ETV Bharat / bharat

ଜୁନ 15 ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Jun 15, 2022, 12:16 AM IST

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଜୁନ 15 ରାଶିଫଳ
ଜୁନ 15 ରାଶିଫଳ

ମେଷ: ଆଜି ଆପଣ ସୁନ୍ଦର ଜିନିଷ ଓ ବିଦେଶୀ କଳାକୃତିକୁ ପସନ୍ଦ କରିବେ । ଆପଣ ଏପରି ଜିନିଷ ସମ୍ପର୍କିତ ବ୍ୟବସାୟ କରିବା ପାଇଁ ଭାବିପାରନ୍ତି । ଅବଶ୍ୟ ସେ ସମ୍ପର୍କରେ ଆପଣ କୌଣସି ଉପଯୁକ୍ତ ନିଷ୍ପତ୍ତିରେ ପହଞ୍ଚି ନ ପାରନ୍ତି । କିନ୍ତୁ, ଆଗକୁ ସେ ବିଷୟରେ ଭାବିବା ପାଇଁ ମନ ଖୋଲା ରଖିବାକୁ ନିଷ୍ପତ୍ତି ନେବେ ।

ବୃଷ: ଆଜି ଆପଣ କିଣା କିଣି କରିବା ସମୟରେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରି ନ ପାରନ୍ତି । ଆପଣଙ୍କ ଉପରେ କେହି ପ୍ରଭାବ ଦେଖାଇ ପାରିବେ ନାହିଁ ଓ ଯିଏ ଦେଖେଇବାକୁ ଚେଷ୍ଟା କରିବେ ତାଙ୍କୁ କେବଳ ଭଗବାନ ସାହା । ଆଜି ଆପଣ ବିପରୀତ ଲିଙ୍ଗର ବ୍ୟକ୍ତିଙ୍କ ପାଇଁ ଅଧିକ ଖର୍ଚ୍ଚାନ୍ତରେ ପଡିପାରନ୍ତି ।

ମିଥୁନ: ଆଜି ସବୁ ସମୟରେ ଆପଣଙ୍କ ସମସ୍ୟାଗୁଡିକ ପାଇଁ ପ୍ରୋତ୍ସାହନ ଓ ସମର୍ଥନ ପାଇବାକୁ ଆଶା କରିପାରନ୍ତି । ଆପଣଙ୍କ ଅଧିକ ଗପିବାର ଏକ ଅଭ୍ୟାସ ଅଛି ଓ ଆପଣଙ୍କ ମତାମତ ଦ୍ଵାରା ଚାପ ହଟାଇବାର ଆପଣଙ୍କ କ୍ଷମତାର ଆଜି ପରୀକ୍ଷା ହେବ ।

କର୍କଟ: ଆପଣଙ୍କ ବ୍ୟବସାୟିକ ଭାବେ ପରିଚିତ ଲୋକମାନେ ଆପଣଙ୍କୁ ଭଗବାନଙ୍କ ଅପାର କରୁଣା ଭଳି ସାହାଯ୍ୟ ପାଇଁ ଆଗେଇ ଆସିବେ । ଏହାର ଅର୍ଥ ସେମାନେ ବାସ୍ତବରେ ଆପଣଙ୍କୁ ମରଣମୁହଁରୁ ମୁକୁଳାଇ ନେବେ ।

ସିଂହ: ଲୋକମାନଙ୍କୁ ପ୍ରୋତ୍ସାହିତ କରିବାର ଗୋଟିଏ ଉପାୟ ହେଉଛି ନିଜେ କାମ କରି ଦେଖାଇବା, ଅନ୍ୟଟି ହେଉଛି କଥା ମାଧ୍ୟମରେ ତାହା କରିବା । ଉଭୟ ସମାନ ଭାବେ ପ୍ରଭାବଶାଳୀ ଅଟେ । ଭାଗ୍ୟର କିଛି ସାହାଯ୍ୟ ଦ୍ଵାରା ଆଜି ଆପଣଙ୍କ କାମ ଠାରୁ କହିବା କଥାର ଓଜନ ଅଧିକ ରହିବ ଯାହା ଦ୍ଵାରା ଆପଣ ନିଜ ଉପସ୍ଥାପନା ଦକ୍ଷତାର ଉଚିତ ବ୍ୟବହାର କରିବେ ।

