ETV Bharat / bharat

ଡିସେମ୍ବର 21 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By ETV Bharat Odisha Team

Published : Dec 21, 2023, 12:00 AM IST

21st December Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ।

21st December Horoscope
21st December Horoscope

ମେଷ: ଥଣ୍ଡା, କାଶ ଏବଂ ସାମାନ୍ୟ ଅସୁସ୍ଥତା ଆପଣଙ୍କୁ ବ୍ୟସ୍ତ କରିପାରେ। ଆପଣଙ୍କର ଚିନ୍ତାଧାରା ଏବଂ ପଦକ୍ଷେପକୁ ପ୍ରଭାବିତ କରିପାରିବ ନାହିଁ । ଆଜି ଅଧିକ କାର୍ଯ୍ୟ ନକରି ବିଶ୍ରାମ ନିଅନ୍ତୁ। ଆପଣ କୌଣସି କଥାକୁ ନେଇ ସାମାନ୍ୟ ବିଚଳିତ ହୋଇପାରନ୍ତି। ତେଣୁ ମ୍ୟୁଜିକ୍‌ ଶୁଣି ନିଜକୁ ନିୟନ୍ତ୍ରଣ କରନ୍ତୁ ।

ବୃଷ: ଆଜି ଆପଣ ନିଜକୁ ଭାଗ୍ୟଶାଳୀ ମନେ କରିବେ। କ୍ଷମତା, ଆତ୍ମ ସମ୍ମାନ ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ହେବାର ଅଛି । ଆପଣ କାର୍ଯ୍ୟରେ ପଦୋନ୍ନତି ହୋଇପାରେ କିମ୍ୱା ବ୍ୟବସାୟରେ ବଡ ପ୍ରକଳ୍ପ ପାଇପାରନ୍ତି । ବାଣିଜ୍ୟରେ କରିଥିବା କୌଣସି କାରବାର ଆପଣଙ୍କ ପାଇଁ ଲାଭଦାୟକ ହେବ ।

ମିଥୁନ: ସମସ୍ତ ବାଦବିବାଦ ଏବଂ ସଂଘର୍ଷ ପରେ ମଧ୍ୟ ଦିନ ଆପଣଙ୍କ ସପକ୍ଷରେ ରହିବ ଏବଂ ଆଜି ଦିନ ସମସ୍ତ ପ୍ରକାର ଆଶୀର୍ବାଦ ଦେବାକୁ ପ୍ରତିଶୃତିବଦ୍ଧ। ବନ୍ଧୁମାନଙ୍କ ଠାରୁ ଉପହାର ଏବଂ ସହକର୍ମୀ ମାନଙ୍କଠାରୁ ସହଯୋଗ ଆଶା କରିପାରିବେ ।

କର୍କଟ: ଆଜି ସଫଳତାର ସହ ସମସ୍ତ କାର୍ଯ୍ୟ ସମାପନ ହେବ। ଆପଣ ଆପଣଙ୍କ ସିନିଅର୍‌ମାନଙ୍କ ସହ କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେଇପାରନ୍ତି ଏବଂ ସେମାନେ ଆପଣ ପରଫରମାନସ୍‌ରେ ଅତ୍ୟନ୍ତ ଖୁସି ହୋଇପାରନ୍ତି । ଆପଣଙ୍କର ପଦୋନ୍ନତି ହୋଇପାରେ। ଆପଣଙ୍କ ପରିବାର ବର୍ଗଙ୍କ ସହ ଯୋଗାଯୋଗ କରି ଖୁସି ହେବେ ଏବଂ ଆପଣ ଏକ ନୂଆ ଜିନିଷ କରିବେ ଯାହାକି ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବ।

ସିଂହ: ଆଜି ନିଜର ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ। ଚିକିତ୍ସା ପାଇଁ କିଛି ଅର୍ଥ ଖର୍ଚ୍ଚ କରିପାରନ୍ତି। ଆଜି ବାହାରକୁ ଯାଇ ରାତ୍ରିଭୋଜନ କରନ୍ତୁ ନାହିଁ। ଅର୍ଥହାନୀ ଚିନ୍ତା ଆଜି ଦିନସାରା ଆପଣଙ୍କୁ ବିବ୍ରତ କରିବ। ସେପରି ଚିନ୍ତା ପରିହାର କରନ୍ତୁ। ଧ୍ୟାନ ଓ ଠାକୁରଙ୍କର ପ୍ରାର୍ଥନାରେ ନିଜକୁ ନିୟୋଜିତ କଲେ ମାନସିକ ଶାନ୍ତି ପାଇବେ।

କନ୍ୟା: ଆଜି ଆପଣ ନିଜେ କୌଣସି ନୂଆ ଦୁଃସାହାସିକ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ। ବାହାର ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ। ଆପଣ ନିଜର କ୍ରୋଧକୁ ବାରଣ କରିବା ସଙ୍ଗେ ସଙ୍ଗେ ତିକ୍ତ ବାର୍ତ୍ତାଳାପକୁ ମଧ୍ୟ ସଞ୍ଜତ କରନ୍ତୁ ନଚେତ୍‍ ଆପଣ କିଛି ଅପ୍ରୀତିକର ଘଟଣାର ସମ୍ମୁଖୀନ ହୋଇପାରନ୍ତି। ପରିବାରର ସଦସ୍ୟଙ୍କ ସହ ତର୍କ ବିତର୍କ ଯୋଗୁଁ ଆପଣଙ୍କ ମନ ଅଶାନ୍ତ ରହିବ।

ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ଆତ୍ମସନ୍ତୋଷ ଲାଭକରିବେ। ଆଜି ଆପଣ ନିଜର ପସନ୍ଦ ମୁତାବକ ସୌଖିନ ପଦାର୍ଥ, ନୂଆ ଲୁଗାପଟା ଓ ଗହଣା ଗାଣ୍ଠି କିଣି ଘର ଆଲମିରା ଭର୍ତ୍ତି କରିପାରନ୍ତି। ଆପଣଙ୍କ ଶରୀର ସୁସ୍ଥ ରହିବ। ମାନସିକ ଶାନ୍ତି ମଧ୍ୟ ଅତୁଟ ରହିବ। ସାମାଜିକ ଜୀବନରେ ନିଜର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ।

ବିଛା: ଆପଣ ବ୍ୟବସାୟ-ସମ୍ପର୍କିତ ଭ୍ରମଣ ଏଡାନ୍ତୁ କିମ୍ୱା ଅତିକମ୍‌ରେ ରାତ୍ରି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଅନ୍ତୁ । ଛାତ୍ରମାନଙ୍କ ପାଇଁ ଏବଂ ଶିକ୍ଷା କ୍ଷେତ୍ରରେ ଆଜି ଦିନଟି ଶୁଭ ରହିବ । ତେଣୁ ଶିକ୍ଷକ, ଲେଖକ ଏବଂ ପ୍ରଶିକ୍ଷିଣକାରୀ ସମସ୍ତେ ଲାଭବାନ ହେବେ ।

ଧନୁ: ଆଜି ଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଆପଣ ଯେତେବି କଠିନ ପରିଶ୍ରମ କରନ୍ତୁ, ଆପଣଙ୍କ କୌଣସିଥିରେ ଆଗ୍ରହ ରହିବ ନାହିଁ। ଆପଣଙ୍କ ଆଖି ଏବଂ କାନ ଖୋଲା ରଖିବା ପାଇଁ ଯେତେ ସମ୍ଭବ ଚେଷ୍ଟା କରନ୍ତୁ। ସର୍ବ ସାଧାରଣରେ ଆପଣଙ୍କ ଯୁକ୍ତିତର୍କ ହେବ ଏବଂ ଆପଣ ନିଜର ମାନସିକ ଶାନ୍ତି ହରାଇ ପାରନ୍ତି ଏବଂ ତା ସହିତ ସାମାଜିକ ଆତ୍ମସମ୍ମାନ ପ୍ରତି ମଧ୍ୟ ଆଘାତ ହୋଇପାରେ ।

ମକର: ଆସି ସମସ୍ତ କାର୍ଯ୍ୟ ବିଳମ୍ବ ହେବ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଦୁଇଥର ଭାବନ୍ତୁ। ଆଜି ଆପଣଙ୍କ ଚିନ୍ତାଧାରାକୁ କାର୍ଯ୍ୟରେ ପରିଣତ କରନ୍ତୁ।

କୁମ୍ଭ: ଅଯଥା ଯୁକ୍ତିତର୍କରୁ ମଧ୍ୟ ନିଜକୁ ଦୁରେଇ ରଖନ୍ତୁ। ଅଯଥା କଳହ କରନ୍ତୁ ନାହିଁ। ପରିବାର ଭିତରେ ଏକ ବାକ୍‌ଯୁଦ୍ଧ ଆପଣଙ୍କ ମନର ଶାନ୍ତି ଏବଂ ନିରବତାକୁ ନଷ୍ଟ କରିଦେଇପାରେ। ସତର୍କ ରୁହନ୍ତୁ

ମୀନ: ସ୍ୱାସ୍ଥ୍ୟ, ମାନସିକ ଶାନ୍ତି ଏବଂ ସ୍ପଷ୍ଟତା ଦୃଷ୍ଟିକୋଣରୁ ଆଜି ଆପଣଙ୍କ ପାଇଁ ଏକ ଅନ୍ତ୍ୟନ୍ତ ଶୁଭ ଦିନ । ଆପଣଙ୍କ ଉପରେ ସ୍ୱାସ୍ଥ୍ୟକର ପ୍ରଭାବ ରହିବ ଏବଂ ଏହା ଯୋଗୁଁ ଏକ ନୂଆ ପ୍ରକାରର ଶାରିରୀକ ଫିଟ୍‌ନେସ୍‌ ଆପଣ ବଜାୟ ରଖିପାରିବେ । କାର୍ଯ୍ୟ, ଘର ଏବଂ ଅବକାଶ କ୍ଷେତ୍ରରେ ଆପଣ କରିଥିବା ସମସ୍ତ ପ୍ରଚେଷ୍ଟା ସଫଳ ହେବେ ଏବଂ ଆପଣ ସବୁଠାରୁ ଉତ୍ତମ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.