ETV Bharat / bharat

ଅଗଷ୍ଟ 10 ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - ଅଗଷ୍ଟ 10 ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଅଗଷ୍ଟ 10 ରାଶିଫଳ
ଅଗଷ୍ଟ 10 ରାଶିଫଳ
author img

By

Published : Aug 10, 2022, 12:00 AM IST

ମେଷ: ଆଜି ଦିନର ଲାଭ ପ୍ରାପ୍ତ କରିବା ପାଇଁ ଆପଣ ଅନାବଶ୍ୟକ ଯୁକ୍ତିତର୍କ, ଅର୍ଥହୀନ ତର୍କ ଏବଂ ପ୍ରତିକୂଳ ମନୋଭାବରୁ ଦୂରରେ ରହନ୍ତୁ । ଅନ୍ୟଥା ଆପଣଙ୍କ ପାଇଁ ଭାରି ପଡିବ ଏବଂ ଆପଣଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ । କାର୍ଯ୍ୟ ସମାପ୍ତ କରିବା ଏବଂ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ସମାପ୍ତ କରିବା ଏକ ସମସ୍ୟା ହେବ ନାହିଁ, ଆଜି ଦିନ ସଫଳ ରହିବ ।

ବୃଷ: ଆଜି, ନକ୍ଷତ୍ରଗଣ ଆପଣଙ୍କ ସପକ୍ଷରେ ନୁହନ୍ତି । ତେଣୁ କାର୍ଯ୍ୟ ଆରମ୍ଭ କରିବା ପୁର୍ବରୁ କିମ୍ବା କୌଣସି ଜିନିଷରେ ଆପଣ ନିଜକୁ ସଂପୃକ୍ତ କରିବା ପୁର୍ବରୁ ନିଶ୍ଚିତ କରନ୍ତୁ ଯେ ଆପଣ କୌଣସି ଆଇନ୍‌ବିରୁଦ୍ଧ କାର୍ଯ୍ୟ କରିବେ ନାହିଁ । ନୂଆ କାର୍ଯ୍ୟ ଏବଂ ପ୍ରକଳ୍ପ ହାତକୁ ନୁଅନ୍ତୁ ନାହିଁ କାରଣ ଏହା ଫଳପ୍ରଦ ହୋଇ ନପାରେ । ଏହା ପରିବର୍ତ୍ତେ, ଆପଣ ନିଜର ଅଭ୍ୟାସ ଏବଂ ମନ-ତାଜା କରିବା କାର୍ଯ୍ୟ କରନ୍ତୁ । ଏହା ଆପଣଙ୍କ ଚିନ୍ତା କମ୍‌ କରିବାରେ ସାହାଯ୍ୟ କରିବ ।

ମିଥୁନ: ଆଜିର ଦିନ ଦୁଇ ଭାଗରେ ବିଭକ୍ତ ସପକ୍ଷ ଏବଂ ବିପକ୍ଷ । ପ୍ରଥମ ଭାଗ ଆମୋଦପ୍ରମୋଦ, ଖୁସୀ ଏବଂ ଉତ୍ତମ ସ୍ୱାସ୍ଥ୍ୟକୁ ପ୍ରତିନିଧିତ୍ୱ କରୁଛି ଏବଂ ଦ୍ୱିତୀୟ ଭାଗ ଆପଣଙ୍କ ପାଇଁ ଅସୁବିଧା ଆଣିଦେବ । ତେଣୁ ଦିନର ଅଧିକାଂଶ ସମୟ ମଙ୍ଗଳକାରୀ କାର୍ଯ୍ୟରେ ବିତାନ୍ତୁ ଏବଂ ତା ସହିତ ବନ୍ଧୁ ଏବଂ ପରିବାର ବର୍ଗଙ୍କ ସହିତ ମିଳାମିଶା ଏବଂ ଆନନ୍ଦ ଉଲ୍ଲାସରେ କାଟନ୍ତୁ ।

କର୍କଟ: ପ୍ରତ୍ୟେକ କ୍ଷେତ୍ର, ବ୍ୟକ୍ତିଗତ, ପେଶାଗତ କିମ୍ୱା ସାମାଜିକ ହେଉ, ଆପଣ ପ୍ରକୃତରେ ପ୍ରଭାବଶୀଳ ରହିବେ । ବିପୁଳ ଅର୍ଥ ଲାଭ ହେବ, ପେଶାଦାରଙ୍କ ପାଇଁ ପଦୋନ୍ନତି ଏବଂ ଦରମାରେ ବୃଦ୍ଧି ମଧ୍ୟ ହୋଇପାରେ । ଆଜି କୌଣସି ପ୍ରକାର ଭୁଲ ହେବ ନାହିଁ । କାର୍ଯ୍ୟର ଗୁଣବତ୍ତାରେ କମ୍‌ ନ ହୋଇ ସମସ୍ତ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟ ସୀମାରେ ସମାପ୍ତ ହୋଇପାରିବ, ଫଳରେ ଅଫିସ୍‌ର ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରଭାବିତ ହେବେ ।

