ETV Bharat / bharat

ଡିସେମ୍ବର 19 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By ETV Bharat Odisha Team

Published : Dec 19, 2023, 12:00 AM IST

19th December Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ।

Horoscope
Horoscope

ମେଷ: ଆପଣ ବ୍ୟବସାୟରେ ଆପଣ ଲାଭ ପାଇପାରନ୍ତି ଏବଂ ତା ସହିତ ଆପଣ ସମାଜରେ ପରିଚୟ ପାଇବାର ଆନନ୍ଦ ମଧ୍ୟ ଦେଇପାରନ୍ତି । ପ୍ରେମ ସମ୍ପର୍କ ଉତ୍ତମ ରହିବ । ବାହାଘର ନେଇ ଶୁଭ ଖବର ମିଳିପାରେ । କିନ୍ତୁ ସନ୍ଧ୍ୟା ସମୟରେ ସତର୍କ ରୁହନ୍ତୁ ।

ବୃଷ: ପାଖ ପଡୋଶୀଙ୍କ ସହିତ ଝଗଡା ହୋଇପାରେ । କିନ୍ତୁ ଦାଦାଗିରି ନକରି ଶାନ୍ତ ରହିବା ପାଇଁ ପରାମର୍ଶ ଦିଆଯାଉଛି । ଆଜି ଶତ୍ରୁତା ବୃଦ୍ଧି ପାଇବ। କାମ ନଥିଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ ।

ମିଥୁନ: ଆଜି ଛୋଟିଆ ଯାତ୍ରାରେ ବାହାରକୁ ଯାଇ ପାରନ୍ତି । ଆପଣ ଏହି ମଜାଦାର ଓ ଆରାମ ଯାତ୍ରାର ଯୋଜନା ଓ କାର୍ଯ୍ୟକାରୀ ସଫଳତାର ସହିତ କରିବେ । ସଂଧ୍ୟା ସମୟରେ ଆପଣ କିଛି ବାକିଆ ଥିବା କାର୍ଯ୍ୟପ୍ରକଳ୍ପ ହାତକୁ ନେବେ ।

କର୍କଟ: ଆଜି ଖୁସୀ ଅନୁଭବ କରିବେ। ଆଜି କାମ ସବୁ ଶୀଘ୍ର ଶେଷ ହେବ । ଅପରାହ୍ନରେ ଆପଣ ଅଫିସରେ ଆର୍ଥିକ ଲାଭର ଖବର ପାଇବେ। ଶାରୀରିକ ପୀଡା ହୋଇପାରେ ।

ସିଂହ: ବ୍ୟବସାୟୀ ଓ ବେପାରୀମାନେ ସେମାନଙ୍କ ପ୍ରତିଯୋଗୀ ପାଇଁ ଚିନ୍ତିତ ରହିବା ଆବଶ୍ୟକ । ସେମାନେ ଆପଣଙ୍କ ପ୍ରଗତିରେ ଇର୍ଷାନ୍ଵିତ ହେବେ ଓ ଆପଣଙ୍କୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରିବେ ।

କନ୍ୟା: ଆଜି ଦିନ ଖୁସିରେ କଟିବ । ବକେୟା ରହିଥିବା କାର୍ଯ୍ୟ ଆଜି ସମ୍ପନ୍ନ ହେବ । ବିଦେଶ ପାଇଁ କୌଣସି ଖୁସି ଖବର ମିଳିପାରେ । ଆର୍ଥିକ ଅବସ୍ଥା ସ୍ବଚ୍ଛଳ ରହିବ ।

ତୁଳା: ଆପଣଙ୍କୁ ନିଜ ଜ୍ଞାନ ଓ ଦକ୍ଷତାକୁ ବଢାଇବା ଦରକାର । ଆପଣଙ୍କ ଶେଷ ଲକ୍ଷ୍ୟ ପାଇବା ପାଇଁ ଆପଣ ନିଜ ବ୍ୟକ୍ତିତ୍ଵ ବଢାଇବା ପାଇଁ ଚେଷ୍ଟା କରିବେ । ସମସ୍ୟା ଆସିଲେ ସୁଦ୍ଧା ଧୌର୍ଯ୍ୟହରା ହୁଅନ୍ତୁ ନାହିଁ ।

