ETV Bharat / bharat

ଅକ୍ଟୋବର 24 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ - ଅକ୍ଟୋବର 24 ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ, ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଅକ୍ଟୋବର 24 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

author img

By

Published : Oct 24, 2022, 12:30 AM IST

ମେଷ: ଆଜି ଆପଣ ଭାରି ନିଶ୍ୱାର୍ଥପର ଏବଂ ମଙ୍ଗଳକାରୀ ଅନୁଭବ କରୁଛନ୍ତି । କିଛି ସମସ୍ୟା ଦେଖାଦେଇପାରେ। ବ୍ୟସ୍ତନହୋଇ ଶାନ୍ତିର ସହ ସମାଧାନ କରନ୍ତୁ। ପରିବାରର ଲୋକଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି।

ବୃଷ: ନିଜର ଅକପଟ ଚରିତ୍ର ଏବଂ ମିଠା କଥାରେ ସମସ୍ତଙ୍କ ମନ ମୋହିନେବେ। ଏହି ଗୁଣ ଯୋଗୁଁ ପାଖ ପଡୋଶୀ ତଥା ନିଜର ଲୋକଙ୍କ ସଙ୍ଗେ ମଧୁର ସମ୍ପର୍କ ସ୍ଥାପିତ ହେବ। ସମୂହ ଆଲୋ଼ଚନା ତଥା ସଭାସମିତିରେ ସମ୍ମାନ ମିଳିବ। ଆପଣ ନିଜ କର୍ମରେ ଆଶାତିତ ଭାବେ ସୁଫଳ ନ ପାଇଲେ ମଧ୍ୟ କାମ କିଛିବାଟ ଆଗେଇ ଯିବେ। ନିଜର ପେଟ ଯନ୍ତ୍ରଣା ଭୋଗ କରିବେ। ଆପଣ ବାହାର ଖାଦ୍ୟ ନ ଖାଇ ଘରେ ରନ୍ଧା ହୋଇଥିବା ଖାଦ୍ୟ ଖାଆନ୍ତୁ।

ମିଥୁନ: ଦିନଟି ଅବ୍ୟବସ୍ଥା ଓ ଅନିଶ୍ଚିୟତା ଭିତରେ କଟିବ। ଆପଣଙ୍କର ମାନଶିକ ଭାବପ୍ରବଣତାର ବେଗ ଏତେ ବୃଦ୍ଧି ପାଇବ ଯେ ଆପଣଙ୍କ ମାନସିକ ଉତ୍ତେଜନା ପ୍ରକାଶ ପାଇପାରେ। ଆପଣ ନିଜର ମାଆଙ୍କ ପାଇଁ ଅଧିକ ଭାବପ୍ରବଣ ହୋଇପଡିବେ। କିଛି ଆଲୋଚନାରେ ଅଂଶ ଗ୍ରହଣ କରିବେ। ମାତ୍ର ମାନସିକ ଶାନ୍ତି ପାଇବାକୁ ହେଲେ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ।

କର୍କଟ: ଆଜି ଆପଣ ନିଜ ଜୀବନସାଥୀଙ୍କ ସହ କିଣାକିଣି କରିବା ପାଇଁ ବାହାରକୁ ଯାଇପାରନ୍ତି ଅବଶ୍ୟ ସେଥିରେ ଆପଣଙ୍କ ଖର୍ଚ୍ଚ ଅଧିକ ହେବ। ଯଦିଓ ଆପଣ ଯେତେ ଖର୍ଚ୍ଚ ହେଉଛି ସେ ବିଷୟରେ ଚିନ୍ତା କରିବେ ନାହିଁ କିନ୍ତୁ ସଂଧ୍ୟା ବେଳେ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ଏକ ଫେରସ୍ତ ଉପହାର ଦେଇପାରନ୍ତି।

ସିଂହ: ଆପଣ କଠିନ ପରିଶ୍ରମ ପରେ ମଧ୍ୟ ଆବଶ୍ୟକତା ଅନୁସାରେ ଫଳ ନ ପାଇପାରନ୍ତି। ଆପଣ ପୁଣି ଥରେ ନୂଆ କରି ଆରମ୍ଭ କରିବା ପୂର୍ବରୁ ଆପଣଙ୍କ ଦୂର୍ବଳତା ଓ ତ୍ରୁଟିଗୁଡିକୁ ଧ୍ୟାନ ରଖିବା ଆବଶ୍ୟକ। ଆପଣଙ୍କ ବ୍ୟବସାୟିକ ସମ୍ପର୍କଗୁଡିକ ଦୃଢ ରହିବା ସୁନିଶ୍ଚିତ କରିବା ପାଇଁ ଆପଣଙ୍କୁ କିଛି ଅତ୍ୟାବଶ୍ୟକ ପଦକ୍ଷେପ ନେବାକୁ ପଡିବ। ଆର୍ଥିକ ଅବସ୍ଥା ଭଲ ହେବ।

କନ୍ୟା: ଆପଣ ବିଭିନ୍ନ ଭାବନା ଓ ଆଡଜଷ୍ଟ କରିବାର ଇଚ୍ଛା ଦ୍ଵାରା ଆଜି ଲୋକମାନଙ୍କୁ ମୋହିତ କରିବେ। ଯେଉଁମାନେ ପ୍ରେମରେ ପଡିଛନ୍ତି ସେମାନଙ୍କ ପାଇଁ ପରିସ୍ଥିତି ଓଲଟା ହେବ। କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଶେଷରେ ତାହା ଆପଣଙ୍କ ସପକ୍ଷରେ ହିଁ ଯିବ। ପରିବାର ସହିତ କିଛି ଭଲ ସମୟ ମଧ୍ୟ କାଟିପାରନ୍ତି।

