ETV Bharat / bharat

ଏହି ବ୍ୟକ୍ତିଙ୍କ ପାଇଁ ଶୁଭଙ୍କର ରବିବାର, ମିଳିପାରେ ଅର୍ଥ

author img

By ETV Bharat Odisha Team

Published : Dec 17, 2023, 12:00 AM IST

17th December Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope

ମେଷ: ଆଜି ଦିନଟି ଯାତ୍ରାପାଇଁ ଅତ୍ୟନ୍ତ ଶୁଭଙ୍କର ଅଟେ। ଆପଣଙ୍କ ବ୍ୟବସାୟରେ ସଂପୃକ୍ତ ଥିବା ବ୍ୟବସାୟୀଙ୍କ ଠାରୁ ଆପଣ ଅର୍ଥ ଆଦାୟ କରିବେ। ଆପଣଙ୍କ ପୁଞ୍ଜିକୁ ପୁଞ୍ଜି ବିନିଯୋଗ ସଂସ୍ଥାରେ ଖଟାଇଲେ ଳାଭଜନକ ଫେରସ୍ତ ପାଇପାରନ୍ତି। ଗୃହରେ ଏକ ବନ୍ଧୁମିଳନ ଘଟି ଏକ ବଣଭୋଜିର ଯୋଜନା କରିପାରନ୍ତି କିମ୍ଵା ଗୃହର କୌଣସି ଏକ ଶୁଭକର୍ମ ପାଇଁ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିପାରନ୍ତି।

ବୃଷ: ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିପାରେ। ଗୋଟିଏ ଦିଗରେ ଆପଣଙ୍କୁ ସୁଫଳ ପ୍ରାପ୍ତ ହେଲେ ଅନ୍ୟଦିଗରେ ଅସଫଳତା ମିଳିପାରେ। ଆପଣଙ୍କ ସନ୍ତାନ ସନ୍ତତିଙ୍କ ପାଠପଢାରେ ଉନ୍ନତ ଖବର ଶୁଣି ଖୁସିହେବାବେଳେ ଆପଣଙ୍କର ପ୍ରତିଦ୍ୱନ୍ଦୀ ମାନେ ଇର୍ଷାନ୍ୱିତ ହୋଇ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବେ। ସେମାନେ ଆପଣଙ୍କୁ ଯୁକ୍ତିତର୍କ ବଳରେ ଅବ୍ୟବସ୍ଥିତ କରିବାକୁ ଚେଷ୍ଟାକରିବେ। ଏଥିପାଇଁ ଆପଣ ସବୁବେଳେ ମାନସିକ ଅଶାନ୍ତି ଭୋଗ କରିବେ।

ମିଥୁନ: ଆଜି ଆପଣ କୌଣସି ନୈରାଶବାଦ ଚିନ୍ତାଧାରାକୁ ମୁଣ୍ଡରେ ନ ପୁରାଇ ଶାନ୍ତ ରୁହନ୍ତୁ। ଆଜି ଆପଣ କୌଣସି କାର୍ଯ୍ୟ ନକରି ବିଶ୍ରାମ ନିଅନ୍ତୁ। ନିଜ ଶରୀରକୁ କଷ୍ଟ ନଦେବାକୁ ଯାତ୍ରା କରନ୍ତୁ ନାହିଁ। ନିଜ ଶରୀରର ଯତ୍ନ ନେବା ଆପଣଙ୍କର ମୂଖ୍ୟ ଦାୟିତ୍ୱ। ନିଜର ଖର୍ଚ୍ଚରେ ପରିମାଣକୁ ରୋକିବାକୁ ସତର୍କତା ଅବଲମ୍ଵନ କରନ୍ତୁ।

