ETV Bharat / bharat

60 ମହଲା ଅଟ୍ଟାଳିକାରେ ଅଗ୍ନିକାଣ୍ଡ, ବାଲକୋନୀରୁ ଖସି ୱାଚମ୍ୟାନ ମୃତ - ମୁମ୍ବାଇ ଅଗ୍ନିକାଣ୍ଡ

ମହାରାଷ୍ଟ୍ର ମୁମ୍ବାଇରେ ଏକ ୬୦ ମହଲା ବିଶିଷ୍ଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଧିକ ପଢନ୍ତୁ...

Mumbai Fire: 60 ମହଲା ବିଶିଷ୍ଟ ଅଟ୍ଟାଳିକାରେ ଭୟାବହ ଅଗ୍ନିକାଣ୍ଡ, ଜଣେ ମୃତ

author img

By

Published : Oct 22, 2021, 2:09 PM IST

Updated : Oct 22, 2021, 2:58 PM IST

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଲାଲବାଗ ଅଞ୍ଚଳରେ ୬୦ ମହଲା ବିଶିଷ୍ଟ ବିଲ୍ଡିଂରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ବିଲ୍ଡିଂର ୧୭ ନମ୍ବର ମହଲାରୁ ୨୫ ନଂ ମହଲା ପର୍ଯ୍ୟନ୍ତ ବ୍ୟାପିଥିବା ବେଳେ ଭୀଷଣ ଧୂଆଁ ଉକ୍ତ ଅଞ୍ଚଳରେ ବ୍ୟାପିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ବାଲକୋନିରୁ ପଡ଼ି ଜଣେ ୱାଚମ୍ୟାନଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

60 ମହଲା ବିଶିଷ୍ଟ ଅଟ୍ଟାଳିକାରେ ଭୟାବହ ଅଗ୍ନିକାଣ୍ଡ, ଜଣେ ମୃତ

ଏହି ୬୦ ମହଲା ବିଶିଷ୍ଟ ଅଟ୍ଟାଳିକା ନିର୍ମାଣଧୀନ ଥିବା ଜଣାପଡ଼ିଛି । ବିଲ୍ଡିଂରେ ଥିବା କିଛି ଲୋକଙ୍କ ଶରୀରରେ ମଧ୍ୟ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ସେଠାରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି । ନିଆଁରୁ ବଞ୍ଚିବା ପାଇଁ ଜଣେ ବ୍ୟକ୍ତି ପ୍ରଥମେ ବାଲକୋନିରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏହାପରେ ସେ ବାଲକୋନିରୁ ତଳେ ପଡ଼ି ତାଙ୍କର ମୃତ୍ୟୁ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 22, 2021, 2:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.