ETV Bharat / bharat

ଲଞ୍ଚ ହେଲା ଇଟିଭି ବାଲ୍ୟ ଭାରତ: ଉଦଘାଟନ କଲେ ଚେୟାରମ୍ୟାନ ରାମୋଜୀ ରାଓ - ଇଟିଭି ନେଟୱର୍କ

ଲଞ୍ଚ ହେଲା ଓଡିଆ ଭାଷାରେ ସର୍ବ ପ୍ରଥମ କାର୍ଟୁନ ଚ୍ୟାନେଲ ‘ଇଟିଭି ବାଲ୍ୟ ଭାରତ ’ । ମାତୃଭାଷାରେ ଏହି ଚ୍ୟାନେଲର ପ୍ରସାରିତ ହେଉଛି ଆକର୍ଷଣୀୟ, କୌତୁଳହଳପୂର୍ଣ୍ଣ , ମଜାଦାର ଆନିମେସନ, ଲାଇଭ ଆକ୍ସନ, ଇଣ୍ଟ୍ରେଷ୍ଟିଙ୍ଗ କଣ୍ଟେଣ୍ଟ...ଅଧିକ ପଢନ୍ତୁ...

ଲଞ୍ଚ ହେଲା ଇଟିଭି ବାଲ୍ୟ ଭାରତ
ଲଞ୍ଚ ହେଲା ଇଟିଭି ବାଲ୍ୟ ଭାରତ
author img

By

Published : Apr 27, 2021, 11:54 AM IST

Updated : Apr 27, 2021, 12:28 PM IST

ହାଇଦ୍ରାବାଦ: ଲଞ୍ଚ ହେଲା ଓଡିଆ ଭାଷାରେ ସର୍ବ ପ୍ରଥମ କାର୍ଟୁନ ଚ୍ୟାନେଲ ‘ଇଟିଭି ବାଲ୍ୟ ଭାରତ ’ । ମାତୃଭାଷାରେ ଏହି ଚ୍ୟାନେଲରେ ପ୍ରସାରିତ ହେଉଛି ଆକର୍ଷଣୀୟ, କୌତୁଳହଳପୂର୍ଣ୍ଣ, ମଜାଦାର ଆନିମେସନ, ଲାଇଭ ଆକ୍ସନ, ଇଣ୍ଟ୍ରେଷ୍ଟିଙ୍ଗ କଣ୍ଟେଣ୍ଟ ।

ଏବେ ହସିବେ ଆଉ ଶିଖିବେ ଆପଣଙ୍କ ପିଲା। ମନପସନ୍ଦର କାର୍ଟୁନ ଦେଖିବାରେ ବିତିବ ସେମାନଙ୍କ ବୋରିଂ ସମୟ । ଆଜି(ମଙ୍ଗଳବାର)ଠାରୁ ଆପଣଙ୍କ ଟିଭି ପରଦାରେ ଆସିଲା ପ୍ରଥମ ଓଡିଆ କାର୍ଟୁନ ଚ୍ୟାନେଲ ‘ଇଟିଭି ବାଲ୍ୟ ଭାରତ ’।

ଲଞ୍ଚ ହେଲା ଇଟିଭି ବାଲ୍ୟ ଭାରତ: ଉଦଘାଟନ କଲେ ଚେୟାରମ୍ୟାନ ରାମୋଜୀ ରାଓ

ଏକାଧିକ ବିଷୟବସ୍ତୁ ସହିତ ଏହି ଟେଲିଭିଜନ ଚ୍ୟାନେଲ ପିଲାମାନଙ୍କୁ ମନୋରଞ୍ଜନ କରାଇବା ସହ ସେମାନଙ୍କୁ ନିଜ ମାତୃଭାଷା ପ୍ରତି ବଢାଇବ ଆଗ୍ରହ । ପିଲାମାନଙ୍କର ଉତ୍ସାହକୁ ଅନୁସନ୍ଧାନ କରି ‘ଇଟିଭି ବାଲ୍ୟ ଭାରତ’ ଦେବ ଆନିମେଟେଡ ସିରିଜ ଏବଂ କାର୍ଟୁନ ସହିତ ଉତ୍ତମ ଏବଂ ରୋମାଞ୍ଚକର ବିଷୟବସ୍ତୁ । ଯାହାକୁ ଦେଖି ପିଲାଏ ହସିହସି ହେବେ ବେଦମ ।