କର୍କଟ: ଆଜି ଦିନଟି ଆପଣ ମୌଜ ମଜଲିସରେ କାଟିବେ। ନିଜ ପସନ୍ଦ ମୁତାବକ ସୌଖିନ ପୋଷାକ ପିନ୍ଧି ଭୋଜି ଖାଇବା, ସୁସ୍ୱାଦୁ ଭୋଜନ ସହିତ ମଦ୍ୟପାନ କରିବା ପ୍ରଭୃତି ଆମୋଦ ପ୍ରମୋଦରେ ସମୟ କାଟିବେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ। ଦିନଟିକୁ ପୂର୍ଣ୍ଣପ୍ରାଣରେ ଉପଭୋଗ କରିବା ଅତୀତ ଏକ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ସ୍ଥିର କରିବେ। ନିଜର କ୍ରୋଧ ସମ୍ଵରଣ କରନ୍ତୁ। ନିଜ ଧର୍ମପତ୍ନୀଙ୍କ ସହ ଉତ୍ତମ ସମ୍ପର୍କ ରଖିବାକୁ ଯତ୍ନଶୀଳ ହୁଅନ୍ତୁ ।

ସିଂହ: ଆଜି ଆପଣ ଗଭୀର ଚିନ୍ତାକରି ବ୍ୟବସାୟକୁ ସଂପ୍ରସାରିତ କରିବାକୁ ଇଚ୍ଛା କରିପାରନ୍ତି। ଅର୍ଥପ୍ରାପ୍ତି ହେବାର ଯଥେଷ୍ଟ ସମ୍ଭାବନା ଅଛି। ଆଜି ଆପଣ ଖର୍ଚ୍ଚ କରିଥିବା ଟଙ୍କା ଠିକ୍‍ କାମରେ ବ୍ୟୟିତ ହୋଇଛି ବୋଲି ଆତ୍ମସନ୍ତୋଷ ଲାଭ କରିବେ। ଆଜି କୌଣସି ନୂତନ ଯୋଜନା କରନ୍ତୁ ନାହିଁ। ଆଜି ଯୁକ୍ତିତର୍କ ନକରିବା ଭଲ। ଆଇନ ସମ୍ପର୍କୀୟ ଝଗଡା ଠାରୁ ଦୂରେଇ ରୁହନ୍ତୁ ।

କନ୍ୟା: ଆଜି ଦିନଟିରେ ଆପଣ କୌଣସି ଅସୁବିଧାର ସମ୍ମୁଖୀନ ନହୋଇ ଶାନ୍ତିରେ ଦିନ କାଟିବେ। ଆଜି ଆପଣଙ୍କର ବାହାଘର କିମ୍ଵା କୌଣସି ସମ୍ପର୍କୀୟଙ୍କ ବାହାଘର ପାଇଁ ଜିନିଷପତ୍ର କିଣାକିଣିରେ ସମୟ କାଟିବେ। ଆଜି ଦିନଟି ବ୍ୟବସାୟରେ ପ୍ରଚୁର ଅର୍ଥଲାଭ ହୋଇପାରେ। ଆପଣ ନିଜ କାର୍ଯ୍ୟସ୍ଥଳରେ ସହକର୍ମୀ ମାନଙ୍କ ସହଯୋଗ ପାଇ ନିଜକୁ ସୌଭାଗ୍ୟଶାଳୀ ମନେ କରିବେ। ପାରିବାରିକ ଜୀବନ ତଥା ବନ୍ଧୁଜନଙ୍କ ସହ ସମ୍ପର୍କ ମଧୁମୟ ହେବ। ଶାରୀରିକ ସୁସ୍ଥତା ବଜାୟ ରହିବ।

ତୁଳା: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ଆଜିର କ୍ଲାନ୍ତିଜନକ ଦିନରେ ଅପଣ ମନସିକ ଦୁଃଶ୍ଚିନ୍ତା ଘେରରେ ଶିଥିଳତା ପ୍ରଦର୍ଶନ କରିବେ। ଆପଣ ଧୈର୍ଯ୍ୟ ନହରାଇ ଶାନ୍ତ ରୁହନ୍ତୁ। ନିଜ ପରିବାରରେ ଥିବା ମନୋମାଳିନ୍ୟକୁ ଦୂର କରିବାକୁ ଚେଷ୍ଟା କରନ୍ତୁ। ନଚେତ୍‍ ଏହା ଆପଣଙ୍କ ଆୟତ୍ତ ବାହାରକୁ ଚାଲିଯାଇପାରେ। ସାମାଜିକ ଜୀବନରେ ଅଜ୍ଞାତ ଭାବେ ଏକ ଲଜ୍ଜାଜନକ ପରିସ୍ଥିତିକୁ ସାମନା କରିପାରନ୍ତି। ମାତ୍ର ମଧ୍ୟାହ୍ନ ସୁଦ୍ଧା ଏହା ଶୀଘ୍ର ସମାଧାନ ହୋଇଯିବ।

