ମେଷ: ମୁହଁରେ ଆବେଗ , ଚଞ୍ଚଳତା ଏହି ବ୍ୟକ୍ତିଙ୍କର ସ୍ଵଭାବ ଅଟେ! ହଁ ଏହା ହେଉଛି ଆପଣଙ୍କର ବିଶେଷତଃ ବର୍ତ୍ତମାନ । ବିଦ୍ରୋହ ମନୋଭାବ , ଧର୍ଯ୍ୟବାନ ହେବା ଏବଂ ତୀବ୍ର ପ୍ରତିକ୍ରିୟା ଏବଂ ନିର୍ଣ୍ଣୟକୁ ନିଜ ଅଧିନରେ କରନ୍ତୁ । ଆପଣ ମାନସିକଭାବେ କ୍ଳାନ୍ତି ଅନୁଭବ କରିବେ । ଇଚ୍ଛା ମୁତାବକ ଫଳ ପ୍ରାପ୍ତି ପାଇଁ ସଂଘର୍ଷ ସମାପ୍ତ ହେବା ଦେଖାଯାଉ ନାହିଁ । ଯଦିଓ ଅମଲାତନ୍ତ୍ର ସମ୍ୱଦ୍ଧୀୟ କାର୍ଯ୍ୟ ଆପଣଙ୍କୁ ଲାଭବାନ କରାଇବ । ମାର ବନ୍ଧୁ ଦୃଢ ରହନ୍ତୁ ନକ୍ଷତ୍ରମାନେ ସଂପୂର୍ଣ୍ଣ ଭାବେ ଆଜି ଉଦାର ନାହାଁନ୍ତି । କାର୍ଯ୍ୟଳୟରେ ପ୍ରଚୁର କାମ ଆପଣଙ୍କୁ ଅପେକ୍ଷା କରୁଛି । ଏହା ସାମାନ୍ୟ ସମୟ ଅପେକ୍ଷା ଅଧିକ ଲାଗିପାରେ । ଫଳ ସ୍ୱରୁପ , ସଂନ୍ଧ୍ୟା ଯୋଜନା ସ୍ଥଗିତ ହୋଇପାରେ । ସାମାନ୍ୟ ଉଦର ପୀଡା ହରଣ କରିପାରେ , ଯତ୍ନ ନିଅନ୍ତୁ ।
ବୃଷ: ଆପଣଙ୍କର ଆତ୍ମବିଶ୍ୱାସ ବାସ୍ତବିକ ଚତୁରତା ସହିତ ପୂର୍ଣ୍ଣ ରହିବ । ଗତକାଲିର ଉଜ୍ୱଳ ଗ୍ରହ ପକ୍ଷ ବାସ୍ତବିକ ସୌଭାଗ୍ୟଶାଳୀ ଅଟେ । ଦୃଢ ଇଚ୍ଛାଶକ୍ତି ଏବଂ ନୀର୍ଭିକତା ଆପଣଙ୍କୁ କାର୍ଯ୍ୟରେ , ବ୍ୟବସାୟରେ ଏବଂ ବ୍ୟକ୍ତିଗତ ଜୀବନରେ ଏକ ନୂତନ ପରାକାଷ୍ଠା ପ୍ରାପ୍ତ କରିବାରେ ସାହାଯ୍ୟ କରିବ । ସମସ୍ତ କାର୍ଯ୍ୟ କ୍ଷେତ୍ରରେ ବର୍ତ୍ତମାନ ସଫଳତାର ଗ୍ୟାରେଣ୍ଟି ଅଛି । ଆପଣଙ୍କର ବାପାଙ୍କ ତରଫରୁ ଲାଭର ପ୍ରବାହ ହେବ । ଯଦି ଆପଣ ନିଜେ ବାପା ହୋଇଥିବେ , ଆପଣ ନିଜର ପିଲାମାନଙ୍କ ଭବିଷ୍ୟତ ପାଇଁ ସାବଧାନତା ସହ ନିବେଶ କରିବେ , ଆର୍ଥିକ ଲାଭ ଅର୍ଜନ କରିବେ । ବିଶେଷତଃ ଯଦି ଆପଣ କୌଣସି ସାର୍ବଜନିକ କ୍ଷେତ୍ର ସମ୍ୱର୍ଦ୍ଧିତ ବ୍ୟବସାୟ କରିଛନ୍ତି । ଛାତ୍ର ମାନଙ୍କ ପାଇଁ ଏହା ଏକ ମହାନ୍ ସମୟ ବିଶେଷତଃ ଯେଉଁମାନେ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଛନ୍ତି , ଏହା ଯେତେ ପର୍ଯ୍ୟନ୍ତ ଅଛି ଉପଭୋଗ କରନ୍ତୁ ।
