ହାଇଦ୍ରାବାଦ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ହିମାଚଳ ପ୍ରଦେଶ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ । ସେ ତେଲେଙ୍ଗାନାର ଚୌଟାପାଲର ଖଇତାପୁରମ ଯାଇଥିବା ବଳେ ତାଙ୍କ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡିଛି ।
ତେବେ, ଅନ୍ୟ ଏକ ଗାଡିରେ ଗଭର୍ଣ୍ଣର ସୂର୍ଯ୍ୟପେଟ ଗସ୍ତ କରିଥିଲେ । ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରରେ ରାଜ୍ୟପାଳଙ୍କ ସମେତ ଡ୍ରାଇଭର ଓ ବ୍ୟକ୍ତିଗତ ସହାୟକ ମଧ୍ୟ ଥିଲେ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