ETV Bharat / bharat

ନିଜ ଦୁନିଆରୁ ବାହାରକୁ ଆସନ୍ତୁ, ବୌଦ୍ଧିକ ଆଲୋଚନା ଏହି ରାଶିର ବ୍ୟକ୍ତିଙ୍କୁ ଉତ୍ସାହିତ କରିବ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope
author img

By ETV Bharat Odisha Team

Published : Nov 13, 2023, 12:05 AM IST

ମେଷ: ଆପଣ ଆଜି ଭାଗ୍ୟଶାଳୀ । ଆପଣଙ୍କ ପାଇଁ ସମସ୍ତ ପ୍ରକାର ପ୍ରଶଂସା ଏବଂ ପୁରସ୍କାର ଗଚ୍ଛିତ ରହିଛି । ବୌଦ୍ଧିକ ଆଲୋଚନା ଆପଣଙ୍କୁ ଉତ୍ସାହିତ କରିବ । ଆପଣଙ୍କର ସମାଲୋଚନା ମନୋଭାବ ନିୟନ୍ତ୍ରଣରେ ରଖନ୍ତୁ ।

ବୃଷ: ସୁନ୍ଦର ମନୋବୃତ୍ତିର ପୁରସ୍କାର ଆପଣ ପାଇ ଆସୁଛନ୍ତି । ମାନସିକ ସ୍ଥିରତା, ସ୍ପଷ୍ଟତା ଏବଂ ଶାନ୍ତତାର ଲାଭ ଅନେକ ରହିଛି ଯାହାକି ଆପଣ ପ୍ରାପ୍ତ କରିବେ । ଆପଣ ପଛକଥା ଛାଡ଼ି ଆଗକୁ ବଢ଼ିବା ପାଇଁ ନିଷ୍ପତି ନେବେ । ଅନ୍ୟମାନଙ୍କ ବିଷୟରେ ଚିନ୍ତା ନକରି ନିଜ କାମ ନିଜେ କରି ଚାଲିବେ । ନୂଆ ଭାବରେ ପ୍ରାପ୍ତ ହୋଇଥିବା ଏକ ଖୁସି ଖବର ଆପଣଙ୍କ ପରିବାର ଏବଂ ଆପଣଙ୍କୁ ଅନେକ ଖୁସି ଓ ଆନନ୍ଦ ଦେବ ।

ମିଥୁନ: ଆପଣ ନିଜ ଦୁନିଆରୁ ବାହାରକୁ ଆସନ୍ତୁ । ଆପଣଙ୍କ ପିଲା, ସ୍ୱାମୀ/ସ୍ତ୍ରୀ କିମ୍ୱା ପ୍ରିୟଜନଙ୍କ ଆବଶ୍ୟକତା ଆଡକୁ ଧ୍ୟାନର ସହିତ ନଜର କରନ୍ତୁ । ନକ୍ଷତ୍ରର ପ୍ରଭାବରୁ ନିଜର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ନଜର ଦେବା ଆବଶ୍ୟକ ଯେହେତୁ ଆପଣ ସହଜରେ ପେଟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।

କର୍କଟ: ଆପଣ ନିଜକୁ ଅପରାଧୀ ବିଚାର କରିବେ । ବର୍ତ୍ତମାନର ଚାକିରି ସନ୍ତୁ‌ଷ୍ଟ ନୁହନ୍ତି । ଆପଣ ଅଧିକ ପାଇବା ପାଇଁ ଯୌଗ୍ୟ, ତେଣୁ ଆପଣଙ୍କୁ ସେହିପରି ଅନୁଭବ ହେଉଛି । ଏହିଭଳି ଭାବନା ଯୋଗୁଁ ଆପଣଙ୍କ ମନରେ ନିରାଶ ସ୍ଥାନ ନେବ । ଯଦି ଆପଣ କ୍ଲାନ୍ତ ଏବଂ ଶକ୍ତିହୀନ ଅନୁଭବ କରୁଛନ୍ତି, ତେବେ ଆପଣଙ୍କର ବର୍ତ୍ତମାନ ପରିସ୍ଥିତିକୁ ଆଉ ଥରେ ମୂଲ୍ୟାଙ୍କନ କରନ୍ତୁ ।

