ETV Bharat / bharat

ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ପୂର୍ବତନ ମନ୍ତ୍ରୀ ଏମ.ମଣିକନ୍ଦନ

author img

By

Published : Jun 20, 2021, 9:31 AM IST

Updated : Jun 20, 2021, 11:47 AM IST

ବନ୍ଧା ହେଲେ AIADMKର ପୂର୍ବତନ ମନ୍ତ୍ରୀ ଏମ.ମଣିକନ୍ଦନ । ବେଙ୍ଗାଲୁରୁରୁ ତାଙ୍କୁ ଗିରଫ କରିଛି ଚେନ୍ନାଇ ପୋଲିସ । ଜଣେ ମାଲେସିଆ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

Former AIADMK minister M Manikandan arrested in Bengaluru by Chennai City Police for allegedly raping a Malaysian woman
ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ପୂର୍ବତନ ମନ୍ତ୍ରୀ ଏମ. ମଣିକନ୍ଦନ

ଚେନ୍ନାଇ: ବନ୍ଧା ହେଲେ AIADMKର ପୂର୍ବତନ ମନ୍ତ୍ରୀ ଏମ.ମଣିକନ୍ଦନ । ବେଙ୍ଗାଲୁରୁରୁ ତାଙ୍କୁ ଗିରଫ କରିଛି ଚେନ୍ନାଇ ପୋଲିସ । ଜଣେ ମାଲେସିଆ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

ପୂର୍ବରୁ ଏହି ମାମଲାରେ ମାଡ୍ରାସ ହାଇକୋର୍ଟ ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରିବାକୁ ମନା କରିବା ପରେ ସେ ଫେରାର ହୋଇଯାଇଥିଲା । ପରେ ବେଙ୍ଗାଲୁରୁରୁ ତାଙ୍କୁ ଗିରଫ କରାଯାଇଛି । ମହିଳାଙ୍କୁ ଦୁଷ୍କର୍ମ,ଗର୍ଭପାତ କରାଇବା ଏବଂ ଭୟବୀତ କରାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

@ANI

Last Updated : Jun 20, 2021, 11:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.