ETV Bharat / bharat

ହୁତୁ ହୁତୁ ହୋଇ ଜଳିଗଲା କବାଡିଖାନା

author img

By

Published : Nov 12, 2021, 8:48 AM IST

ମୁମ୍ବାଇର ଏକ କବାଡିଖାନାରେ ଭୀଷଣ ଅଗ୍ନିକାଣ୍ଡ । ମୃତାହତ ନେଇ ନାହିଁ କୌଣସି ସୂଚନା । ଅଧିକ ପଢନ୍ତୁ...

ମୁମ୍ବାଇର ଏକ କବାଡିଖାନାରେ ଭୀଷଣ ଅଗ୍ନିକାଣ୍ଡ
ମୁମ୍ବାଇର ଏକ କବାଡିଖାନାରେ ଭୀଷଣ ଅଗ୍ନିକାଣ୍ଡ

ମୁମ୍ବାଇ: କବାଡିଖାନାରେ ଭୟାବହ ଅଗ୍ନିକାଣ୍ଡ । ମୁମ୍ବାଇ ମନଖୁର୍ଦ ସ୍ଥିତ ଏକ କବାଡିଖାନାରେ ଏହି ନିଆଁ ଲାଗିଛି । ନିଆଁକୁ ଆୟତ୍ତ କରିବା ପାଇଁ ୧୨ଟି ଫାୟାର ଇଞ୍ଜିନ, ୧୦ ଟ୍ୟାଙ୍କର ଏବଂ ୧୫୦ ଜଣ ନିଆଁ ଲିଭାକାରୀ ମୁତୟନ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତର ସୂଚନା ଆସିନାହିଁ ।

ଆଜି ଭୋର ପାଖାପାଖି ୩ଟା ସମୟରେ ଏହି ଅଘଟଣ ଘଟିଛି । ଯାହା ସମ୍ପର୍କରେ ଖବର ପାଇଁ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା ଜଣେ ଫାୟାର ଅଫିସର ସୂଚନା ଦେଇଛନ୍ତି । କିପରି କବାଡିଖାନାରେ ନିଆଁ ଲାଗିଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.