ସିଂହ: ଆଜି ଦିନଟି ଦୁଃଖମୟ ରହିବ । ଆପଣଙ୍କ ଶରୀର, ରାଗ ଏବଂ କଥା ପ୍ରତି ଯତ୍ନବାନ ହୁଅନ୍ତୁ । ପରିବାର ଭିତରେ ଦ୍ୱନ୍ଦର ଆଶଙ୍କା ଅଛି । ତେଣୁ ପରିସ୍ଥିତିକୁ ବିଜ୍ଞତାର ସହିତ ଶାନ୍ତ ରହି ହ୍ୟାଣ୍ଡେଲ୍‌ କରନ୍ତୁ । ଯଦି ସମ୍ଭବ, ବେଆଇନ୍‌ କାର୍ଯ୍ୟକଳାପ କିମ୍ବା ଅନୈତିକ କାର୍ଯ୍ୟଠାରୁ ଦୁରେଇ ରୁହନ୍ତୁ । ଯାହାକି ଆପଣଙ୍କୁ ହଇରାଣରେ ପକାଇ ଦେଇପାରେ । ଆପଣଙ୍କ ସହ କଥାବାର୍ତ୍ତା ଏକ ଗଭୀର ଯୁକ୍ତିତର୍କ ଆଡକୁ ବାଟ ଦେଖେଇଥାଏ ।

କନ୍ୟା: ଆଜିର ସାରାଂଶ ହେଉଛି "ମିଠା ଏବଂ ମିଠାଭରା" । ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯଦି ଆପଣ ଅନ୍ୟଲୋକଙ୍କ ଅପେକ୍ଷା ଅଧିକ ମିଠା । ଭଲ ସଂପର୍କ ରଖିବାର ଲାଭ ଆପଣ ଆଜି ଅନୁଭବ କରିପାରିବେ । ଯେତେବେଳେ ଆପଣ ଲୋକମାନଙ୍କର ପ୍ରଶଂସା ପାଇବେ । ଆପଣଙ୍କୁ ନ୍ୟସ୍ତ କରାଯାଇଥିବା କାର୍ଯ୍ୟ ଆପଣ ସମୟ ପୁର୍ବରୁ ସମାପ୍ତ କରିପାରିବେ ।

ତୁଳା: ଆପଣ ଅତ୍ୟନ୍ତ ଯତ୍ନଶୀଳ ଏବଂ ତୃଟିହୀନ । ଯେତେବେଳେ ଏହା ଅର୍ଥ ଏବଂ ଆର୍ଥିକ ବିଷୟ ସହିତ ଜଡିତ ହୋଇଥାଏ । ଯଦି ବ୍ୟବସାୟ ପାଇଁ ପାଣ୍ଠି ବନ୍ଦୋବସ୍ତ କରିବା ପାଇଁ ଚାହୁଁଛନ୍ତି, ତେବେ ଏହା ହିଁ ଉତ୍କୃଷ୍ଟ ସମୟ । ଆପଣ ଆଜି ସୃଜନଶୀଳ ହେବେ । ଏହି ଗୁଣ ଦ୍ୱାରା ଅନ୍ୟମାନଙ୍କୁ ସହଜରେ ପ୍ରଭାବିତ କରିପାରିବେ ।

ବିଛା: ଆପଣଙ୍କ ଭାଷା ଏବଂ କଥାବାର୍ତ୍ତାରେ ଆପଣ ସତର୍କ ଏବଂ ନିୟନ୍ତ୍ରିତ ହେବା ପାଇଁ ପରାମର୍ଶ ଦିଆହେଉଛି । ସାଧାରଣ ଅସୁସ୍ଥତା, ମାନ୍ଦାପଣ ଏବଂ ଷ୍ଟ୍ରେସ୍‌ ଆଜି ଆପଣଙ୍କୁ ଶାନ୍ତ ରହିବା ପାଇଁ ଦେବ ନାହିଁ। ଡ୍ରାଇଭିଂ କଲାବେଳେ ଅତ୍ୟନ୍ତ ଯତ୍ନଶୀଳ ହୁଅନ୍ତୁ । ଯଦି କୌଣସି ଡାକ୍ତରୀ ଚିକିତ୍ସା ପାଇଁ ଯିବାର ଯୋଜନା କରିଛନ୍ତି, ତେବେ ଆଜି ନ କରି ଆଗକୁ ଘୁଞ୍ଚାନ୍ତୁ ।

