ETV Bharat / bharat

ଜାନୁଆରୀ 19 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

19th January Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

author img

By ETV Bharat Odisha Team

Published : Jan 19, 2024, 12:01 AM IST

Horoscope
Horoscope

ମେଷ: ଆଜି ଆପଣଙ୍କର ଅନୁକୂଳ ମନୋଭାବ ରହିବ । ଆପଣ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ରହିବେ । ଆଜି ଦିନରେ ଆପଣ ଯାହା କରିବେ ତାହା ସଫଳ ହେବ । ଆପଣଙ୍କ ପରିବାରର ପରିବେଶ ଶାନ୍ତିପୂର୍ଣ୍ଣ ରହିବ । ଆପଣଙ୍କ ବାପାମାଙ୍କ ଠାରୁ ଭଲ ଖବର ଆଶା କରିବେ । ଆର୍ଥିକ ଲାଭ ହେବ ।

ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନାହିଁ । ସମସ୍ତ ଛୋଟ ଚିନ୍ତା ଆପଣଙ୍କୁ ବ୍ୟଥିତ କରିବ । ଶାରୀରିକ ଅସୁସ୍ଥତା ସମ୍ଭନ୍ଧୀୟ ସମସ୍ୟା ଆପଣ ଅନୁଭବ କରିପାରନ୍ତି । ଆପଣ ଏବଂ ଆପଣଙ୍କ ପ୍ରିୟଜନ ମାନଙ୍କ ସହ ମତଭେଦ ସୃଷ୍ଟି ହେବ । ଯାହାକି ଆପଣଙ୍କର ପରିବାରର ପରିବେଶ ଅସନ୍ତୁଳନ ରଖିପାରେ । ଆଜି ଆପଣଙ୍କର କାମ ସଂପୂର୍ଣ୍ଣ କରିପାରିବେ ନାହିଁ ।

ମିଥୁନ: ଆଜି ଦିନ ଆପଣଙ୍କ ପାଇଁ ଆଶୀର୍ବାଦ ଭରା ରହିବ । ଆପଣଙ୍କ ପ୍ରେମ ଏବଂ ପରିଶ୍ରମର ଲାଭ ଉଠାନ୍ତୁ । ଆପଣଙ୍କର ସମସ୍ତ୍ୟ ଭଲ ଭାଗ୍ୟ ଆପଣଙ୍କୁ ଖୁସି ଦେବ । ଚିନ୍ତା କରନ୍ତୁ ନାହିଁ, ଆପଣ ଏସବୁ ଆୟ କରିଛନ୍ତି । ସମସ୍ତ କ୍ଷେତ୍ରରୁ ଲାଭ ପ୍ରବାହିତ ହେବ । ଯେତେବେ‍ଳେ ଆପଣଙ୍କର ପାଟର୍ନର କିମ୍ବା ବରିଷ୍ଠ ଅଧିକାରୀ ପ୍ରଶଂସା ଢାଳନ୍ତି , ଆପଣ ନମ୍ରତାର ସହିତ ଗ୍ରହଣ କରନ୍ତୁ ।

କର୍କଟ: ଆପଣଙ୍କ ପାଇଁ ଆଜି ହେଉଛି ଏକ ସହଜ ଏବଂ ଖୁସୀର ଦିନ । ସବୁ ଜିନିଷ ଶାନ୍ତ ରହିବ, କାର୍ଯ୍ୟ ପାଇଁ ଏତେ ସଂଘର୍ଷ କରିବାକୁ ପଡିବ ନାହିଁ ଏବଂ ଲାଭ ସହଜରେ ପ୍ରବାହିତ ହେବ । ଆପଣଙ୍କ କଠିନ ପରିଶ୍ରମ ଫଳପ୍ରଦ ହେବ । ଆପଣ ଶାନ୍ତ ଏବଂ ମାନସିକ ଭାବରେ ଉତ୍ସାହିତ ଅନୁଭବ କରିବେ । ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ ଏବଂ ଆପଣଙ୍କ ପଦୋନ୍ନତି ହୋଇପାରେ ।

ସିଂହ: ଆଜି ଆପଣଙ୍କ ପାଇଁ ମଧ୍ୟମ ଭାବରେ ହସଖୁସୀର ଦିନ ହେବ । ଆପଣ କାର୍ଯ୍ୟ କ୍ଷେତ୍ରରେ ଉତ୍ତମ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିବେ ଏବଂ ନ୍ୟସ୍ତ ହୋଇଥିବା ସମସ୍ତ କାର୍ଯ୍ୟ ସମାପ୍ତ କରିବେ । ଆଜି ନିର୍ଦ୍ଦିଷ୍ଟ ହୋଇଥିବା ମିଟିଙ୍ଗ୍‌ରୁ ଆପଣ ଲାଭ ପ୍ରାପ୍ତ ହୋଇପାରନ୍ତି । ଆପଣ ଯୁକ୍ତିଯୁକ୍ତ ଭାବରେ ବ୍ୟବହାର କରନ୍ତି ଏବଂ କୌଣସି ସମସ୍ୟାକୁ ଧୈର୍ଯ୍ୟ ଏବଂ ଦୁରଦୃଷ୍ଟିର ସହିତ ସମାଧାନ କରନ୍ତି ।

କନ୍ୟା: ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ହେଉଛି ଏକ ମହତ୍ୱପୂର୍ଣ୍ଣ ଦିନ । ଆପଣଙ୍କୁ ପ୍ରୋତ୍ସାହିତ କରାଯାଉଛି ଯେ ଆପଣ ବହୁ ପୂର୍ବରୁ ପ୍ରସ୍ତୁତ କରିଥିବା ଯୋଜନା କାର୍ଯ୍ୟକାରୀ କରିବେ । ଅବଶ୍ୟ, ଆପଣଙ୍କ ପାଇଁ ସାହାଯ୍ୟକାରୀ ହେବ । ଅର୍ଥ ଲଗାଣ ଯୁକ୍ତ କାର୍ଯ୍ୟ କରନ୍ତୁ ନାହିଁ ।