ଲଞ୍ଚ ହେଲା ଇଟିଭି ବାଲ୍ୟ ଭାରତ; ଉଦଘାଟନ କଲେ ଚେୟାରମ୍ୟାନ ରାମୋଜୀ ରାଓ

‘ଅଭିମନ୍ୟୁ’ଭଳି ଷ୍ଟାଇଲିସ- କଥା କୁହା ଆନିମେସନ ସିରିଜ ଡିଜାଇନ କରାଯାଇଛି । ବାଲ୍ୟ ଜୀବନକୁ ଉପଭୋଗ କରିବା ପାଇଁ ଏବଂ କୌତୁହଳ ଉତ୍ସାହ ପ୍ରଦାନ ପାଇଁ ଇଟିଭି କରିଛି ଏଭଳି ପ୍ରୟାସ । ଏହାର ମଜାଦାର ଆନିମେସନ ଓ ଲାଇଭ ଆକ୍ସନର ରୋମାଞ୍ଚକର ପିଲାଙ୍କୁ ଦେବ ଅସୀମ ଆନନ୍ଦ ।

କୌତୁହଳପୂର୍ଣ୍ଣ କାହାଣୀ ସାଙ୍ଗକୁ ଆକର୍ଷଣୀୟ-ମନମୋହକ ଚରିତ୍ର ମାଧ୍ୟମରେ ଦୁଃସାହାସିକ, ଆକ୍ସନ ,କମେଡି ଭଳି ସବୁର ମିଶ୍ରିତ ପ୍ୟାକେଜ ଦେବ ‘ଇଟିଭି ବାଲ୍ୟ ଭାରତ ’ । ବିଭିନ୍ନ ଧାରାକୁ ଅନୁସନ୍ଧାନ କରିବା ସମୟରେ ସମସ୍ତ ଅଞ୍ଚଳର ମହକ ଓ ମୂଲ୍ୟବୋଧକୁ ତାର ‘ସୋ’ରେ ପ୍ରତିଫଳିତ କରିବା ପାଇଁ ଚେଷ୍ଟା କରିଛି ଏହି ଚ୍ୟାନେଲ ।

ହାଇଦ୍ରାବାଦସ୍ଥିତ ଇଟିଭି ନେଟୱାର୍କର ସହଯୋଗୀ ଚ୍ୟାନେଲ ‘ଇଟିଭି ବାଲ୍ୟ ଭାରତ ’ । ଇଟିଭି ନେଟୱାର୍କ ଏକ ଆଞ୍ଚଳିକ ସାଟେଲାଇଟ ସହ ସର୍ବ ଭାରତୀୟସ୍ତରରେ ଟେଲିଭିଜନ ଓ ଆଗଧାଡି ଗଣମାଧ୍ୟମ ସହ ମନୋରଞ୍ଜନ ବ୍ରାଣ୍ଡ । ଏହାର ଏକ ସହଯୋଗୀ ଚ୍ୟାନେଲ ‘ଇଟିଭି ବାଲ୍ୟ ଭାରତ’ 12ଟି ପ୍ରମୁଖ ଭାରତୀୟ ଭାଷାରେ ଉପଲବ୍ଧ ହେଉଛି । ଏହା ଓଡିଆ ସମେତ ଅହମୀୟା, ବେଙ୍ଗଲୀ, ଗୁଜୁରାଟୀ, ହିନ୍ଦୀ, କନ୍ନଡ, ମରାଠୀ, ମାଲାୟଲମ, ପଞ୍ଜାବୀ , ତେଲୁଗୁ ,ତାମିଲ, ଇଂରାଜୀ ଭାଷାରେ ବର୍ତ୍ତମାନ ଉପଲବ୍ଧ ହେଉଛି ।

ଆଜି ଏକ ନିରାଡମ୍ବର ଉତ୍ସବରେ ଏହାକୁ ଉଦଘାଟନ କରିଛନ୍ତି ରାମୋଜୀ ଗ୍ରୁପ ମୁଖ୍ୟ ତଥା ଇନାଡୁ ଟେଲିଭିଜିନ ଲିମିଟେଡର ଚେୟାରମ୍ୟାନ ରାମୋଜୀ ରାଓ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 27, 2021, 12:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.