ETV Bharat / bharat

୨୮ ଫେବୃଆରୀ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

୨୮ ଫେବୃଆରୀ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Feb 28, 2022, 12:00 AM IST

ମେଷ: ଆଜି ଆପଣଙ୍କୁ ଶୁଭଫଳ ମିଳିପାରେ । ପାରିବାରିକ ଜୀବନ ଶାନ୍ତିରେ ରହିବ । ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ ଫଳପ୍ରଦ ହେବ । ମାଆଙ୍କ ଠାରୁ ଆପଣ ସାହାଯ୍ୟ ଓ ସହାନୁଭୂତି ଲାଭ କରିପାରନ୍ତି । କାର୍ଯ୍ୟସ୍ଥଳରେ ନିଜକୁ ନିୟୋଜିତ କରି ଆତ୍ମସନ୍ତୋଷ ଲାଭ କରିବେ । କାର୍ଯ୍ୟାଳୟର କାର୍ଯ୍ୟର ଚାପ ଆପଣଙ୍କୁ କିଛି ସମୟ ପାଇଁ ବିଚଳିତ କରିପାରେ । ସରକାରୀ କାର୍ଯ୍ୟରେ ଆପଣ ବାହାରକୁ ଯାତ୍ରା କରିପାରନ୍ତି । ନିଜ ଶରୀରର ଯତ୍ନ ନିଅନ୍ତୁ ।

ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଦିନ । ଆପଣ ବିଦେଶକୁ କିମ୍ବା ଦୂର ସ୍ଥାନକୁ କିମ୍ୱା ଧାର୍ମିକ ସ୍ଥାନକୁ ଯାତ୍ରା ଆରମ୍ଭ କରିପାରନ୍ତି । ଯେ କୌଣସି ନୂତନ ଦୁଃସାହାସିକ କାର୍ଯ୍ୟର ଶୁଭାରମ୍ଭ କରିପାରନ୍ତି । ଯାହାକି ପ୍ରଚୁର ଅର୍ଥ ଉପାର୍ଜନ କରିବାର ସୁଯୋଗ ଦେବେ । ଧାର୍ମୀକ ସ୍ଥାନ ପରିଭ୍ରମଣରୁ ଫେରି କିଛି ନୂତନ କାର୍ଯ୍ୟ କରିବା ପାଇଁ ପ୍ରେରଣା ପାଇବେ । ବିଦେଶରେ ଥିବା ପ୍ରିୟଜନଙ୍କ ଠାରୁ ଶୁଭ ସମ୍ୱାଦ ପାଇପାରନ୍ତି । ସାଧାରଣ ମୁଣ୍ଡବ୍ୟଥା ଓ ସର୍ଦ୍ଧି ଯୋଗୁଁ ଆପଣ କଷ୍ଟ ପାଇପାରନ୍ତି ।

ମିଥୁନ: ଆଜି ଦିନରେ କିଛି ଅଶୁଭ ଘଟଣା ଘଟିପାରେ । ଯେଉଁମାନଙ୍କର ଡାକ୍ତରୀ ଚିକିତ୍ସା ସମ୍ବନ୍ଧିତ ଅଛି, ତେବେ ଅସ୍ତ୍ରାଘାତରୁ ଦୂରରେ ରୁହନ୍ତୁ । ଆପଣ ଦାୟିତ୍ୱହୀନତା ଯୋଗୁଁ ଆପଣ ଲଜ୍ଜିତ ହୋଇପାରନ୍ତି । ପ୍ରତିଯୋଗୀଙ୍କ ସହ ଝଗଡା ସ୍ଥିତିକୁ ଏଡାଇବାରୁ ଚେଷ୍ଟା କରନ୍ତୁ ।

କର୍କଟ: ଆଜି ଆପଣ ସାଙ୍ଗସାଥି ଏବଂ ପ୍ରିୟଜନଙ୍କ ସହିତ ହସଖୁସିରେ ସମୟ ବିତାଇ ପାରନ୍ତି । ଅତ୍ୟଧିକ ଆମୋଦପ୍ରମୋଦ ଆପଣଙ୍କୁ ଅତ୍ୟନ୍ତ ଖୁସି ରଖି ପାରେ । ବ୍ୟବସାୟ କ୍ଷେତ୍ରରେ ଆପଣ ଆର୍ଥିକ ଭାବରେ ଲାଭବାନ ହେବେ । ଆପଣ ଆପଣଙ୍କ ପାର୍ଟନରଙ୍କ ଠାରୁ ଲାଭ ପାଇପାରନ୍ତି । ଜୀବନସାଥିଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ସାମାଜିକ ଭାବରେ ଆପଣ ସମ୍ମାନ ଅର୍ଜନ କରିବେ ।

