ETV Bharat / bharat

ଆରମ୍ଭ ହେଲା ବଜେଟ ଉପସ୍ଥାପନ

author img

By

Published : Feb 1, 2021, 11:05 AM IST

ବଜେଟ ଉପସ୍ଥାପନ ଆରମ୍ଭ । ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରୁଛନ୍ତି ସାଧାରଣ ବଜେଟ । ନୂଆ ଦଶକର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଭାଷଣ ଆରମ୍ଭ । ଅଧିକ ପଢନ୍ତୁ..

ଆରମ୍ଭ ହେଲା ବଜେଟ ଉପସ୍ଥାପନ
ଆରମ୍ଭ ହେଲା ବଜେଟ ଉଆରମ୍ଭ ହେଲା ବଜେଟ ଉପସ୍ଥାପନପସ୍ଥାପନ

ନୂଆଦିଲ୍ଲୀ: ବଜେଟ ଉପସ୍ଥାପନ ଆରମ୍ଭ । ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରୁଛନ୍ତି ସାଧାରଣ ବଜେଟ । ନୂଆ ଦଶକର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଭାଷଣ ଆରମ୍ଭ । 2021-22 ଆର୍ଥିକ ବର୍ଷ ପାଇଁ ଆୟବ୍ୟୟ ଅଟକଳର ଚିଠା ଖୋଲିଲେ ଅର୍ଥମନ୍ତ୍ରୀ । ତାଙ୍କ ସହିତ ଅଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ।

ଏଥର ବହି ଖାତା ନୁହେଁ ସମ୍ପୁର୍ଣ୍ଣ ପେପରଲେସ ରହିଛି ବଜେଟ । ଅର୍ଥମନ୍ତ୍ରୀ ଟାବଲେଟରୁ ପଢୁଛନ୍ତି ବଜେଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.