ETV Bharat / bharat

ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ, 6ରୁ ଉର୍ଦ୍ଧ୍ବ ଆହତ - ଆତଙ୍କବାଦୀଙ୍କ ଗ୍ରେନେଡ ମାଡ

ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡରେ 6ରୁ ଉର୍ଦ୍ଧ୍ବ ଆହତ । ଘଟଣାସ୍ଥଳରେ ସୁରକ୍ଷାବଳ । ସର୍ଚ୍ଚ ଅପରେସନ ଆରମ୍ଭ । ଅଧିକ ପଢନ୍ତୁ

ଆତଙ୍କବାଦୀଙ୍କ ଗ୍ରେନେଡ ମାଡ, 6 ରୁ ଉର୍ଦ୍ଧ୍ବ ଆହତ
ଆତଙ୍କବାଦୀଙ୍କ ଗ୍ରେନେଆତଙ୍କବାଦୀଙ୍କ ଗ୍ରେନେଡ ମାଡ, 6 ରୁ ଉର୍ଦ୍ଧ୍ବ ଆହତଡ ମାଡ, 6 ରୁ ଉର୍ଦ୍ଧ୍ବ ଆହତ
author img

By

Published : Aug 21, 2022, 10:59 PM IST

ଶ୍ରୀନଗର: ଘାଟିରେ ପୁଣି ଆତଙ୍କବାଦୀଙ୍କ ଗ୍ରେନେଡ ମାଡ । ସହରର ନିଶହତ ଅଞ୍ଚଳରେ ଏହି ଆକ୍ରମଣରେ ପ୍ରାୟ 6ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସୁରକ୍ଷାବଳ ଓ ସ୍ଥାନୀୟ ପୋଲିସର ଟିମ ପହଞ୍ଚି ଅପରେସନ ଆରମ୍ଭ କରିଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

  • There was an incident of grenade throwing in nishat area by terrorists, causing a low intensity blast. A couple of civilians received minor injuries, all were given first aid and all have been discharged from hospital. Case registered to nab the culprit(s)

    — Srinagar Police (@SrinagarPolice) August 21, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.