ସିଂହ: ଆଜି ଦିନଟି ମଧ୍ୟମ ଫଳ ପ୍ରଦାନ ହୋଇପାରେ । ପରିବାରରେ ଶାନ୍ତ ପରିବେଶ ପରିଲିକ୍ଷିତ ହୋଇପାରେ । କାର୍ଯ୍ୟରେ ଆପଣଙ୍କ ସହକର୍ମୀ ବନ୍ଧୁଙ୍କଙ୍କ ଠାରୁ ସହଯୋଗ ଲାଭ କରିବେ । ନିୟମିତ ଗୃହ କାର୍ଯ୍ୟ ସମାପନରେ କିଛି ବାଧା ଉପୁଜିପାରେ । ମାମୁଙ୍କ ଘରୁ କୌଣସି ଅପ୍ରୀତିକର ସମ୍ୱାଦ କିମ୍ୱା ନିଜ କାର୍ଯ୍ୟରେ ଶତ୍ରୁଙ୍କ ହସ୍ତକ୍ଷେପ ଯୋଗୁଁ ଆପଣ ବିଚଳିତ ହୋଇପାରନ୍ତି । ଉପରିସ୍ଥ କର୍ମଚାରୀଙ୍କ ସଙ୍ଗେ କାର୍ଯ୍ୟସ୍ଥଳରେ କିମ୍ୱା ଘରେ ଗୁରୁଜନଙ୍କ ସାମନା ସାମନି ହୁଅନ୍ତୁ ନାହିଁ । ସମସ୍ତ ଜିନିଷକୁ ସର୍ତ୍ତ ଶୂନ୍ୟ ଭାବେ ଗ୍ରହଣ କରନ୍ତୁ ଏବଂ ଚେଷ୍ଟା ଜାରି ରଖନ୍ତୁ ।

କନ୍ୟା: ଆଲୋଚନାରୁ ଦୂରରେ ରୁହନ୍ତୁ । ହଠାତ ରାଗ ବଢିଯିବାରୁ ସୁନ୍ଦର ଆଲୋଚନା ସବୁ ଯୁକ୍ତିତର୍କ ଦିଗକୁ ଗତି କରିବ । ଭାଗ୍ୟରେ ହଠାତ ଖର୍ଚ୍ଚ ଅଛି, ସେଥିପାଇଁ ସତର୍କ ରୁହନ୍ତୁ । ବନ୍ଧୁ ତଥା ପ୍ରିୟଜନଙ୍କ ସହ ନିଜର କିଛି କ୍ଷତି ହୋଇପାରେ । ପେଟଜନିତ ରୋଗ ଭୋଗ ହୋଇପାରେ, ସୁଖାଦ୍ୟ ଖାଆନ୍ତୁ । ଅର୍ଥ ଲଗାଉଥିବା ବ୍ୟକ୍ତି ସଜାଗ ରହିବା ଭଲ।

ତୁଳା: କୌଣସି କାରଣରୁ ଆପଣଙ୍କ ମାନସିକ ସ୍ଥିତି ଭଲ ରହିବ ନାହିଁ । ତେଣୁ ଅନ୍ୟ ଦିନ ତୁଳନାରେ ଆଜି ଆପଣଙ୍କର ମାନସିକ ଉତ୍ତେଜନା ବୃଦ୍ଧିପାଇପାରେ । ଗବେଶକଙ୍କ ମତ ଅନୁସାରେ ନିଜକୁ ଧ୍ୟାନ ଓ ବ୍ୟାୟାମ ପରି କାର୍ଯ୍ୟରେ ଲିପ୍ତ ରଖନ୍ତୁ ମାନସିକ ଶାନ୍ତି ଫେରି ପାଇବେ । ଜଳ ଠାରୁ ନିଜର ଦୂରତା ରକ୍ଷା କରନ୍ତୁ ଏବଂ ପହଁରା ଶିଖିବାକୁ ଯାଉଥିଲେ ଆଜି ଯାଆନ୍ତୁ ନାହିଁ । ବାହାରକୁ ଯିବାକୁ ଥିବା ନିଜର ଯାତ୍ରାକୁ ସ୍ଥଗିତ ରଖନ୍ତୁ ।