ଧନୁ: ଆପଣ ଅର୍ଥ, ସମାଜ ଏବଂ ପରିବାର ଭଳି ମୁଖ୍ୟ କ୍ଷେତ୍ରରେ ଖୁସି ଏବଂ ଭଲ ଭାଗ୍ୟର ଆଶୀର୍ବାଦ ପାଇଛନ୍ତି । ଅର୍ଥ ଏବଂ ଅନ୍ୟ ଜିନିଷ ସମାନ ଭାବରେ ପ୍ରାପ୍ତ କରିବାର ଅଛି । ମୋଟ ଉପରେ ଏହା ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବାକୁ ଯାଉଛି । ବ୍ୟବସାୟରେ ଆପଣ ପୁରସ୍କାର ଏବଂ ଲାଭ ଉଭୟ ପ୍ରାପ୍ତ କରିବେ । ପ୍ରିୟଜନଙ୍କ ସହିତ ଏକ ପର୍ଯ୍ୟଟନ ସ୍ଥାନକୁ ଯିବାର ମଧ୍ୟ ସମ୍ଭାବନା ରହିଛି ।

ମକର: ଆପଣ ନିଜକୁ ଭାଗ୍ୟଶାଳୀ ଅନୁଭବ କରିବେ । ପିଲା ଏବଂ ପରିବାର ଦୃଷ୍ଟିକୋଣରୁ ଆପଣଙ୍କ ମନରେ ଆନନ୍ଦ ଏବଂ ସନ୍ତୁଷ୍ଟି ଅଛି । ଆପଣ ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ଦେଖା କରିପାରନ୍ତି । ବ୍ୟବସାୟରେ ଆର୍ଥିକ ବିଷୟକୁ ନେଇ ଆପଣ ଭ୍ରମଣ କରିବାକୁ ପଡିପାରେ । କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଏହା ଆପଣଙ୍କ ପାଇଁ ଭାଗ୍ୟଶାଳୀ ଏବଂ ଲାଭଦାୟକ ପ୍ରମାଣିତ ହେବ ।

କୁମ୍ଭ: ଆପଣ ପ୍ରତିଯୋଗୀଙ୍କୁ ନେଇ ଅନାବଶ୍ୟକ ତର୍କ ପ୍ରତିଯୋଗିତା ଏବଂ ଯୁକ୍ତିତର୍କରେ ନିଜକୁ ସାମିଲ କରନ୍ତୁ ନାହିଁ । ସାମାନ୍ୟ କିନ୍ତୁ ଲଗାତାର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଆପଣ ମାନ୍ଦା ଏବଂ ହତାସ ଅନୁଭବ କରିପାରନ୍ତି । ଭାଗ୍ୟବଶତଃ ଆପଣ ମାନସିକ ଭାବରେ କୋହଳ ଏବଂ କୌତୁହଳ ଅନୁଭବ କରିବେ ।

ମୀନ: ଆପଣଙ୍କ ଅନୈତିକ କାର୍ଯ୍ୟକଳାପ ଆପଣଙ୍କୁ ଅସୁବିଧାରେ ପକାଇପାରେ । ନିଜର ଜିହ୍ୱା ଓ କ୍ରୋଧକୁ ନିଜ ଆୟତରେ ରଖନ୍ତୁ । ନିଜର ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ । ବେଆଇନ କାର୍ଯ୍ୟକଳାପରେ ନିଜକୁ ଜ଼ଡିତ କରନ୍ତୁ ନାହିଁ । ଶାରିରୀକ ଚିକିତ୍ସା ନିମନ୍ତେ ଖର୍ଚ୍ଚାନ୍ତ ହେବାକୁ ପ଼ଡିପାରେ । ଆପଣ ଆଶ୍ୱସ୍ଥି ଅନୁଭବ କରିପାରନ୍ତି । ମୂଲ୍ୟହୀନ ଚିନ୍ତା ଆପଣଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିପାରେ । ତାଠାରୁ ଦୂରେଇ ରୁହନ୍ତୁ । ନିଜର ଇଶ୍ୱର ବିଶ୍ୱାସୀ ମନ ଆପଣଙ୍କୁ ଇଶ୍ୱରଙ୍କୁ ଆରାଧନା କରିବା ପାଇଁ ପ୍ରେରଣା ଯୋଗାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.