କନ୍ୟା: ଆଜିର ସକାଳ ଆପଣଙ୍କ ପାଇଁ ଦୟାଶୀଳ ଏବଂ ବନ୍ଧୁତ୍ୱପୂର୍ଣ୍ଣ ରହିବ । ଆଜି ଦିନରେ ଶୁଭାରମ୍ଭ ହୋଇଥିବା ସ୍କିମ୍‌ ଏବଂ ପ୍ରକଳ୍ପ ସଫଳତାର ସହ ସ୍ଥିର ହେବ । ପେଶାଦାର ଏବଂ ଅଫିସ୍‌ ଯାଉଥିବା ବ୍ୟକ୍ତି ପଦୋନ୍ନତି ଏବଂ ଦରମା ବୃଦ୍ଧି ପାଇପାରନ୍ତି । ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଅଧିକ ଲାଭବାନ ହୋଇପାରନ୍ତି । ଆପଣଙ୍କ ବାପାଙ୍କ ତରଫରୁ ବିଶେଷ ବ୍ୟବସ୍ଥା ଏବଂ ଲାଭ ଆସିପାରେ ।

ତୁଳା: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ନୂଆ କାମ ଆରମ୍ଭ କରିବା ପାଇଁ ଆଜି ଦିନ ବହୁତ ଶୁଭ । ମିଠା କଥା କହି ଆପଣ ସମସ୍ତଙ୍କ ହୃଦୟ ଜିତିପାରିବେ। ଆପଣଙ୍କ ଘର ଓ ଏହାର ଭିତର ସାଜସଜ୍ଜା ଲୋକମାନଙ୍କୁ ପ୍ରଭାବିତ କରିବ। ଧନ ପ୍ରାପ୍ତିର ସୁଯୋଗ ରହିଛି।

ବିଛା: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଭଲ ରହିଛି । ଅଯଥା କାର୍ଯ୍ୟକଳାପରୁ ନିବୃତ ରହନ୍ତୁ । ଆଜି ଅଜଣା ବ୍ୟକ୍ତିଙ୍କ ସହିତ ମିଳାମିଶା ଠାରୁ ଦୂରେଇ ରୁହନ୍ତୁ । ଆଜିପାଇଁ ସବୁଠାରୁ ଉତ୍ତମ କାର୍ଯ୍ୟ ହେଉଛି ଯୋଗ କିମ୍ୱା ଧ୍ୟାନ କରିବା । ଦର୍ଶନୀୟ ସ୍ଥାନ ଭ୍ରମଣର ସୁଯୋଗ ରହିଛି ।

ଧନୁ: ଆଜିର ଦିନ ଆପଣଙ୍କ ପାଇଁ ସୁଖ ଦାୟକ ଅଟେ। ମଉଜମସଲିସରେ ଦିନଟି ଅତିବାହିତ ହେବ। ଅନେକ ନୂଆ ଲୋକଙ୍କ ସହ ମିଳାମିଶା କରିପାରନ୍ତି । ସାଂସ୍କୃତିକ କାର୍ଯ୍ୟରେ ହସ୍ତକ୍ଷପ କରିବେ । ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ଆମୋଦ ଭ୍ରମଣରେ ଯିବା ପାଇଁ ଯୋଜନା କରିବା ଏକ ଭଲ ଚିନ୍ତାଧାରା ହେବ ।

ମକର: କର୍ମକ୍ଷେତ୍ରରେ ପୁରସ୍କାର ଓ ମାନ୍ୟତା ପାଇ ପାରନ୍ତି । ସହକର୍ମୀମାନେ ଆପଣଙ୍କ ସଫଳତାରେ ଈର୍ଷାନ୍ୱିତ ହେବେ ନାହିଁ । କୌଣସି ଭଲ ଖବର ପାଇବେ । ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି । ବିବାହ ସମ୍ବନ୍ଧୀୟ ଖବର ଆସିପାରେ ।

କୁମ୍ଭ: ଆଜି ଦିନରେ ଆପଣଙ୍କର ଭାବିବା ଏବଂ କହିବା ଭିତରେ ଫରକ ଆସିବ । ଆପଣ ଏକ ଜ୍ଞାନଭିତ୍ତିକ ଆଲୋଚନା ଏବଂ ଭାଷଣରେ ଭାଗ ନେଇପାରନ୍ତି । ଅଚାନକ ଖର୍ଚ୍ଚ ବଢିଯିବାର ମଧ୍ୟ ସମ୍ଭାବନା ଅଛି । ସାମାନ୍ୟ ଅସୁସ୍ଥତା ହେତୁ ବିରକ୍ତି ଭାବ ପ୍ରକାଶ କରିବେ ।

ମୀନ: ଆଜି ଆପଣଙ୍କଠାରେ ଆଗ୍ରହ ଏବଂ ଶକ୍ତିର ଅଭାବ ଦେଖାଦେବ । ଆପଣଙ୍କ ପରିବାରରେ ସମସ୍ୟା ଦେଖାଦେବ, ଆପଣଙ୍କୁ କଳହ ଏବଂ ଯୁକ୍ତିତର୍କ ନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଦୁର୍ବଳ ଏବଂ ଶକ୍ତିହୀନ ଅନୁଭବ କରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.