ETV Bharat / bharat

ଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ... - horoscope of 17th june

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ...

ଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Jun 17, 2021, 12:10 AM IST

ମେଷ : ଆଜି ଆପଣଙ୍କୁ ଯିଏ ଭଲ ଲାଗନ୍ତି ତାଙ୍କ ଉପରେ ଆପଣଙ୍କ ଧ୍ୟାନ ରହିବ! ଆପଣଙ୍କ ଶକ୍ତି ସ୍ତର ଉଚ୍ଚ ରହିବ କିନ୍ତୁ କାମ ପ୍ରତି ପ୍ରତିବଦ୍ଧତା କମ ରହିବ । ସେଥିପାଇଁ ଆପଣଙ୍କ ଉପରିସ୍ଥ ଅଧିକାରୀମାନେ ଆପଣଙ୍କ ଉପରେ ଚିଡିବେ । କିନ୍ତୁ ତଥାପି ଦିନଟି ଆପଣଙ୍କ ଖୁସି ଓ ଆନନ୍ଦରେ ପରିପୂର୍ଣ୍ଣ ରହିବ ।

ବୃଷ : ଆଜି ବିଭିନ୍ନ ବୁଦ୍ଧି ମନକୁ ଆସିବ କାରଣ ଆଜି ଆପଣ ସମ୍ପୂର୍ଣ୍ଣ ସୃଜନାତ୍ମକ ମନୋଭାବରେ ରହିବେ । ଆପଣଙ୍କ ବ୍ୟବସାୟ ପ୍ରଖରତା ଆପଣଙ୍କୁ ସମସ୍ୟାଗୁଡିକର ସହଜ ସମାଧାନରେ ସାହାଯ୍ୟ କରିବ । ଆପଣଙ୍କ ଚୁପ ରହିବା ଗୁଣ ଆପଣଙ୍କ ହସରେ ଆଜି ବାହାରିବ ଯେତେବେଳେ ଆପଣ କାର୍ଯ୍ୟସ୍ଥଳରେ ଆପଣଙ୍କ ଉପରିସ୍ଥ ଅଧିକାରୀ ଓ ସହକର୍ମୀମାନଙ୍କ ସହ କାମ କରିବେ ।

ମିଥୁନ : ଆଜି ଆପଣଙ୍କ ଭାବନା ଆପଣଙ୍କ ବିବେକ ବୁଦ୍ଧିକୁ ପ୍ରଭାବିତ କରିବ । ଆପଣ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । କିଛି ଧାର୍ମିକ ସ୍ଥାନକୁ ଯିବା ଦ୍ଵାରା ଆପଣଙ୍କ ମନକୁ ଶାନ୍ତି ମିଳିବ । ଶାନ୍ତ ମନୋଭାବ ଆପଣଙ୍କ ପାଇଁ ଆଜି ବହୁତ କାମ ଦେବ ।

କର୍କଟ : ଆଜି ଆପଣ ଅନୁଭବ କରିବେ ଯେ ଏହି ଭୌତିକବାଦୀ ଦୁନିଆରେ ଯାହା ଦେଖାଯାଏ ତାହାର ହି ମୂଲ୍ୟ ଥାଏ ଆଉ ଯାହା ଦେଖାଯାଏ ନାହିଁ ତାହା ହିସାବକୁ ନିଆଯାଏ ନାହିଁ । ଆପଣ ନିଜକୁ ଦେଖେଇବା ପାଇଁ କଠିନ ପରିଶ୍ରମ କରିବେ ଓ ଆକର୍ଷଣର କେନ୍ଦ୍ର ହେବା ପାଇଁ ଚେଷ୍ଟା କରିବେ ।

ସିଂହ : ଯଦିଓ ଭଗବାନ ଦୟାଳୁ, ସେଇ ସର୍ବଶକ୍ତିମାନଙ୍କ ବିଶାଳତାକୁ ଆମକୁ ଆମ କାର୍ଯ୍ୟ ମାଧ୍ୟମରେ ପ୍ରମାଣିତ କରିବା ନିହାତି ଆବଶ୍ୟକ । ସେଥିପାଇଁ ଆଜି ସକାଳୁ ଉଠି ଭଗବାନଙ୍କ ନାମ ନିଅନ୍ତୁ । ମାନସିକ ଶାନ୍ତି ପାଇଁ ଏକ ମନ୍ଦିର ଯାଆନ୍ତୁ । ନଚେତ ଘରେ ହୋମ ଯଜ୍ଞର ଆୟୋଜନ କରନ୍ତୁ ।

କନ୍ୟା : ଆଜି ଆପଣଙ୍କ ଶକ୍ତି ଓ ଆର୍ଥିକ ଅବସ୍ଥା ସବୁଠାରୁ ଭଲ ରହିବ । ଆଗକୁ ଯଦି କୌଣସି ଆର୍ଥିକ ସମସ୍ୟା ଆସିପାରେ ତାହା ପାଇଁ ଏବେ ଠାରୁ କିଛି ଆର୍ଥିକ ବ୍ୟବସ୍ଥା କରିବାକୁ ଚାହିଁବେ । ଆପଣଙ୍କ ଚାରିପାଖରେ ଥିବା ଲୋକମାନେ ଆଜି ଆପଣଙ୍କ ନେତୃତ୍ଵ ନେବା ଗୁଣକୁ ଦେଖିବେ ।

