ETV Bharat / bharat

ସରକାରଙ୍କ ତରଫରୁ ସମାଧାନ ପାଇଁ ଆସିନି ପ୍ରସ୍ତାବ: ରାକେଶ ଟିକାୟତ

author img

By

Published : Feb 14, 2021, 8:09 AM IST

ନୂତନ କୃଷି ବିଲ ପ୍ରତ୍ୟାହୃତ ଦାବିର ସିଙ୍ଘୁ ବର୍ଡରରେ ଅଡି ବସିଛନ୍ତି ଚାଷୀ । ପାଖାପାଖି 3 ମାସ ହେବ ଜାରି ରହିଛି ଅନ୍ନଦାତାଙ୍କ ଆନ୍ଦୋଳନ । ପର୍ଯ୍ୟନ୍ତ ଆଲୋଚନା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ କୈଣସି ପ୍ରସ୍ତାବ ଆସିନାହିଁ। ଅଧିକ ପଢନ୍ତୁ...

farmer leader rakesh tikaiyat reaction on agriculture new law
ସରକାରଙ୍କ ତରଫରୁ ସମାଧାନ ପାଇଁ ଆସିନି ପ୍ରସ୍ତାବ : ରାକେଶ ଟିକାୟତ

ନୂଆଦିଲ୍ଲୀ: ନୂତନ କୃଷି ବିଲ ପ୍ରତ୍ୟାହୃତ ଦାବିର ସିଙ୍ଘୁ ବର୍ଡରରେ ଅଡି ବସିଛନ୍ତି ଚାଷୀ । ପାଖାପାଖି 3 ମାସ ହେବ ଜାରି ରହିଛି ଅନ୍ନଦାତାଙ୍କ ଆନ୍ଦୋଳନ । ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ବୈଠକ ପରେ ବୈଠକ ବସୁଛି । ହେଲେ ଏପର୍ଯ୍ୟନ୍ତ ନିଷ୍କର୍ସ ବାହାରିପାରୁନି । ସେପଟେ, ଭାରତୀୟ କିଷାନ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି ଏହି ଆନ୍ଦୋଳନ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଏହି ଆନ୍ଦୋଳନରେ କୃଷକମାନଙ୍କୁ ଏକତ୍ର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ । ଯଦି କେନ୍ଦ୍ର ସରକାର ଚାଷୀଙ୍କ ଦାବି ମାନି ନିଅନ୍ତି ।

ଆଉ ସମାଧାନର ବାଟ ବାହାର କରନ୍ତି ତେବେ ଆନ୍ଦୋଳନ ଶେଷ ହୋଇଯିବ। ରାକେଶ ଟିକାୟତ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଆଲୋଚନା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ କୈଣସି ପ୍ରସ୍ତାବ ଆସିନାହିଁ। ଏହାର ସମାଧାନ ପାଇଁ ଚାଷୀଙ୍କ ଦ୍ବାର ସରକାରଙ୍କ ପାଇଁ ସବୁବେଳେ ଖୋଲା ରହିଛି । କିନ୍ତୁ ସମାଧାନ ନହେବା ପର୍ଯ୍ୟନ୍ତ ଚାଷୀ ଏଠାରୁ ଫେରିବେ ନାହିଁ । ଅନ୍ୟପଟେ ମାର୍ଚ୍ଚ ମାସରେ ଗହମ ଅମଳ କରିବାର ସମୟ ମଧ୍ୟ ଆସୁଛି | ଯେଉଁଥିରେ କୃଷକମାନେ ବହୁତ ବ୍ୟସ୍ତ ରୁହନ୍ତି| କିନ୍ତୁ ଆନ୍ଦୋଳନ ସତ୍ତ୍ବେ ମଧ୍ୟ ଚାଷକାର୍ଯ୍ୟରେ କୈଣସି ସମସ୍ୟା ହେବେ ନାହିଁ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.