ମିଥୁନ: ଆଜି ସମସ୍ତ ନୂତନ ବ୍ୟବସାୟ ପାଇଁ ଅନୁମତି ଦିଆଯାଉଛି । ଅଗ୍ରସର ହୁଅନ୍ତୁ ଏବଂ ଏକ ଗୌରବମୟ ପିଚ ନିର୍ମାଣ କରନ୍ତୁ ଏବଂ କାର ବାର ଦୃଢ ଭାବେ ଧରି ରଖିବା ଆବଶ୍ୟକ ପବ୍ଳିକ ସେକ୍ଟର କାର୍ଯ୍ୟରେ ଉଚ୍ଚ ଅଧିକାରୀ ମାନେ ଲାଭାନ୍ୱିତ ଏବଂ ଉପଯୋଗୀ ହେବେ , କିନ୍ତୁ ସତର୍କତା ତ୍ୟାଗ କରନ୍ତୁ ନାହିଁ । ଏହି ଲାଭ ଗୁଡିକ ହ୍ରାସ ପ୍ରାପ୍ତ ହେବାକୁ ଦିଅନ୍ତୁ । ଆପଣଙ୍କ ସହୋଦର କିମ୍ୱା ପଡୋଶିଙ୍କର ଅଶିଷ୍ଟ ବ୍ୟବହାର ଯୋଗୁଁ ଆପଣଙ୍କୁ ଆଘାତ ଲାଗିବ , ଯଦି ସମ୍ଭବ ହେଉଛି ବିବାଦରୁ ଦୂରେଇ ରହନ୍ତୁ | କିଛି ବ୍ୟକ୍ତି କିମ୍ୱା କିଛି ବିଷୟରେ ନିଜର ମନ୍ତବ୍ୟ ବଦଳାଇବା ପାଇଁ ବାଧ୍ୟ କରାଇବେ । କୌଣସି ଅବିଶ୍ୱାସନୀୟ ଆର୍ଥିକ ଯୋଜନାରୁ ସାବଧାନ ରହନ୍ତୁ । ଟଙ୍କା ପଇସା ମାମଲାରେ ସାବଧାନ ରହନ୍ତୁ ।
କର୍କଟ: ନକାରାତ୍ମକ ଏବଂ ନିନ୍ଦକ ଭାବନାରୁ ଦୂରେଇ ରହନ୍ତୁ । ସେମାନଙ୍କର ଖେଳ ମଧ୍ୟରେ ପାଇବା ଏବଂ ଭାରିବୋଝ ଉଠାଇବା ପାଇଁ ଅଧିକ ଚିନ୍ତା ହେବା ସାଧାରଣ କଥା , ଏହା ଏକ ଭଲ ବିଚାର ନୁହେଁ ,ଏହା ଆପଣଙ୍କ ପାଇଁ ଖରାପ ଜିନିଷ । ଆପଣଙ୍କ ଶାରୀରିକ ମାନସିକ ସ୍ୱାସ୍ଥ୍ୟର କାର୍ଯ୍ୟ ରୁପେ ଏକ ବାଧା ଅଟେ । ଯଦି ଆପଣଙ୍କର ପ୍ରିୟଜନ ଠାରୁ କିଛି ଆଘାତ ପାଇଛନ୍ତି କିମ୍ୱା ଧୈର୍ଯ୍ୟଚ୍ୟତ ହୋଇଛନ୍ତି ,ନିରବରେ ଜିଦ ଧରି ପୃଥକ ରହିବା ଅପେକ୍ଷା , ଗ୍ରହଣ କରିଦିଅନ୍ତୁ ବହୁତ ଭଲ ହେବ । ପରିବାର ସଦସ୍ୟମାନଙ୍କ ସହ ଭୁଲ ବୁଝାମଣା ହେବାର ସମ୍ଭାବନା ରହିଛି । ଯାହା ଘରର