ବିଛା: ବହୁଦିନରୁ ଆପଣଙ୍କର ସମ୍ପତ୍ତି ଜନିତ ଚାଲିଥିବା ମକଦ୍ଦମାର ଆଜି ପରିସମାପ୍ତି ଘଟିବ। ଦିନଟି ଭଲରେ କଟିବ। ସୌଭାଗ୍ୟବଶତଃ ଘରର କେତେକ ସମସ୍ୟାକୁ ସମାଧାନ କରିବାକୁ ସକ୍ଷମ ହେବେ। ବ୍ୟବସାୟରେ ସମସ୍ତ ପ୍ରକାରର ସୁଫଳ ମିଳିବ। ପ୍ରତିଦ୍ୱନ୍ଦୀମାନେ ଆପଣଙ୍କ ଠାରୁ ପରାଜୟ ସ୍ୱୀକାର କରିବେ। ଭାଇ ଭଉଣୀଙ୍କ ସଙ୍ଗେ ଆମୋଦ ପ୍ରମୋଦ କରିବେ। ଦିବସର ଶେଷାର୍ଦ୍ଧ ଆଡକୁ ଅପ୍ରୀତିକର ଘଟଣା ଘଟିବ ଯାହାଦ୍ୱାରା ଆପଣ ମାନସିକ ଆଘାତ ପାଇପାରନ୍ତି, ଅପମାନିତ ହୋଇପାରନ୍ତି କିମ୍ଵା ଖର୍ଚ୍ଚାନ୍ତ ହୋଇପାରନ୍ତି।

ଧନୁ: ଆଜି ଦିନଟି ବିଶେଷତଃ ବିଦ୍ୟାର୍ଥୀ, ଶିକ୍ଷା ବିଭାଗୀୟ କର୍ମଚାରୀ ଏବଂ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଶୁଭ ଦିନ ଅଟେ। ଆପଣଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟୀ ରହିବ। ଆପଣ ନିଜ ଉଦ୍ୟମ ଫଳରେ ସବୁକ୍ଷେତ୍ରରେ ଉତ୍ତମ ଫଳ ପାଇବେ। ବ୍ୟବସାୟରେ ଅର୍ଥଲାଭ ହେବ। ବୃତ୍ତିଧାରୀଙ୍କ ନିମନ୍ତେ ଅନୁରୂପ ଫଳ ପ୍ରାପ୍ତି ହୋଇପାରେ। ମଧ୍ୟାହ୍ନ ପରେ ଗ୍ରହମାନଙ୍କ ଶୁଭଦୃଷ୍ଟି ପଡିପାରେ। ସନ୍ଧ୍ୟା ବେଳକୁ ଆପଣ ମାନସିକ ଶାନ୍ତି ଆପଣଙ୍କୁ ଉତ୍ତେଜିତ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଅସଫଳ ରହିବେ। ଆପଣ ନିଜର ବନ୍ଧୁ ଓ ପରିବାରର ସଦସ୍ୟଙ୍କ ସହ ରାତ୍ର ଭୋଜନର ସ୍ୱାଦ ଖୁସିମନରେ ଉପଭୋଗ କରିବେ।

