ETV Bharat / bharat

Horoscope Today: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

author img

By

Published : Jan 23, 2023, 12:31 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope Today
Horoscope Today

ମେଷ: ଆଜିର ଦିନଟି ଆପଣଙ୍କୁ ଖୁସି ଏବଂ ସନ୍ତୁଷ୍ଟ ରଖିବ । ଏକ ଆନନ୍ଦ ପୂର୍ଣ୍ଣ ମନୋଦଶା ସହିତ ଆପଣ ଘରର ପରିବେଶକୁ ପ୍ରଫୁଲ୍ଲିତ ରଖିବାକୁ ଉଦ୍ୟମ କରିବେ । ଆପଣ ଆପଣଙ୍କ ଘରର ସୌନ୍ଦର୍ଯ୍ୟ ଏବଂ ଭିତରର ସାଜସଜ୍ଜା କୁ ବୃଦ୍ଧି କରି ଏକ ନୂତନ ରୂପ ଦେବାକୁ ଇଛା କରୁଛନ୍ତି । ଅନ୍ୟ ଗୋଟିଏ ନୂଆ କଥା ଆପଣଙ୍କ ସହିତ ହୋଇପାରେ। ଆପଣଙ୍କ ଅପେକ୍ଷାର ଅନ୍ତ ହୋଇଛି, ଏହା ବର୍ତ୍ତମାନ ଯେ କୌଣସି ମୁହୁର୍ତ୍ତରେ ଆପଣଙ୍କ ଦ୍ଵାର ସମ୍ମୁଖକୁ ଆସିପାରେ | କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ସବୁ ଜିନିଷ ଆଶାନୁରୂପ ଆଗକୁ ବଢିବାର ସମ୍ଭାବନା ରହିଛି । ଭ୍ରମଣ ଆପଣଙ୍କ କାର୍ଡରେ ଅଛି, ସେଥିପାଇଁ ଆପଣ ପଡୋଶୀ ସହରରେ ଏକ ସାମାଜିକ ଅନୁଷ୍ଠାନରେ ଯୋଗ ଦେବାର ଯୋଜନା କରିଛନ୍ତି ।

ବୃଷ: ଆପଣ ଆଜି ଆପଣଙ୍କ ବ୍ୟବସାୟକୁ ବିସ୍ତାରିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ । ଆପଣଙ୍କ ଅଭିନବ କୌଶଳ ଏବଂ ଉନ୍ନତ ଶିଳ୍ପ କଳା ଆପଣଙ୍କ ବ୍ୟବସାୟକୁ ଉଚ୍ଚିତ ଦିଗରେ ଆଗେଇ ନେବାକୁ ପ୍ରୋତ୍ସାହନ ଦେବାର ସମ୍ଭାବନା ଅଛି। ତଥାପି ଏହା ଟ୍ରାକ୍ କୁ ଆସିବା ପୂର୍ବରୁ ହୁଏତ କିଛି ସମୟ ନେଇପାରେ । ଆପଣ ହୁଏତ ବ୍ୟବସାୟ ପାଇଁ ଭ୍ରମଣ ମଧ୍ୟ କରି ପାରନ୍ତି । ଆପଣଙ୍କ ଉଚ୍ଚ ପଦସ୍ଥ କର୍ମଚାରୀ ଆପଣଙ୍କ କାର୍ଯ୍ୟରେ ଖୁସି ଥିବାରୁ ଆପଣ ଏକ ପଦୋନ୍ନତି ଆଶା କରି ପାରନ୍ତି । ଆପଣଙ୍କ ପିତା ଏବଂ ଗୁରୁଜନ ମାନଙ୍କ ପକ୍ଷରୁ ଲାଭାନ୍ୱିତ ହେବାର ସମ୍ଭାବନା ଅଛି ।

