ETV Bharat / bharat

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 25, 2022, 3:05 PM IST

ନଜର ପକାନ୍ତୁ NEWS AT 3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. Bhubaneswar Club President Election: ପୁଣି ସଭାପତି ଭାବେ ଅସିତ୍‌ ତ୍ରିପାଠୀ ନିର୍ବାଚିତ

ରାଜ୍ୟର ଅନ୍ୟତମ ସମ୍ଭ୍ରାନ୍ତ କ୍ଲବ ଭୁବନେଶ୍ୱର କ୍ଲବର ନିର୍ବାଚନ ଫଳ ପ୍ରକାଶ ପାଇଛି । ଅସିତ ତ୍ରିପାଠୀ ଭୁବନେଶ୍ୱର କ୍ଲବ୍‌ର ସଭାପତି ଭାବେ ପୁନଃନିର୍ବାଚିତ ହୋଇଛନ୍ତି

୨. ମହାଳୟ ପାଇଁ ବିନ୍ଦୁସାଗରରେ ଭିଡ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ପବିତ୍ର ମହାଳୟା ପାଇଁ ବିନ୍ଦୁସାଗରେର ପିଣ୍ଡଦାନ କରିବାକୁ ଲୋକଙ୍କ ଭିଡ । ମହାଳୟା ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

୩. କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅନୁଗୋଳ-ଢେଙ୍କାନାଳ ଗସ୍ତ, ରେଳ ଭିତ୍ତିଭୂମିର କଲେ ସମୀକ୍ଷା

ରବିବାର ଅନୁଗୋଳ ଓ ଢେଙ୍କାନାଳ ଗସ୍ତରେ ଆସି ରେଳ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ(Dharmendra Pradhan Reviews Railway Project)

୪. ବୟସର ଅପରାହ୍ନରେ ପର କଲେ 11 ସନ୍ତାନ, ଇଚ୍ଛାମୃତ୍ୟୁ ଆବେଦନ କଲେ ବୃଦ୍ଧା

ଜନ୍ମକଲା ସନ୍ତାନଙ୍କଠାରୁ ନିର୍ଯାତିତ ହୋଇ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି ଜଣେ 75 ବର୍ଷୀୟ ବୃଦ୍ଧା

୫. ନକଲି ଔଷଧ କାରବାର ମାମଲା, 2 ବିହାରୀ ବ୍ୟବସାୟୀ ଗିରଫ

ନକଲି ଔଷଧ କାରବାର ମାମଲାରେ ଚିହ୍ନଟ ହୋଇଥିବା ୨ ବିହାରୀ ଯୁବକଙ୍କୁ ଗିରଫ କଲା ପୁରୀଘାଟ ଥାନା ପୋଲିସ । ଶନିବାର ଚିହ୍ନଟ ହୋଇଥିଲେ ଏହି ଦୁଇ ବ୍ୟବସାୟୀ

୬. ରାଜଧାନୀ ଉପକଣ୍ଠରୁ ୪୦ ଲକ୍ଷର ଧଳାଜହର ଜବତ, ୩ ଗିରଫ

ଖୋର୍ଦ୍ଧା ବାଲିଅନ୍ତାରୁ ୪୦୦ଗ୍ରାମର ବ୍ରାଉନସୁଗାର ଜବତ କଲା କମିଶନରେଟ ପୋଲିସ । ଯାହାର ମୂଲ୍ୟ ୪୦ ଲକ୍ଷ ଟଙ୍କା ହୋଇଥିବା ବେଳେ ୩ ଜଣ ମାଫିଆଙ୍କୁ ଗିରଫ କରିଛି ପୋଲିସ

୭. ୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ

ସଂରକ୍ଷିତ ଜଙ୍ଗଲରେ ଚାଲିଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ଅବକାରୀ ବିଭାଗ । କଳାହାଣ୍ଡି ଜିଲ୍ଲା ଥୂଆମୂଳ ରାମପୁର ଅଞ୍ଚଳର ନିକଟରୁ ୩ କ୍ୱିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ

୮. 2024 ପରେ ବିହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ BJP

2024 ସାଧାରଣ ନିର୍ବାଚନ ପରେ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ନେଇ ଦଳୀୟ ସୂତ୍ରରୁ ସୂଚନା

୯. ମିଥୁନଙ୍କ ବଡ ବୟାନ, କହିଲେ ମୋ ସହ ସମ୍ପର୍କରେ ଅଛନ୍ତି ୨୧ TMC ବିଧାୟକ

ବିଜେପି ସହ ଯୋଗାଯୋଗରେ ଅଛନ୍ତି ୩୮ ଟିଏମସି ବିଧାୟକ । ସେଥି ମଧ୍ୟରେ ୨୧ ଜଣ ମୋ ସହ ସମ୍ପର୍କରେ ଥିବା କହିଲେ ମିଥୁନ ଚକ୍ରବର୍ତ୍ତୀ

୧୦. Navratri 2022: ବଲିଉଡ ସୁନ୍ଦରୀଙ୍କ ନବରାତ୍ର ସ୍ପେଶାଲ ଲୁକ, ଦେଖନ୍ତୁ ଫଟୋ

ଆରମ୍ଭ ହୋଇଛି ନବରାତ୍ର ଉତ୍ସବ । ଏହି ଅବସରରେ ବଲିଉଡ ଅଭିନେତ୍ରୀମାନେ ଟ୍ରାଡିସନାଲ ଲୁକର ଫଟୋ ସେୟାର କରିଛନ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.