ତୁଳା: ଆପଣ ଆପଣଙ୍କ ପ୍ରିୟଜନଙ୍କ ସହ ଯଥେଷ୍ଟ ସମୟ ଅତିବାହିତ କରିବେ ଓ ସେମାନଙ୍କ ସହ ବାହାରକୁ ଖାଇବା ପିଇବାକୁ ମଧ୍ୟ ଯାଇପାରନ୍ତି। ଯାହାଦ୍ଵାରା ଆପଣ ସେମାନଙ୍କୁ ନିଜର ଅଧିକ ନିକଟକୁ ଆଣିପାରନ୍ତି। ଆପଣ ସେମାନଙ୍କୁ ଉପହାର ଆଦି ଦେଇ ଆଜି ସେମାନଙ୍କୁ ଖୁସି କରିବାକୁ ଚେଷ୍ଟା କରିବେ।

ବିଛା: ଆଜିକାଲି ନିରାଶାକୁ ଆପଣଙ୍କୁ ଏକ ସୁସ୍ଥ ଢଙ୍ଗରେ ସାମ୍‍ନା କରିବା ଶିଖିବା ଦରକାର। ଠିକ ନିଷ୍ପତ୍ତି ନେବା ସବୁବେଳେ କଷ୍ଟକର। ଭାବନାରେ ବହିଯାଇ କୌଣସି ନିଷ୍ପତ୍ତି ଶୀଘ୍ର ନିଅନ୍ତୁ ନାହିଁ କାରଣ ସେଗୁଡିକ ଠିକ ଲାଗିପାରେ କିନ୍ତୁ ପରେ ଅତ୍ୟଧିକ ଅବ୍ୟବହାରିକ ଭଳି ଲାଗିପାରେ।

ଧନୁ: ଆଜି ଗ୍ରାହକ ଓ ସପ୍ଲାୟରମାନଙ୍କ ସହ ମିଟିଙ୍ଗ ଆୟୋଜନ କରିବାରେ ଆପଣଙ୍କ ଅଧିକାଂଶ ସମୟ ଚାଲିଯିବ। ଆପଣଙ୍କ ଧୈର୍ଯ୍ୟ ଯୋଗୁଁ ଆପଣ ଲୋକମାନେ ଦେଉଥିବା ପରାମର୍ଶ ଓ ମତାମତଗୁଡିକ ଶୁଣିପାରିବେ। ଏହା ଫଳରେ ଅବଶ୍ୟ ଆପଣଙ୍କ ବହୁତ ଲାଭ ଓ ଉତ୍ପାଦନକ୍ଷମ ହେବ।

ମକର: ଆଜିର ଦିନ ବହୁତ ଗୁରୁତ୍ଵପୂର୍ଣ୍ଣ ରହିବ କାରଣ ଆଜି ଆପଣ ଜଣଙ୍କ ସହ ଦେଖା କରିବେ ଯାହା ସହ ଆପଣ ଜୀବନ ସାରା ସମ୍ପୃକ୍ତ ରହିବେ। ଆହୁରିମଧ୍ୟ ଆଜିର ଅଧିକାଂଶ ସମୟ ଆପଣଙ୍କୁ ସମ୍ପର୍କ ଓ ସମ୍ପର୍କୀୟମାନେ ବ୍ୟସ୍ତ ରଖିବେ। ଆପଣଙ୍କୁ ଏହା ଭଲ ନ ଲାଗିପାରେ କିନ୍ତୁ ଆପଣଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ନଥିବ।

କୁମ୍ଭ: ଆପଣଙ୍କ ଅନ୍ତଃ ଧ୍ଵନିକୁ ଶୁଣନ୍ତି ଓ ଆପଣଙ୍କ ମନ ଯାହା କହୁଛି ତାହା କରନ୍ତୁ। ଯାହା ଦ୍ଵାରା ଆପଣଙ୍କ ପଥରେ ଆପଣଙ୍କୁ ଅନ୍ୟ କେହି ବାଟ ଦେଖାଇବାର ଆବଶ୍ୟକତା ରହିବ ନାହିଁ। କାର୍ଯ୍ୟସ୍ଥଳରେ ଆପଣଙ୍କ ସବୁ ଭଲରେ ଯିବ କାରଣ ଉପରିସ୍ଥ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟ ଓ ନିଷ୍ପତ୍ତିର ସମର୍ଥନ କରିବେ।

ମୀନ: ଗ୍ରହ ଆପଣଙ୍କ ସପକ୍ଷରେ ଅଛନ୍ତି ଏବଂ ସମସ୍ତ ପ୍ରକାର କଳାରେ ଆପଣ ଉଚ୍ଚ ସ୍ତରର କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିବେ । ବ୍ୟବସାୟରେ ନୂଆ ପାଟର୍ଣ୍ଣର୍‌ସିପ୍‌ ପାଇଁ ଏହା ହେଉଛି ଉତ୍କୃଷ୍ଟ ସମୟ । ବାହାରକୁ ନେଇ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ସମ୍ପର୍କ ସଫଳତାର ସହିତ ମଜଭୁତ କରିପାରିବେ । ସଫଳତା ପାଇଁ ଆପଣ ଖ୍ୟାତି ଅର୍ଜନ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.