ବିଛା: ଏକ ଉଲ୍ଲେଖନୀୟ କାର୍ଯ୍ୟର ସଫଳତା ପରେ ଗୃହ ପ୍ରତ୍ୟାବର୍ତ୍ତନ ଏକ ଶୁଭ ସୂଚନା ଅଟେ । ବନ୍ଧୁ ଗହଣରେ ଏବଂ ପରିବାର ସଦସ୍ୟମାନଙ୍କ ସହ ହସ ଖୁସିରେ ସମୟ କଟିବ । ମୌଜ ମଜଲିସ କରିବା ପାଇଁ ଏପରି ଦିନ ଆଉ ଆସି ନ ପାରେ । ଆଜି ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ସେହି କାର୍ଯ୍ୟରେ ସଫଳତା ଅର୍ଜନ କରିବେ । ଏଥିପାଇଁ ଆପଣଙ୍କ ମନ ପ୍ରଫୁଲ୍ଲିତ ହୋଇପାରେ । ସମ୍ପର୍କୀୟଙ୍କ ଠାରୁ ସ୍ନେହ ଶ୍ରଦ୍ଧା ଓ ସହାୟତା ମିଳିପାରେ । ଏକ ଛୋଟ କାଟିଆ ପରିଭ୍ରମଣ କରି ମୌଜ ମଜଲିସ କରିପାରନ୍ତି । ଅର୍ଥ ଉପାର୍ଜନ, ପୁଞ୍ଜିଲଗାଣ ଏବଂ ବୃତ୍ତି ପାଇଁ ଆଜି ଏକ ସୌଭାଗ୍ୟଶାଳୀ ଦିନ ଅଟେ । ଆପଣଙ୍କର ସହକର୍ମୀ ଏବଂ ପ୍ରିୟଜନଙ୍କ ସହ ମିଶି ଆପଣ ଆମୋଦ ପ୍ରମୋଦରେ ସମୟ କାଟି ପାରନ୍ତି ।

ଧନୁ: ଆଜି ଆପଣଙ୍କ ସହଯୋଗୀ କିମ୍ୱା ଘନିଷ୍ଠ ସମ୍ପର୍କୀୟଙ୍କ ନିର୍ଦ୍ଦେଶରେ କୌଣସି ଦଣ୍ଡନୀୟ ଅପରାଧ ଯୁକ୍ତ କାମ ପାଇଁ ଯାଆନ୍ତୁ ନାହିଁ । ଏହା କଲେ ଆଜି ଦିନଟି ଆପଣଙ୍କର ଅଶାନ୍ତିରେ କଟିପାରେ । ଆପଣଙ୍କ ଉଦ୍ୟମ ଓ ଅର୍ଥ ସଙ୍ଗତିର ସବୁ କ୍ଷେତ୍ରରେ ଆବଶ୍ୟକତା ଥିବା ଯୋଗୁଁ ଆପଣ କ୍ଳାନ୍ତି ଅନୁଭବ କରିପାରନ୍ତି । ଆପଣଙ୍କ ପରିବାରର ଜଣେ ସଦସ୍ୟ ଆପଣଙ୍କୁ ସହଯୋଗ କରିବାକୁ ମନା କରିପାରନ୍ତି । ସେଥିପାଇଁ ଆପଣ ନିଜର କ୍ରୋଧ ପ୍ରକାଶ କରନ୍ତୁ ନାହିଁ । ଖୋସାମୋଦ କି ମନଦୁଃଖ କରନ୍ତୁ ନାହିଁ । ଆପଣଙ୍କର ଦୃଢ ଇଚ୍ଛାଶକ୍ତି କୌଣସି ଏକ ସିଦ୍ଧାନ୍ତ ନେବାକୁ ବାଧା ଦେଇପାରେ । ସମୟର ଗତି ସଙ୍ଗେ ତାଳ ଦେଇ ଚାଲନ୍ତୁ ଏବଂ ନିଶ୍ଚିତ ହୁଅନ୍ତୁ । ଦୂର ବିଦେଶରେ ରହୁଥିବା ବନ୍ଧୁମାନଙ୍କ ସହ ଯୋଗାଯୋଗ ମଙ୍ଗଳଦାୟକ ହେବ ।