ମକର: ଆଜି ଆପଣ ନିଜକୁ ଆଧ୍ୟାତ୍ମିକ ଚିନ୍ତାଧାରାରେ ମଗ୍ନ ରହିବେ। ଆଜି ଦାର୍ଶନିକ ତତ୍ତ୍ୱ, ଅଧ୍ୟାତ୍ମବାଦ ଏବଂ ଭଗବାନଙ୍କ ବିଚିତ୍ର ସୃଷ୍ଟି ବିଷୟରେ ଜ୍ଞାନ ଅର୍ଜନ କରିବାକୁ ଆଗ୍ରହାନ୍ୱିତ ହେବେ। ଏହାର ପ୍ରଭାବ ଆପଣଙ୍କ କର୍ମଶୈଳୀରେ ପ୍ରକାଶିତ ହେବ। ଆପଣଙ୍କର ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଠିକ୍‍ ସମୟରେ ସମ୍ପୂର୍ଣ୍ଣ କରିବେ। ପୁଞ୍ଜି ଲଗାଣ କ୍ଷେତ୍ରରେ ପ୍ରଚୁର ଅର୍ଥ ଫେରିପାଇବେ। ସମ୍ପୂର୍ଣ୍ଣ ଦିବସଟିକୁ ଆପଣ ମୌଜ ମଜଲିସରେ କାଟିବେ। କୌଣସି କାରଣରୁ ବେଳେବେଳେ ଆପଣ ନିଜେ ବାଛିଥିବା ରାସ୍ତାରୁ ଅଲଗା ରାସ୍ତାରେ ଯାଇ ନିଜର ସାମର୍ଥ୍ୟକୁ କ୍ଷୟ କରିପାରନ୍ତି। ଆପଣ ନିଜ କ୍ରୋଧକୁ ପରିତ୍ୟାଗ କରି ଦିନଟିକୁ ମନଭରି ଉପଭୋଗ କରନ୍ତୁ।

କୁମ୍ଭ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ଆପଣ ପ୍ରତିକ୍ଷେତ୍ରରେ ସତର୍କତା ଅବଲମ୍ଵନ କରିବାକୁ ପରାମର୍ଶ ଦିଆଯାଉଛି। କୌଣସି ଡାକ୍ତରୀ ଚିକିତ୍ସା ପାଇଁ ହସ୍ପିଟାଲ ଯାଇ ପାରନ୍ତି। ମଧ୍ୟାହ୍ନ ବେଳକୁ ଆପଣଙ୍କ ଭୋଗିଥିବା ସବୁ ଯନ୍ତ୍ରଣାର ଅବସାନ ଘଟିବ। ମାନସିକ ଶାନ୍ତି ଫେରିଆସିବା ଆପଣଙ୍କ କାର୍ଯ୍ୟ ଅତି କ୍ଷୀପ୍ର ଗତିରେ ଆଗେଇବ ଏବଂ ହାକିମଙ୍କ ଦ୍ୱାରା ଉଚ୍ଚପ୍ରଶଂସିତ ହେବ।

ମୀନ: ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିବ। ଦିବସର ପ୍ରଥମାର୍ଦ୍ଧରେ କାର୍ଯ୍ୟରେ ଏବଂ ବ୍ୟବସାୟରେ ସଫଳତା ହାସଲ କରିବେ। ଜଣେ ବନ୍ଧୁ ବା ସହକର୍ମୀ ଯିଏ ନିକଟରେ ବିଦେଶରୁ ଫେରିଥିବେ, ତାହଙ୍କଠାରୁ ଉପହାର ପାଇବେ। ବନ୍ଧୁମାନଙ୍କ ସହ ହସଖୁସିରେ କଟାଇବେ। ଦିବସର ଦ୍ୱିତୀୟାର୍ଦ୍ଧରେ ଗ୍ରହମାନଙ୍କ ଶୁଭଦୃଷ୍ଟି ନ ଥିବାରୁ ସରକାରୀ କାର୍ଯ୍ୟ ବା ବ୍ୟବସାୟ ସଂକ୍ରାନ୍ତୀୟ ଆଇନଗତ କାର୍ଯ୍ୟକଳାପରେ ଆପଣଙ୍କୁ ସତର୍କତା ଅବଲମ୍ଵନ କରିବାକୁ ପଡିପାରେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.