ସିଂହ: ଆଜି, ସମସ୍ତ ଦୃଷ୍ଟିକୋଣରୁ ନକ୍ଷତ୍ରଗଣ ଆପଣଙ୍କ ସପକ୍ଷରେ ଅଛନ୍ତି । ଘରେ, ପରିବେଶ ବନ୍ଧୁତ୍ୱପୁର୍ଣ୍ଣ ଏବଂ ଶାନ୍ତ ରହିବ ଏବଂ ଅଫିସ୍‌ରେ ପରିବେଶ ଅନୁକୂଳ ରହିବ । ଅବଶ୍ୟ, ଜଙ୍କ୍‌ ଖାଦ୍ୟ ଏବଂ ରେଷ୍ଟୁରାଣ୍ଟ୍‌ରୁ ଦୁରେଇ ରହନ୍ତୁ, ଫଳରେ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ବ୍ୟବସାୟୀ ମାନଙ୍କ ପାଇଁ ଲାଭଦାୟକ ହେବ ଏବଂ ଭଲ ଭାଗ୍ୟ ଆଣିଦେବ ।

କନ୍ୟା: ଆଜିର ଦିନ ଅସୁବିଧା ଏବଂ କଷ୍ଟ ଭରା ରହିବ । ଯଦି ଆପଣ ମନ, ଶରୀର ଏବଂ ମନୋବୃତ୍ତି ଆଶାବାଦୀ ରଖିବାରେ ସଫଳ ହେବେ, ତେବେ ଆଜିର ସମସ୍ତ ପ୍ରତିବନ୍ଧକ ଅତିକ୍ରମ କରିପାରିବେ । ବ୍ୟକ୍ତିଗତ ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ଏକ ପରୀକ୍ଷାର ଦିନ ରହିବ ଯେହେତୁ ଆପଣଙ୍କର ମାଆଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ, ପରିବାର ସଦସ୍ୟ ଯଶ ହାନୀ ହୋଇପାରେ, ଟଙ୍କା ଅତ୍ୟଧିକ ଖର୍ଚ୍ଚ ହୋଇପାରେ; ତେଣୁ ପରିପକ୍ୱତାର ସହିତ ସମସ୍ୟା ସମାଧାନ କରନ୍ତୁ ଏବଂ ପ୍ରତ୍ୟେକ ପଦକ୍ଷେପରେ ସତର୍କତା ଅବଲମ୍ବନ କରନ୍ତୁ ।

ତୁଳା: ସମସ୍ତ ଆରମ୍ଭ ଭଲରେ ଶେଷ ହୋଇ ନଥାଏ । ଯଦି ଆପଣ ନୂଆ କାର୍ଯ୍ୟ କିମ୍ୱା ନୂଆ ପ୍ରକଳ୍ପ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି, ତେବେ ସକାଳ ସମୟରେ ହିଁ ଆରମ୍ଭ କରନ୍ତୁ । ଏହା ଫଳପ୍ରଦ ହୋଇପାରେ । କାରଣ, ଅପରାହ୍ନରେ ଆପଣ ଶାରିରୀକ ଏବଂ ମାନସିକ ଭାବରେ କ୍ଲାନ୍ତ ଅନୁଭବ କରିପାରନ୍ତି । ଏଭଳି କାର୍ଯ୍ୟ ଆପଣ ଆରମ୍ଭ କରିବେ ନାହିଁ ଯାହାକି ଆପଣଙ୍କ ପାଇଁ କଷ୍ଟଦାୟକ ଏବଂ ମନରେ ଷ୍ଟ୍ରେସ୍‌ ଦେବ ।