ତୁଳା: ଆଜି ଦିନସାରା ପାଇଁ ଆପଣଙ୍କୁ ହସଖୁସୀ, ଆମୋଦପ୍ରମୋଦର ଆଶୀର୍ବାଦ ମିଳିଛି । ବହୁ ସାଂସ୍କୃତିକ କ୍ଷେତ୍ରରେ ମିଳାମିଶାରେ ଆଜି ବହୁତ ସମୟ ଅତିବାହିତ ହେବ ଏବଂ ଆପଣ ଅଭିଯୋଗ କରିବା ଆବଶ୍ୟକ ନାହିଁ । ନିଜର ପୁରୁଣା ବନ୍ଧୁ ମାନଙ୍କ ସହିତ ମିଳନ ହେବ । ହସଖୁସିରେ ଦିନ କାଟିବେ ।

ବିଛା: ନୂଆ କାମ ହାତକୁ ନେଵେ । ସେ କାମଗୁଡ଼ିକ ନିଜକୁ ଆଶାନୁରୂପ ହୋଇନପାରେ । ଆଶା ହରାନ୍ତୁ ନାହିଁ କି ନିରୁତ୍ସାହିତ ହୁଅନ୍ତୁ ନାହିଁ । ସ୍ପିରିଟ ଉଚ୍ଚା ରଖନ୍ତୁ । ସ୍କୁଲରେ ମିଳିଥିଵା ପ୍ରଥମ ଶିକ୍ଷାକୁ ବିନିଯୋଗ କରନ୍ତୁ । ସଫଳ ହେଵା ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖନ୍ତୁ ।

ଧନୁ: ଆଜି କାହାର ଅନିଷ୍ଟ କରନ୍ତୁ ନାହିଁ । ପ୍ରାଥମିକ ସନ୍ଧ୍ୟା ପରେ ପରେ, ନକ୍ଷତ୍ରଗଣ ନିଶ୍ଚିତ ଭାବରେ ଆପଣଙ୍କ ସପକ୍ଷ ଆଡକୁ ଗତି କରିବେ । କୌଣସି ଭ୍ରମଣ ଯୋଜନା କରିଥିଲେ ତାହାକୁ ଘୁଞ୍ଚାନ୍ତୁ । ପିଲାଛୁଆଙ୍କ ସ୍ୱାସ୍ଥ୍ୟ ଆପଣଙ୍କର ବ୍ୟସ୍ତତାର କାରଣ ହୋଇପାରେ ।

ମକର: ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ଅନୁଭବ ନ କରିପାରନ୍ତି । ଏକ ଅସନ୍ତୁଳନ ପରିବାର ପରିବେଶ ଆପଣଙ୍କୁ ଭାବନାଗ୍ରସ୍ତ କରି ପକାଇପାରେ । ଆପଣ ଶକ୍ତି ଏବଂ ଇଚ୍ଛାର ଅଭାବ ଅନୁଭବ କରିପାରନ୍ତି । ଆପଣଙ୍କ ପ୍ରିୟଜନମାନକ ସହ ଯୁକ୍ତିତର୍କ ହେବାର ସମ୍ଭାବନା ରହିପାରେ । ଯାହାକି ପ୍ରତିକୂଳୀୟ ପରିବେଶ ସୃଷ୍ଟି କରିପାରେ ।

କୁମ୍ଭ: ଆପଣ ମାନସିକ ଭାବରେ ଆରାମ ଅନୁଭବ କରିବେ । ଥରେ ଆପଣ ବ୍ୟସ୍ତତା ଭିତରୁ ବାହାର ହୋଇଗଲା ପରେ, ପ୍ରତ୍ୟେକ କାମରେ ଆଗ୍ରହ ଆପଣଙ୍କର ବଢିଯିବ। ଆପଣ ଆଜି ଭାଇଭଉଣୀମାନଙ୍କ ସହ ଯାତ୍ରାରେ ଯାଇପାରନ୍ତି । ଫଳରେ ଆପଣ ହସଖୁସିରେ ସେମାନଙ୍କ ସହ ସମୟ ବିତଇବେ । ବନ୍ଧୁ ଏବଂ ପ୍ରିୟଜନମାନଙ୍କ ସହ ଏକାଠି ହେବାର ସମ୍ଭାବନା ଅଧିକ ।

ମୀନ: ଆଜି ଅଧିକ ଖର୍ଚ୍ଚରୁ ଆପଣ ବଞ୍ଚିତ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଯେପରି କାହାକୁ କିଛି କଷ୍ଟ ନହୁଏ, ସେଥିପାଇଁ ଆପଣଙ୍କ ରାଗ ଏବଂ କଥା ଉପରେ ନିୟନ୍ତ୍ରଣ ରଖିବେ । ଟଙ୍କା ପଇସା ସମ୍ବନ୍ଧୀୟ କଥାବାର୍ତ୍ତା ହେବାବେଳେ ସାବଧାନତା ଅବଲମ୍ବନ କରନ୍ତୁ । ସାରାଦିନ ଆପଣଙ୍କର ମାନସିକ ଏବଂ ଶାରୀରିକ ସୁସ୍ଥତା ମଧ୍ୟମ ଧରଣର ରହିବ । ଆପଣଙ୍କୁ ନୀଚ କରିଦେବା ଭଳି ପ୍ରତିକୂଳ ଭାବନା ଆଣନ୍ତୁ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.