ମିଥୁନ: ଆପଣଙ୍କ ପାଇଁ ଏହି ଦିନଟି ଘଟଣା ପୂର୍ଣ୍ଣ ରହିବ । ନକାରାତ୍ମକ ବିଚାର ଠାରୁ ଦୁରେଇ ରହନ୍ତୁ ନଚେତ ଏହା ଆପଣଙ୍କୁ ନିରାଶ ଓ ଉଦାସ କରି ଛାଡିବ । ଅବୈଧ କାର୍ଯ୍ୟ ଆପଣଙ୍କୁ ବିପଦରେ ପକାଇ ପାରେ । ଆପଣ ଖାଉଥିବା ଖାଦ୍ୟ ଉପରେ ସତର୍କ ଦୃଷ୍ଟି ରଖନ୍ତୁ, ନଚେତ ଅସ୍ଵାସ୍ଥ୍ୟକର ଖାଦ୍ୟ ଆପଣଙ୍କୁ ଅସୁବିଧା କରିପାରେ । ତଥାପି, ସନ୍ଧ୍ୟା ସମୟରେ ଜିନିଷ ଗୁଡିକ ଭଲ ଆଡକୁ ପରିବର୍ତ୍ତନ ହୋଇପାରେ । ଯଦ୍ୟପି ଆପଣଙ୍କ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଝଗଡା ଏକ ଭଲ ବିଚାର ନୁହେଁ, ଆପଣ ଆରମ୍ଭ କରିଥିବା ଯୋଜନା ଏବଂ ସେହି ଭଳି ଯୋଜନା ପାଇଁ ଆପଣଙ୍କ ବ୍ୟବସାୟକୁ ପ୍ରୋତ୍ସାହନ ମିଳିବାର ସମ୍ଭାବନା ଅଛି ।

କର୍କଟ: ଆପଣ କାହା ସହିତ ଅତି ଭାବୁକ ହୋଇ ମିଶି ପାରନ୍ତି ଏବଂ ମନରେ ଏହାର ଦୃଢ ବନ୍ଧନ ହୋଇପାରେ । ଏହା ବନ୍ଧୁ ମାନଙ୍କ ସହ ମିଶି ଆନନ୍ଦିତ ହେବା, ଖୁସି ମନେଇବାର ସମୟ; ସିନେମା ଦେଖିବା, ଖେଳିବା ପରି ମନୋରଞ୍ଜକ କାର୍ଯ୍ୟ ଖୋଜନ୍ତୁ ଯାହା ଆପଣଙ୍କ ଅବକାଶ ର ମଜ୍ଜା କୁ ଦ୍ଵିଗୁଣିତ କରିବ । ତଥାପି, ସନ୍ଧ୍ୟା ସମୟରେ ଏହା ଆପଣଙ୍କୁ ଉତ୍ତେଜିତ କରିପାରେ, ତେଣୁ ଆପଣଙ୍କ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଏକ ଭଲ ଦିନ ନୁହେଁ । ଆପଣ ଦୁର୍ଘଟଣା ଗ୍ରସ୍ତ ହୋଇପାରନ୍ତି, ସତର୍କତାର ସହ ଗାଡି ଚଲାନ୍ତୁ ।

ସିଂହ: ଆର୍ଥିକ ସାଧନ ବ୍ୟବସ୍ଥା କରିବା ପାଇଁ ଏବଂ ବ୍ୟବସାୟ କୁ ବୃଦ୍ଧି କରିବା ପାଇଁ ଏହା ଏକ ଉପଯୁକ୍ତ ଦିନ ଅଟେ । ବ୍ୟବସାୟୀ ମାନଙ୍କ ପାଇଁ, ଆପଣଙ୍କ ଦଳ, ବିଶେଷ କରି ଆପଣଙ୍କ କନିଷ୍ଠ ଏବଂ ଅଧିନସ୍ଥ କର୍ମଚାରୀ ମାନେ ଲାଭାନ୍ୱିତ ହେବାର ସମ୍ଭାବନା ଅଛି । ସୁଧ ଏବଂ ନିବେଶ ରୁ ଆର୍ଥିକ ଲାଭ ପାଇବାର ମଜଭୁତ ସଂକେତ କାର୍ଡରୁ ମିଳୁଛି । ଏହା ଆପଣଙ୍କ ଆର୍ଥିକ ଅଭାବ ସମ୍ବନ୍ଧୀୟ ସମସ୍ତ ଅସୁବିଧା କୁ ବିଲୋପ କରିଦେବ । ଅନ୍ତରଙ୍ଗ ବନ୍ଧୁ ମାନଙ୍କ ସହିତ ଏକ ଛୋଟ ଭ୍ରମଣ ର ଆୟୋଜନ କରନ୍ତୁ; କିଣା କିଣି, ଖିଆ ପିଆ ଏବଂ ଆମୋଦ ପ୍ରମୋଦ କରନ୍ତୁ – ଉତ୍ସବ ପାଳନ କରନ୍ତୁ ।