ତୁଳା : ଆଜି ଆପଣ ସମସ୍ତ କାମକୁ ଠିକ ସମୟରେ ଶେଷ କରିବା ପାଇଁ ଆପଣଙ୍କ ମାନସିକ ଦକ୍ଷତାର ବ୍ୟବହାର କରିବେ । ଆପଣ କାମରେ କିମ୍ଵା ଅଫିସରେ ଅଧିକ ସମୟ ଓ ଧ୍ୟାନ ଦେଉଥିବାରୁ ଆପଣଙ୍କ ପରିବାରକୁ ଉପେକ୍ଷା କରିପାରନ୍ତି । ଆପଣଙ୍କ ଅଦ୍ଵିତୀୟ ବୁଦ୍ଧିମତା ଆଜି ଆପଣ କାର୍ଯ୍ୟସ୍ଥଳରେ ଦେଖେଇବାର ସୁଯୋଗ ପାରିବେ ।

ବିଛା : ଆପଣଙ୍କ ସହଜ ଜ୍ଞାନ ଭାବନାଗୁଡିକ ଆଜି ଆପଣଙ୍କ କାର୍ଯ୍ୟକୁ ନିୟନ୍ତ୍ରଣ କରିବ । ଆପଣ କାର୍ଯ୍ୟର ଚାପକୁ ପଛରେ ପକାଇ ଅଧିକ ଉତ୍ସାହର ସହିତ କାମଗୁଡିକ କରିବେ । ଆପଣଙ୍କ ସ୍ଵାଭାବିକତାକୁ ଅନୁସରଣ କରନ୍ତୁ ଓ କାର୍ଯ୍ୟର ଚାପ ଅଧିକ ଥିବା ବେଳେ ଭଲ ସଙ୍ଗୀତ ଶୁଣି ମନକୁ ଆରାମ ଦିଅନ୍ତୁ ।

ଧନୁ : ଆଜି ଆପଣଙ୍କର ଜୀବନସାଥୀଙ୍କ ସହ ଯୁକ୍ତି ହୋଇପାରେ ସେଥିପାଇଁ ସେ ସବୁରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ । କିନ୍ତୁ ସଂଧ୍ୟାରେ ଆପଣଙ୍କ ସମୟ ପ୍ରେମମୟ ହେବ ସେଥିପାଇଁ ପ୍ରସ୍ତୁତ ରୁହନ୍ତୁ।

ମକର : ଆଜି ଆପଣଙ୍କ ଉପରେ ଯେକୌଣସି ସମସ୍ୟା ଆସିଲେ ମଧ୍ୟ ଭଗବାନଙ୍କ ଦୟାରୁ ଆପଣ କୌଣସି ଅସୁବିଧାରେ ଫସିବେ ନାହିଁ । ଅନ୍ୟମାନେ ସେମାନଙ୍କ ଅସମ୍ଭବ ଲକ୍ଷ୍ୟ ପଛରେ ଗୋଡାଉଥିବା ସମୟରେ, ଆପଣ ଯାହା ଲାଭ କରିଛନ୍ତି ସେଥିରେ ତୃପ୍ତ ରହିବେ । ଅବଶ୍ୟ, ଏହାର ଅର୍ଥ ନୁହେଁ ଯେ ଆପଣ ଉଚ୍ଚାଭିଳାସୀ ନୁହନ୍ତି ।

କୁମ୍ଭ : ସମସ୍ତ କାର୍ଯ୍ୟ ସାହାସ ତଥା ସୁ ଚିନ୍ତା ମୂଳକ ଭାବରେ ସମାପନ ହେବ । ବୁଲି ଯିବାର ଆଶା ଅଛି । କୌଣସି କାରଣରୁ ତୁମର ଅନ୍ତରର ଇଚ୍ଛା ବଢିବ ଏବଂ ତୁମେ ନିଜକୁ ନୂତନ ବସ୍ତ୍ର ଦ୍ୱାରା ସୁ ସଜ୍ଜିତ କରିବ । ତୁମ ଜୀବନସାଥି ତୁମକୁ ଉନ୍ନତି ଆଣିବାରେ ସହାୟ ହେବେ ।

ମୀନ : ଆଜି ଦିନଟି ଫଳ ପ୍ରଦ ଅଟେ । ଶାରୀରିକ ଅବସ୍ଥା ଭଲ ରହିବ । ପରିବାରରେ ସୁଖ ଶାନ୍ତି ମିଳିବ । ଶତୃଠାରୁ ଜୟ ହେବ । ଦୁଃଚିନ୍ତାରୁ ନିବୃତ ରୁହନ୍ତୁ । ସାଙ୍ଗ ସାଥିମାନେ ସହାୟ ହେବେ । ପିତା ମାତାଙ୍କ ଠାରୁ କିଛି ଖବର ପାଇବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.