ମକର: ଆଜି ସାମାଜିକ, ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ବ୍ୟବସାୟୀ ତଥା କର୍ମଚାରୀ ମାନେ ଉନ୍ନତି କରିବେ । ହାତକୁ ନେଇଥିବା କାର୍ଯ୍ୟଗୁଡିକ ଭଲ ଫଳ ପ୍ରଦାନ କରିବ । ପଦୋନ୍ନତି ହୋଇପାରେ । ସାଙ୍ଗ ମାନଙ୍କ ସହ ଖୁସିରେ ସମୟ ବିତିବ । ଘରେ ମନ ଖୁସୀ ଓ ମୌଜ କରିବେ । ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି ।

କୁମ୍ଭ: ଆଜି ଦିନଟି ଆପଣ ନିଜର ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣ ଏହା ଉପରେ ସୁନିଶ୍ଚିତ ରୂପେ ଜୋର ଦେଇ କାର୍ଯ୍ୟ ନକଲେ ନିଜେ କଷ୍ଟ ଭୋଗିବେ । ଖର୍ଚ୍ଚ କମାଇବାକୁ କହିବା ଅର୍ଥ ଏହା ଯେ ଆପଣ ଆପଣଙ୍କର ଅର୍ଥ ଉପାର୍ଜନର ପ୍ରକୃଷ୍ଟ ପନ୍ଥା ନିର୍ଦ୍ଧାରଣ କରିବା ଏବଂ ଉପାର୍ଜିତ ଅର୍ଥକୁ ଠିକ୍‍ ଭାବରେ ବିନିଯୋଗ କରିନ୍ତୁ । ରୋଜଗାର କୁ ଚାହିଁ ନିଜର ଚାହିଦାକୁ ସୀମିତ କରି ଖର୍ଚ୍ଚ କରିବା ବୁଦ୍ଧିମାନର କାର୍ଯ୍ୟ ଅଟେ । ଧାର କରଜ କରନ୍ତୁ ନାହିଁ । କୌଣସି କାରଣରୁ ଆପଣ ଉତ୍ତେଜିତ ହେବାପରି ଘଟଣାରେ ଅନ୍ୟମାନଙ୍କ ଯୋଗୁଁ ଛନ୍ଦି ହୋଇପାରନ୍ତି କିମ୍ୱା ଅନ୍ୟମାନଙ୍କ ମତକୁ ଭୁଲ ବୁଝିପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଆର୍ଥିକ ସ୍ଥିତି ପ୍ରତି ସଜାଗ ରୁହନ୍ତୁ ଏବଂ ମାନସିକ ଶାନ୍ତି ପ୍ରତି ଧ୍ୟାନ ଦିଅନ୍ତୁ ।

ମୀନ: ଅର୍ଥାଗମ ହେବାର ଶୁଭସୂଚନା ମିଳୁଛି । ପୁରସ୍କାର କିମ୍ୱା ଲଟେରୀରୁ ଅର୍ଥ ମିଳିପାରେ । ଆଜି ଆପଣଙ୍କର ସନ୍ତାନମାନଙ୍କର ସଫଳତା ପାଇଁ ସେମାନଙ୍କ ସହ ସାକ୍ଷାତ କରି ଖୁସି ହେବେ । ହଜିଯାଇଥିବା ଜଣେ ପୁରୁଣା ବନ୍ଧୁଙ୍କ ସହ ଦେଖାହୋଇ ଉତ୍‍ଫୁଲିତ ହେବେ । ନୂତନ କାର୍ଯ୍ୟ ଆରମ୍ଭ କରି ଲାଭବାନ ହେବେ । କୌଣସି ସାମାଜିକ କିମ୍ୱା ବ୍ୟବସାୟିକ କାର୍ଯ୍ୟରେ ଯୋଗଦେବା ପାଇଁ ଯାତ୍ରା କରିପାରନ୍ତି ଏବଂ ଆମୋଦ ପ୍ରମୋଦରେ କାଟିପାରନ୍ତି । ପ୍ରିୟଜନଙ୍କ ସଙ୍ଗରେ କୌଣସି ଏକ ଆକର୍ଷଣୀୟ ଯାଗାକୁ ବଣଭୋଜି କରିବାକୁ ଓ ହସଖୁସିରେ ସମୟ କାଟିବାକୁ ପସନ୍ଦ କରିପାରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.