ପାଇଁ ଉତ୍କଣ୍ଠିତ ବ୍ୟକ୍ତିଙ୍କ ପାଇଁ ବିବାହ ପ୍ରସ୍ତାବ ପାଇପାରନ୍ତି ।

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ନିଜ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ସଫଳକାମୀ ହେବେ । ସବୁ ଦିଗରୁ ପାରିବାରିକ ଜୀବନରେ ସନ୍ତୋଷ ପ୍ରକାଶ କରିବେ । ଆପଣ ଉନ୍ନତି କରିବେ ଏବଂ ଆପଣଙ୍କର ଉପରିସ୍ଥ କର୍ମଚାରୀ ଆପଣଙ୍କ କର୍ମରେ ସନ୍ତୋଷ ଲାଭ କରିପାରନ୍ତି । ଆପଣ ନିଜର ବ୍ୟବସାୟରେ ଅଗ୍ରଗତି କରିପାରନ୍ତି । ଧାର ଦେଇଥିବା ଅର୍ଥ ଫେରି ପାଇବେ । ଗୁରୁଜନ ଓ ପରିବାର ବର୍ଗର ସଦସ୍ୟଙ୍କ ଠାରୁ ଉପକୃତ ହୋଇପାରନ୍ତି । ସାମାଜିକ ଜୀବନରେ ନିଜର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇପାରେ । ଶରୀର ସୁସ୍ଥ ରହିବ । ଆପଣଙ୍କ ଦିନଟି ଖୁସିରେ କାଟିପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.