ବିଛା:ଆପଣଙ୍କ ଆଜି ଦିନ ଶକ୍ତିସମ୍ପନ୍ନ ଭାବେ ଯିବ । କାର୍ଯ୍ୟସ୍ଥଳରେ ଆପଣଙ୍କ ଉଜ୍ଜ୍ଵଳ ମନୋଭାବ ଆପଣଙ୍କ ଦଳର ଅନ୍ୟ ସଦସ୍ୟମାନଙ୍କୁ ଆଶ୍ଚାର୍ଯ୍ୟନ୍ଵିତ କରିଦେବ। ଆପଣଙ୍କ ଶକ୍ତି ସ୍ତର ସବୁବେଳେ ଉଚ୍ଚ ରହିବ।

ଧନୁ: ଆପଣଙ୍କ ଜୀବନସାଥୀଙ୍କ ଦାଦାଗିରି ସ୍ଵଭାବ ଯୋଗୁଁ ଆପଣଙ୍କ ମନ ଖରାପ ରହିପାରେ। କାର୍ଯ୍ୟସ୍ଥଳରେ ଆପଣ ବେସହାୟ ଅନୁଭବ କରିପାରନ୍ତି ଓ ଚିନ୍ତାରେ ରହିପାରନ୍ତି। ଆପଣ ନିଜ ଜୀବନସାଥୀଙ୍କ ସହ ବସି ମିଳିମିଶି ଉଭୟଙ୍କ ମଧ୍ୟରେ ଥିବା ମନମାଳିନ୍ୟର ସମାଧାନ କରିପାରିବେ।

ମକର: ସାଧାରଣତଃ ଆପଣ ଜଣେ ଶାନ୍ତ ଓ ପ୍ରକୃତିସ୍ଥ ବ୍ୟକ୍ତି ହୋଇଥିଲେ ହେଁ ଆଜି କ୍ରୋଧିତ ହେବେ। ଝଗଡା କରି ସମ୍ପର୍କ ଖରାପ କରନ୍ତୁ ନାହିଁ। କିଛି କହିବା ପୂର୍ବରୁ 2 ଥର ଭାବନ୍ତୁ ।

କୁମ୍ଭ: ଆଜି ଦିନ ମଧ୍ୟମ ଧରଣର ହେବ । ଆପଣଙ୍କର ଆଧ୍ୟାତ୍ମିକ ମନ ଦିନକୁ ସନ୍ତୁଷ୍ଟମୟ କରିବ ଏବଂ ଆପଣ ସମସ୍ତ ପ୍ରତିକୂଳତାକୁ ଦୂରରେ ରଖିବାରେ ସମର୍ଥ ହେବେ । ଯଦି ଏହା କରିବାରେ ବିଫଳ ହୁଅନ୍ତି, ତେବେ ନିଷ୍ପତ୍ତି ନେବାର ଦକ୍ଷତାରେ ହାନୀ ପହଞ୍ଚାଇବ ଏବଂ ଆପଣଙ୍କ ଉତ୍ସାହ ମଧ୍ୟ କମ୍‌ କରିବ ।

ମୀନ: ଆଜି ସବୁ ଦିଗରୁ ଲାଭ ମିଳିପାରେ । ଧ୍ୟାନ କିମ୍ୱା ଯୋଗ କରିବା ଦ୍ୱାରା ଆପଣ ଏହା ସମ୍ଭବ କରିପାରିବେ । ପରିବାର ସଦସ୍ୟ ଏବଂ ପ୍ରୀୟଜନଙ୍କ ମଧ୍ୟରେ କଳହ ଏବଂ ଯୁକ୍ତିତର୍କ ହେବାର ସମ୍ଭାବନା ରହିଛି। ଆପଣଙ୍କର ଭାଷା ଏବଂ ଆକ୍ରମଣାତ୍କକ ବ୍ୟବହାର ନିୟନ୍ତ୍ରଣରେ ରଖନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.