ETV Bharat / bharat

Helicopter Crashed: ରାୟପୁର ବିମାନ ବନ୍ଦରରେ ହେଲିକପ୍ଟର କ୍ରାସ, 2 ପାଇଲଟ ମୃତ

author img

By

Published : May 12, 2022, 10:41 PM IST

Updated : May 12, 2022, 11:02 PM IST

ରାୟପୁର ବିମାନ ବନ୍ଦରରେ ହେଲିକପ୍ଟର କ୍ରାସ, 2 ପାଇଲଟ ମୃତ । ଅଧିକ ପଢନ୍ତୁ

ରାୟପୁର ବିମାନ ବନ୍ଦରରେ ହେଲିକପ୍ଟର କ୍ରାସ, 2 ପାଇଲଟ ମୃତ

ରାୟପୁର: ଛତିଶଗଡର ରାଜଧାନୀ ରାୟପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି ହେଲିକପ୍ଟର । ସ୍ବାମୀ ବିବେକାନନ୍ଦ ବିମାନବନ୍ଦରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି । ଅବତରଣ ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

Helicopter Crashed: ରାୟପୁର ବିମାନ ବନ୍ଦରରେ ହେଲିକପ୍ଟର କ୍ରାସ, 2 ପାଇଲଟ ମୃତ

ଦୁର୍ଘଟଣା ସମ୍ପର୍କରେ ରାୟପୁର ବିମାନ ବନ୍ଦର ନିର୍ଦ୍ଦେଶକ ରାକେଶ ସାହା ସ୍ପଷ୍ଟ କରିଛନ୍ତି । ଏହା ଛତିଶଗଡ ସରକାରଙ୍କ ହେଲିକପ୍ଟର ବୋଲି ମଧ୍ୟ ସୂଚନା ମିଳିଛି । ଏଥିରେ ପ୍ରାଣ ହରାଇଥିବା ଦୁଇ ପାଇଲଟ କ୍ୟାପଟନ ପଣ୍ଡା ଓ କ୍ୟାପଟେନ ଶ୍ରୀବାସ୍ତବ ବୋଲି ପରିଚୟ ମିଳିଛି । ଘଟଣା ନେଇ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଶୋକ ପ୍ରକାଶ କରିଛନ୍ତି ।

  • अभी रायपुर में एयरपोर्ट पर स्टेट हेलीकॉप्टर के क्रैश होने की दुखद सूचना मिली.

    इस दुखद हादसे में हमारे दोनों पायलट कैप्टन पंडा और कैप्टन श्रीवास्तव का दुखद निधन हो गया है।

    इस दुःख की घड़ी में ईश्वर उनके परिवारजनों को संबल एवं दिवंगत आत्मा को शांति प्रदान करे।

    ॐ शांति:

    — Bhupesh Baghel (@bhupeshbaghel) May 12, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 12, 2022, 11:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.