ବିଛା: ଆଜିର ଦିନ ହତାଶରେ ଆରମ୍ଭ ହେବ ଏବଂ ଆଶାବାଦୀରେ ଶେଷ ହେବ । ସକାଳରେ ସବୁ ଦୃଷ୍ଟିକୋଣରୁ କଷ୍ଟକର ହେବ, ବିଶେଷ ଭାବରେ ପେଶାଦାର ଦୃଷ୍ଟିକୋଣରୁ । ଅଧିକ କାର୍ଯ୍ୟଭାର ଏବଂ ଆଶାନୁରୁପ ଫଳ ପ୍ରାପ୍ତ ନକରିବା ଆପଣଙ୍କ ଉତ୍ସାହକୁ କମ୍‌ କରିଦେବ; କିନ୍ତୁ, ଅପେକ୍ଷା କରନ୍ତୁ, ସନ୍ଧ୍ୟା ବେଳକୁ ପରିସ୍ଥିତିରେ ଉନ୍ନତି ହେବ । ଘରେ ଆପଣ କଳହ ଏବଂ ଅର୍ଥହୀନ ଯୁକ୍ତିତର୍କରୁ ଦୁରେଇ ରହନ୍ତୁ ।

ଧନୁ: ଆପଣଙ୍କ ପାଇଁ ଆଜିର ଦିନ ସାଧାରଣ ରହିବ । ଦିନର ପ୍ରଥମ ଭାଗରେ ଖୁସୀ ଏବଂ ସନ୍ତୁଷ୍ଟିର ବର୍ଷା ହେବ, କିନ୍ତୁ ଦିନର ଦ୍ୱିତୀୟ ଭାଗରେ ଆପଣ ଅସୁବିଧାର ସମ୍ମୁଖୀନ ହେବେ । ଆର୍ଥିକ ଲାଭ, ସାମାଜିକ ପରିଦର୍ଶନ ଏବଂ ମନ୍ଦିରକୁ ଯାତ୍ରା ହେବାର ସମ୍ଭାବନା ରହିଛି । ଦ୍ୱିତୀୟ ଭାଗ ଆପଣଙ୍କ ପାଇଁ ସହାୟକ ଏବଂ ସାହାଯ୍ୟକାରୀ ହେବ ।

ମକର: ଆଜି, ସକାଳ ସମୟରେ ଆପଣ‍ଙ୍କ ପାଇଁ କିଛି ସମସ୍ୟା ରହିବ, କିନ୍ତୁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ଦିନର ପ୍ରଥମ ଭାଗରେ, ଆପଣ ଅତ୍ୟନ୍ତ ସଜାଗ ଏବଂ ଯତ୍ନଶୀଳ ରହନ୍ତୁ, ଯଦି ଆପଣ କୌଣସି ଆଇନଗତ ବିବାଦରେ ସାକ୍ଷୀ ହୋଇଛନ୍ତି । ଗାଡି ଅଧିକ ସ୍ପିଡ କରନ୍ତୁ ନାହିଁ କାରଣ ଦୁର୍ଘଟଣା ହେବାର ସମ୍ଭାବନା ରହିଛି ।

କୁମ୍ଭ: ଆଜି, ଆପଣଙ୍କ ପାଇଁ ଏକ ଫଳପ୍ରଦ ଦିନ । ସାମାଜିକ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ଫଳପ୍ରଦ ହେବ । ଦିନର ଦ୍ୱିତୀୟ ଭାଗରେ ପରିସ୍ଥିତି କଷ୍ଟକର ହେବ । ଘରର ପରିବେଶ ଶାନ୍ତରୁ ଅପ୍ରିତିକର ଆଡକୁ ଗତି କରିବ । ପରିବାରରେ ଅପ୍ରିତିକର ପରିବେଶ ସ୍ୱହାଦୌପୂର୍ଣ୍ଣ ଏବଂ ଶାନ୍ତତାକୁ ନଷ୍ଟ କରିଦେବ ।

ମୀନ: ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଆଜି ଆପଣ ଉନ୍ନତି କରିବେ । ସାମାଜିକ ଦୃଷ୍ଟିକୋଣରୁ ଆପଣଙ୍କ ସମ୍ମାନରେ ବୃଦ୍ଧି ହେବ ଏବଂ ପେଶାଦାର ଦୃଷ୍ଟିକୋଣରୁ ପଦୋନ୍ନତି ହୋଇପାରେ ଏବଂ ଆର୍ଥିକ ଲାଭ ମଧ୍ୟ ହୋଇପାରେ । ଅବଶ୍ୟ ବ୍ୟକ୍ତିଗତ ଦୃଷ୍ଟିକୋଣରୁ ଅତ୍ୟନ୍ତ ଭଲ ରହିବ । ଆଜିର ଜୀବନ ଆପଣଙ୍କ ପାଇଁ ଖୁସୀ, ଶାନ୍ତତା ଏବଂ ସନ୍ତୁଷ୍ଟିର ଉପଯୁକ୍ତ ସନ୍ତୁଳନ ରହିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.