ପରିବେଶ ଉତ୍ତେଜନାପୂର୍ଣ୍ଣ ରହିବ । କଥାବାର୍ତ୍ତା ମାଧ୍ୟମରେ ଆପଣଙ୍କ କଥା ପରିପ୍ରକାଶ କରନ୍ତୁ । ଛାତ୍ର ଛାତ୍ରୀ ମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା କିମ୍ୱା ଫଳାଫଳ ପାଇଁ ଅପେକ୍ଷା କରିବା ପାଇଁ ଏହି ଦିନଟି ଭଲ ନୁହେଁ । ତଥାପି ନିରାଶ ହୁଅନ୍ତୁ ନାହିଁ । ମନ୍ଦ ବିଚାର ଦୂର କରନ୍ତୁ , ଭଲ ଭାବନାରେ ରହନ୍ତୁ ।
ସିଂହ: ଆପଣ ସ୍ୱଂୟ ଭରସା ଯୋଗ୍ୟ ହେବା ସହିତ ନିର୍ଭୀକ ଏବଂ ଅତ୍ୟାଧିକ ଭାବୁକ ହେବେ । ଆଜି ଆପଣଙ୍କର ନିର୍ଣ୍ଣୟ କୌଶଳ ମଧ୍ୟ ଚରମ ସୀମାରେ ପହଞ୍ଚିବ ଏବଂ କ୍ଷିପ୍ର ଗତିରେ ନେଉଥିବା ଦୃଢ ନିଶ୍ଚୟ ସମତଳ ହୋଇପାରେ । ମାଆ ବାପାଙ୍କ ଏବଂ ଗୁରୁଜନମାନଙ୍କ ତରଫରୁ ଲାଭ ପ୍ରାପ୍ତ କରିବେ ବର୍ତ୍ତମାନ ଶ୍ରଦ୍ଧା ଏବଂ ସମାଜରେ ମର୍ଯ୍ୟଦା ରୂପେ ଉପରକୁ ଉଠିବା କାର୍ଡରେ ଅଛି କିନ୍ତୁ ଗୁଣରେ ବିଶ୍ୱାସ ରହିଛି ,ତେବେ କଠୋରତା ସହ ଆପଣଙ୍କର ଅଂହକାର କୁ ଦୂର କରନ୍ତୁ । ଆପଣଙ୍କର ବ୍ୟକ୍ତବ୍ୟ ଏବଂ କ୍ରୋଧ କୁ ସଞ୍ଜତ କରନ୍ତୁ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ଯତ୍ନ ନିଅନ୍ତୁ ।
କନ୍ୟା: ଆପଣ ବହୁତ ଭୟଙ୍କର ଏବଂ ଦୁନିଆକୁ ଆପଣଙ୍କର ବିଶ୍ୱାସ ପ୍ରଦର୍ଶନ କରିବା ପାଇଁ ବର୍ତ୍ତମାନ ସମୟ ନୁହେଁ । ବହୁତ ଅଧିକ ଉପରକୁ ନପହଁଞ୍ଚିବା ପାଇଁ ଖବରଦାର ରୁହନ୍ତୁ । ବୃଥା ଆସ୍ପାଳନ ଏବଂ ଆଚରଣରେ ଅଂହକାରତାକୁ ଦୂର କରନ୍ତୁ ,ନଚେତ୍ ଆପଣଙ୍କ ସମାନ ଟକ୍କରର କେହି ଜଣେ ମିଳିଯାଇପାରେ । ଏହା ଆପଣଙ୍କୁ ମାନସିକ ଭାବେ ଅସ୍ଥିର କରିଦେବ ଏବଂ ପ୍ରତିକୁଳଭାବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିବ । ଆପଣ ତରତର ଭାବେ କାର୍ଯ୍ୟ କରିବେ ଏବଂ ଆବଶ୍ୟକତା ଠାରୁ ଅଧିକ କଥା କହିବେ , ଯାହା ଆପଣଙ୍କ ପୁରୁଣା ବନ୍ଧୁତ୍ୱ ଉପରେ ଚିନ୍ତାର କାରଣ ହୋଇପାରେ ଏବଂ ପରେ ନିଜକୁ ଦୋଷୀ ଅନୁଭବ କରିବେ , ତେଣୁ ସାବଧାନ ରୁହନ୍ତୁ! ଆପଣଙ୍କ ସମୟ ପ୍ରାର୍ଥନାରେ ବ୍ୟତିତ କରନ୍ତୁ ।
ତୁଳା: ଭାଗ୍ୟଶାଳୀ ଦିନ ଥିବା ଦେଖାଯାଉଛି । ଯାହା କରୁଛ ଏବଂ ଯାହା କରିବ ତାହା ଭଲ ଫଳ ପ୍ରଦାନ କରିବ । ବନ୍ଧୁ ସାକ୍ଷାତ ହୋଇପାରେ । ବନ୍ଧୁ ମାନଙ୍କ ସହ ଯୋଜନା କରିପାରନ୍ତି ବିଲିଯିବା ପାଇଁ ,ଅଥବା ସେଠାରେ ମଧ୍ୟାନ୍ନ ଭୋଜନ କିମ୍ୱା ବନ୍ଧୁଙ୍କ ଦ୍ୱାରା ମଧ୍ୟ ହୋଇପାରେ । ଆଗକୁ ଯାଅ ଓ ଉପଭୋଗ କର । ତୁମର ବାନ୍ଧବିଙ୍କ ସହ ମିଶିବାର ପରିଣାମ ଆପଣଙ୍କୁ ଲାଭବାନ କରିପାରେ । ବ୍ୟବସାୟରେ ପ୍ରଚୁର ଲାଭ ସହ ଆନନ୍ଦିତ ହେବେ । ଗ୍ରହ ଆପଣଙ୍କର ଅର୍ଥ ଓ ସମ୍ପର୍କ ସପକ୍ଷରେ | ସ୍ତ୍ରୀ ଙ୍କ ସହ ମଧୁର ସମ୍ପର୍କ ରହିବ ।
ବିଛା: ଏହି ଦିନ ଆପଣଙ୍କ ପାଇଁ ଅନୁକୂଳ ଶକ୍ତି ଏବଂ ଭଲ ଭାଗ୍ୟ ଆଣିବ । ଆପଣଙ୍କ ବରିଷ୍ଠମାନେ ଆପଣଙ୍କ କାମରେ ଖୁସୀ ଏବଂ ସନ୍ତୁଷ୍ଟ ହେବେ ଏବଂ କାର୍ଯ୍ୟ କ୍ଷେତ୍ରରେ ସବୁ ଜିନିଷ ଆରାମରେ ହୋଇଯିବ । ସାମାଜିକ ଖ୍ୟାତି ଏବଂ ପଦନ୍ନୋତି ମଧ୍ୟ ମିଳିପାରେ! ସଫଳତା ପାଇଁ ଉତ୍ସବ ପାଳନ କରନ୍ତୁ, ଯେହେତୁ ଆପଣଙ୍କ ପିଲାମାନେ ସେମାନଙ୍କର ଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ଅତିକ୍ରମ କରିବେ ।
ଧନୁ: ପୁରାପୁରି ଭାବରେ ଠିକ୍ ରହିବ ନାହିଁ । ଶାରୀରିକ ପିଡା ଓ ଆଳସ୍ୟ ଲାଗିବ । ଶାନ୍ତି ମିଳିବା ଆଶା କମ । ଦୁଃଚିନ୍ତା ବଢିବ । ସାବଧାନତାର ସହ କାମ କରନ୍ତୁ । ଉଚ୍ଚ ପଦସ୍ଥ ମାନଙ୍କ ସହ ମନମାଲିନ୍ୟ ହେବାର ସମ୍ଭାବନା । ଯଥା ସମ୍ଭବ ନିଜ ପ୍ରତିଯୋଗି ତଥା ଶତୃ ମାନଙ୍କ ସହ ଯୁକ୍ତି ତର୍କରୁ ନିବୃତ ରୁହନ୍ତୁ ।