କନ୍ୟା: ଆପଣଙ୍କ ଆଲମାରୀ କୁ ଏକ ନୂଆ ରୁପ ଦେବା ପାଇଁ ନୂଆ ଢଙ୍ଗର ସୁନ୍ଦର ସାଜିଲା କପଡା କିଣିବାକୁ ଯାଉଥିବାରୁ ବହୁତ ଉତ୍ସାହିତ ଜଣା ପଡୁଛନ୍ତି । କଳାତ୍ମକ ବସ୍ତୁ ଏବଂ କଳାକୃତି ଆଡକୁ ରୁଚି କରିବାକୁ ପ୍ରେରିତ କରୁଛନ୍ତି । ବ୍ୟବସାୟୀ ଏବଂ ପେଶାଦାର ଉଭୟଙ୍କ ପାଇଁ କାର୍ଯ୍ୟ କ୍ଷେତ୍ରରେ ଏକ ଫଳପ୍ରଦ ଦିନ ଅଟେ। ଆପଣ ଆପଣଙ୍କ ପ୍ରତିଦ୍ଵନ୍ଦୀ ମାନଙ୍କ ଠାରୁ ଉନ୍ନତ ପ୍ରମାଣିତ ହେବା କାରଣରୁ ଆଜି ଦିନର ବାକି ସମୟ ଆପଣଙ୍କୁ ଖୁସି କରିବ । ଆପଣଙ୍କ ପାଇଁ ଏହା ଏକ ଅତ୍ୟୁତମ ଦିନ ଅଟେ।

ତୁଳା: ଏହା ଆପଣଙ୍କ ପାଇଁ ଏକ ସାଧାରଣ ଦିନ ଅଟେ। ପରିପକ୍ଵ ହୁଅନ୍ତୁ ଏବଂ ପରିବାରରେ ଛୋଟ-ଛୋଟ ବିବାଦରୁ ଦୁରେଇ ରହିବାକୁ ଚେଷ୍ଟା କରନ୍ତୁ । ଆହୁରି ମଧ୍ୟ, ଆପଣଙ୍କ ମାତାଙ୍କର ମୁଣ୍ଡ ବୁଲାଇ ପାରେ ଏବଂ ସେ ଅସୁସ୍ଥ ହୋଇ ପାରନ୍ତି, ତାଙ୍କ ସ୍ଵାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ । ଭୂମି କିମ୍ବା ସଂପତ୍ତି ସମ୍ପର୍କିତ ଆଇନ୍ ଘଟଣା ବିଷୟରେ କଥା ବାର୍ତ୍ତା କଲାବେଳେ ସାବଧାନତାର ସହ କାର୍ଯ୍ୟ କରନ୍ତୁ । ସଂଗୀତ ଶୁଣିବା କିମ୍ବା ନିଜ ପାଇଁ ଏକ ଗୀତ ଗାଇବା ପରି କିଛି ରଚନାତ୍ମକ କାର୍ଯ୍ୟ ଦ୍ୱାରା ଆପଣ ନିଜକୁ ମୁକ୍ତ କରିବାର ସମ୍ଭାବନା ଅଛି । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ଏକ ଫଳପ୍ରଦ ଦିନ ଉପଭୋଗ କରିବେ ।

