ETV Bharat / bharat

ହାଓ୍ବଡା ପୋଲ ଉପରେ ଅଘଟଣ: ଚଳନ୍ତା ବସରେ ଲାଗିଲା ନିଆଁ

author img

By

Published : Nov 19, 2020, 7:47 PM IST

Updated : Nov 19, 2020, 9:16 PM IST

ପଶ୍ଚିମବଙ୍ଗରେ ଚଳନ୍ତା ବସରେ ଲାଗିଲା ନିଆଁ । ନିଆଁଲିଭା କାର୍ଯ୍ୟରେ 2ଟି ଦମକଳବାହିନୀ ନିୟୋଜିତ । ଅଧିକ ପଢନ୍ତୁ...

ହାଓ୍ବଡା ପୋଲ ଉପରେ ଚଳନ୍ତା ବସରେ ଲାଗିଲା ନିଆଁ

କୋଲକାତା: ପଶ୍ଚିମବଙ୍ଗର ହାଓ୍ବଡା ନିକଟରେ ଏକ ଚଳନ୍ତା ବସରେ ନିଆଁ ଲାଗିଯାଇଛି । ଆଜି(ଗୁରୁବାର) ସନ୍ଧ୍ୟା ପ୍ରାୟ 5ଟା 20 ମିନିଟ ସମୟରେ ବସରେ ନିଆଁ ଲାଗିଯାଇଥିବା ନେଇ ସୂଚନା ମିଳିଛି । ଦମକଳବାହିନୀ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ରହିଛି ।

ହାଓ୍ବଡା ପୋଲ ଉପରେ ଅଘଟଣ: ଚଳନ୍ତା ବସରେ ଲାଗିଲା ନିଆଁ

ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ହାଓ୍ବଡା ପୋଲ ନିକଟରେ ଏକ ଚଳନ୍ତା ବସରେ ନିଆଁ ଲାଗିଯାଇଛି । ବସଟି ହାଓ୍ବଡାରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିଲା । ପୋଲ ଉପରେ ଯାଉଥିବା ସମୟରେ ହଠାତ୍ ବସରେ ନିଆଁ ଲାଗିଯାଇଥିଲା । ଖବର ପାଇ 2ଟି ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାମରେ ନିୟୋଜିତ ଅଛନ୍ତି । ତେବେ ଘଟଣାରେ କୌଣସି କ୍ଷୟକ୍ଷତି ଘଟିନଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 19, 2020, 9:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.