ମକର: ସବୁ କାର୍ଯ୍ୟ ଠିକ୍ ଠାକ୍ ଚାଲିଥିବା ସତ୍ୱେ ଆପଣ ସନ୍ତୁଷ୍ଟ ନୁହନ୍ତି । ନାକାରାତ୍ମକ ଚିନ୍ତା ଛାଡନ୍ତୁ । ଅସହାୟ ହୋଇପାର କିନ୍ତୁ ତୁମର ଅଭ୍ୟାସ ଦ୍ୱାରା କାର୍ଯ୍ୟ ହାସଲ ହେବ । ସବି ଠିକ୍ ସତ୍ୱେ ଆପଣ ନିଜେ ନିଜର ଗୁହି କାଟିବେ । ତୁମ ଦକ୍ଷ ତଥା କାର୍ଯ୍ୟ ଦକ୍ଷତାକୁ ଲୋକମାନେ ପ୍ରଶଂସା କରିବେ । କାର୍ଯ୍ୟଳୟ କାର୍ଯ୍ୟରେ ଦୂର ଯାତ୍ରା ହେବ । ଖର୍ଚ୍ଚ ବଢିବ । ଗଣ୍ଠି ଜନିତ ଜନ୍ତ୍ରଣା ଅନୁଭବ ହେବ , ପୁଷ୍ଟିକର ଖାଦ୍ୟ ଖାଆନ୍ତୁ । ନିଜ ବ୍ୟବସାୟୀ ସାଥି ସହିତ ଶତୃତା ହୋଇପାରେ । ସାବଧାନ ରୁହନ୍ତୁ ।
କୁମ୍ଭ: ଆଜିଦିନ ଆପଣଙ୍କ ପାଇଁ ପ୍ରେମଭାବ ଏବଂ ଉତ୍ସାହରେ ଭରା ରହିବ । ଦୃଢ ଇଚ୍ଛାଶକ୍ତି ଏବଂ ଆତ୍ମ ବିଶ୍ୱାସ ଆପଣଙ୍କ ପାଇଁ ମ୍ୟାଜିକ ସୃଷ୍ଟି କରିବ ଏବଂ ଆପଣଙ୍କ କାର୍ଯ୍ୟ ସଫଳତାର ସହିତ ଠିକ୍ ସମୟରେ ସମାପ୍ତ କରିବାରେ ସମ୍ଭବ କରାଇବ । ନୂଆ ପୋଷାକ ଏବଂ ଏହାର ଆନୁସଙ୍ଗିକ ଜିନିଷ କିଣିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ, ଏପରିକି ଯଦି ଇଚ୍ଛା କରୁଛନ୍ତି, ଏକ ନୂଆ ଗାଡି ମଧ୍ୟ କିଣି ପାରନ୍ତି ।
ମୀନ: ନକ୍ଷତ୍ରର ପ୍ରଭାବରେ ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସନ୍ତୁଳିତ ରହିବ । ଘରେ ଏକ ଶାନ୍ତ ବାତାବରଣ ଏବଂ ଏକ ସହଯୋଗୀ କାର୍ଯ୍ୟ ପରିବେଶ ଆପଣଙ୍କୁ ଖୁସୀ ଏବଂ ସନ୍ତୁଷ୍ଟ କରିବ । ଏହି ପରିସ୍ଥିତିରେ ଆକ୍ରମଣାତ୍ମକ ହୁଅନ୍ତୁ ନାହିଁ ଯେଉଁଠାରେ ମିଠା କଥା କହି ଆପଣ ସହଜରେ କାମ କରାଇପାରିବେ । ଆପଣଙ୍କ ମାଆଙ୍କ ଆଡୁ ଆପଣ ଭଲ ଖବର ଆଶା କରୁଛନ୍ତି କି ? ଏହା ନିଶ୍ଚିତ ଆଜି ଆସୁଛି ।