ETV Bharat / bharat

କୋରୋନାକୁ ମାତ ଦେଇ ମେଡିକାଲରୁ ଡିସଚାର୍ଜ ହେଲେ ମନମୋହନ ସିଂହ

ସୁସ୍ଥ ହେବା ପରେ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରୁ ଡିସଚାର୍ଜ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଅଧିକ ପଢନ୍ତୁ...

କୋରୋନାକୁ ମାତ ଦେଇ ମେଡିକାଲରୁ ଡିସଚାର୍ଜ ହେଲେ ମନମୋହନ ସିଂହ
କୋରୋନାକୁ ମାତ ଦେଇ ମେଡିକାଲରୁ ଡିସଚାର୍ଜ ହେଲେ ମନମୋହନ ସିଂହ
author img

By

Published : Apr 29, 2021, 3:35 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନାକୁ ମାତ ଦେଇ ସୁସ୍ଥ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ସୁସ୍ଥ ହେବା ପରେ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରୁ ଡିସଚାର୍ଜ ହୋଇଛନ୍ତି ମନମୋହନ । କୋରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ।

ଏପ୍ରିଲ 19ରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏମ୍ସର ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା ଜାରି ରଖିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.