ବିଛା: ସମସ୍ତ ଉତ୍ତର ହିଁ ପ୍ରଶ୍ନର ସମାଧାନ, ଆଜି ହେବାର ସମ୍ଭାବନା ଅଛି । ହୁଏତ ଏହା ଆପଣଙ୍କ ବ୍ୟକ୍ତିଗତ ବିଷୟ କିମ୍ବା ଆପଣଙ୍କ ସମ୍ପତ୍ତି ସମ୍ବନ୍ଧୀୟ ହୋଇ ପାରେ, ଆପଣଙ୍କ ଦ୍ୱାରା ଆଜି ଏ ସବୁ ର ସମାଧାନ ହେବାର ସମ୍ଭାବନା ଅଛି । ଆପଣଙ୍କ ଭାଇ ଭଉଣୀଙ୍କ ସହିତ ଆପଣଙ୍କ ସମୀକରଣ ଆଜି ବହୁତ ଭଲ ରହିବ। ଦିନର ଦ୍ୱିତୀୟାର୍ଦ୍ଧ ରେ ଆପଣ ଚିଡି ଚିଡା ଏବଂ ଉତ୍ତେଜିତ ହୋଇପାରନ୍ତି । ପରିବାର ସହିତ ବିବାଦ ଏବଂ ଖର୍ଚ୍ଚ ଆପଣଙ୍କ କାର୍ଡରେ ଅଛି । ସମାଜରେ, ଆପଣଙ୍କ ଚରିତ୍ର ରେ କଳଙ୍କ ଲାଗିଲା ପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ ।

ଧନୁ: ଆପଣଙ୍କ ରାଗ ଏବଂ ଭାଷାକୁ ନିୟନ୍ତ୍ରଣରେ ରଖିବାର ଏକ ଚେଷ୍ଟା ଆପଣଙ୍କୁ ଅନେକ ବିବାଦ ରୁ ଦୁରେଇ ରଖିପାରେ । ଧାର୍ମିକ ଗତି ବିଧି ରେ ସଂପୃକ୍ତ ହୋଇ ଏବଂ ଧ୍ୟାନ କରି ନିଜକୁ ଶାନ୍ତ କରିବାକୁ ପଡିବ । ତଥାପି, ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ଧ୍ୟାନ ଏବଂ ଏକାଗ୍ରତା ରଖିବା ପାଇଁ ଅଧିକ ଚେଷ୍ଟା କରିବାକୁ ପଡିବ । ସନ୍ଧ୍ୟା ସୁଧା ଆପଣ ଆପଣଙ୍କ ଚିନ୍ତା ପାଇଁ ବିଭିନ୍ନ ରାସ୍ତା ପାଇଯିବେ, ଯାହା ହୁଏତ ଆପଣଙ୍କର ମନକୁ ଶାନ୍ତି ଦବ । ଆପଣଙ୍କ ପ୍ରତିଦ୍ଵନ୍ଦୀ ଏବଂ ଆଲୋଚକ ବହୁତ ପଛରେ ଅଛନ୍ତି, ତେଣୁ ସେମାନଙ୍କ ବିଷୟରେ ଚିନ୍ତା କରିବା ବନ୍ଦ କରନ୍ତୁ । ଏକ ଶାନ୍ତି ପୂର୍ଣ୍ଣ ସନ୍ଧ୍ୟା ବିତାନ୍ତୁ ।

ମକର: ପ୍ରତୀକ୍ଷାରେ ଥିବା ପରି-ଯୋଜନା ଗୁଡିକର ପ୍ରାରମ୍ଭ କରିବାର ଏକ ଉପଯୁକ୍ତ ଦିନ ଅଟେ । ଏହା ଦ୍ୱାରା ଆପଣ କାର୍ଯ୍ୟ କ୍ଷେତ୍ରରେ ଏକ ଭଲ ଛବି ପ୍ରସ୍ତୁତ କରିପାରିବେ । ତଥାପି କିନ୍ତୁ ଘରେ ଜିନିଷ ଗୁଡିକ ଅଳ୍ପ ଚିନ୍ତା ଜନକ ଏବଂ ଚାପ ଯୁକ୍ତ ହେବ । ଧ୍ୟାନ କରନ୍ତୁ, ହୁଏତ ଏହା ଆପଣଙ୍କ ଅଶାନ୍ତ ମନକୁ କିଛିଟା ବିରାମ ଦେଇ ପାରିବ । ବିଳମ୍ବରେ କେତେକ ନକାରାତ୍ମକ ବିଚାର ଆପଣଙ୍କ ମନକୁ କିଛି ସମୟ ପାଇଁ ଅପହରଣ କରି ନେଇଯାଇ ପାରେ । ଏହା ଆପଣଙ୍କ ନିର୍ଣ୍ଣାୟକ ଶକ୍ତିକୁ ପ୍ରଭାବିତ କରିପାରେ | ଆପଣଙ୍କୁ ହୁଏତ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଅର୍ଥ ବହନ କରିବାକୁ ପଡି ପାରେ । ଯଦି ଆପେଆପେ ସୁଯୋଗ ମିଳେ, ତେବେ ଆପଣଙ୍କ କଷ୍ଟ ଉପାର୍ଜିତ ଅର୍ଥକୁ ସେୟାର ବଜାର କିମ୍ବା ସଂପତ୍ତିରେ ରେ ନିବେଶ କରନ୍ତୁ ।

କୁମ୍ଭ: ଆଜି ଆପଣ ଧାର୍ମିକ ଅବତାର ର ମୁଖିଆ ହେବେ । ଫଳ ସ୍ଵରୁପ, ଆପଣ ନିଜକୁ ଧାର୍ମିକ ଗତି ବିଧିରେ ବ୍ୟସ୍ତ ରଖିବେ । ଆହୁରି ମଧ୍ୟ ଆପଣ ଏକ ବଡ ପରିମାଣ ର ଅର୍ଥ ଧାର୍ମିକ ଭ୍ରମଣ ରେ ଖର୍ଚ୍ଚ କରି ପାରନ୍ତି । ଶେଷରେ ଆଜି ସମସ୍ତ କାନୁନି ଘଟଣା ର ସମାଧାନ ହେବାର ସମ୍ଭାବନା ଅଛି । ଦିନର ପରବର୍ତ୍ତୀ ଭାଗ ଆପଣ ଯାହା ବି କାର୍ଯ୍ୟ କରିବେ ତାହା ଆପଣଙ୍କୁ ସଫଳତା ଆଣିଦେବ । ଆଜି ଆପଣଙ୍କ ଦେହ ବହୁତ ଭଲ ରହିବାର ଜଣା ଯାଉଛି; ଏହାର ସଦୁପଯୋଗ କରି ପରିବାର ସହ ସମୟ ବିତାନ୍ତୁ ।

ମୀନ: ସେୟାର ବଜାର ରେ ଆପଣଙ୍କ ଦ୍ୱାରା କରାଯାଇଥିବା ନିବେଶ ଆପଣଙ୍କୁ ଆର୍ଥିକ ଲାଭ ଦେବାର ସମ୍ଭାବନା ଅଛି । କାର୍ଯ୍ୟ ର ବୃଦ୍ଧି ଏବଂ ଲାଭ ଆପଣଙ୍କ ପାଇଁ ଭଣ୍ଡାରରେ ଅଛି । ଘର ଆଡୁ ମଧ୍ୟ ଶାନ୍ତ ଏବଂ ଉତ୍ସାହିତ ଅଛି । ଅନ୍ତରଙ୍ଗ ବନ୍ଧୁ ମାନଙ୍କ ସହ ଦର୍ଶନୀୟ ସ୍ଥାନକୁ ଏକ ଭ୍ରମଣର ଆୟୋଜନ କରନ୍ତୁ । ସନ୍ଧ୍ୟା ହୁଏତ ଆପଣଙ୍କ ପାଇଁ ଏକ ଚିନ୍ତାର ପୁଟୁଳି ଆଣିଦେବ, ଯାହା ମଧ୍ୟରେ ଖର୍ଚ୍ଚ ମଧ୍ୟ ଥିବ । ଖର୍ଚ୍ଚର ଏକ କାରଣ ଧାର୍ମିକ ଗତି ବିଧି, ସଂସ୍କାର ଏବଂ ଅନୁଷ୍ଠାନ ପାଇଁ ଥିବ । ଏକ କଥନ ମନେପକାନ୍ତୁ ଏକ ପୈସା ବଂଚେଇବା ର ଅର୍ଥ ଏକ ପୈସା ଉପାର୍ଜନ କରିବା ଅଟେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.