ETV Bharat / bharat

TOP NEWS 11 AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 4, 2022, 11:08 AM IST

1.ଭର୍ଚୁଆଲରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର

ପଞ୍ଚୁକ ପର୍ବରେ ଧବଳେଶ୍ବରଙ୍କ ପୀଠରେ ଆରମ୍ଭ ହେଲା ଭର୍ଚୁଆଲ ଦର୍ଶନ ବ୍ୟବସ୍ଥା । ଭର୍ଚୁଆଲରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର ।

2.ଆକ୍ରମଣ ପାଇଁ ପାକିସ୍ତାନ ପିଏମ ସମେତ 3 ଜଣଙ୍କୁ ଦାୟୀକଲେ ଇମ୍ରାନ

ଆକ୍ରମଣ ପରେ ଜୀବନ ପ୍ରତି ଆଶଙ୍କା ଦର୍ଶାଇଲେ ଇମ୍ରାନ । ଆକ୍ରମଣ ପାଇଁ ପ୍ରଧାନମନ୍ତ୍ରୀ ସିରଫ, ଆଭ୍ୟନ୍ତରୀଣ ମନ୍ତ୍ରୀ ଓ ପାକିସ୍ତାନ ଗୁଇନ୍ଦା ମୁଖ୍ୟଙ୍କୁ କଲେ ଦାୟୀ । ହସ୍ପିଟାଲରୁ ସହଯୋଗୀ ଦ୍ବାରା ପଠାଇଲେ ବାର୍ତ୍ତା ।

3.ମୁଦ୍ରାସ୍ଫୀତି ମୁକାବିଲାରେ ଫେଲ୍: କେନ୍ଦ୍ରକୁ ରିପୋର୍ଟ ଦେବ ରିଜର୍ଭ ବ୍ୟାଙ୍କ

ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ବୈଠକ ଅନୁଷ୍ଠିତ । ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ବିଫଳତା ନେଇ କେନ୍ଦ୍ରକୁ ରିପୋର୍ଟ ଦେବ ଆରବିଆଇ ।

4.ମଧ୍ୟପ୍ରଦେଶ ବସ୍‌ ଦୁର୍ଘଟଣା: ୧୧ ମୃତ, ସହାୟତା ରାଶି ଘୋଷଣା କଲେ ମୋଦି

ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ୍‌ ସହ କାର ମୁହାଁମୁହିଁ ଧକ୍କା ହେବାରୁ ୧୧ଜଣ ଯାତ୍ରୀଙ୍କର ମୃତ୍ୟୁ ।

5.ଦିଲ୍ଲୀରେ ବନ୍ଦ ହେବ ସ୍କୁଲ, ଅନଲାଇନ କ୍ଲାସ ପାଇଁ ମିଳିଲା ନିର୍ଦ୍ଦେଶ

ରାଜଧାନୀ ଦିଲ୍ଲୀରେ ସାଂଘାତିକ ହେଉଛି ବାୟୁ ପ୍ରଦୂଷଣ । ନୋଏଡା ଓ ଗ୍ରେଟର ନୋଏଡାରେ ସ୍କୁଲ ବନ୍ଦ ପାଇଁ ଜାରି ହେଲା ନିର୍ଦ୍ଦେଶ ।

6.ଆଜିଠୁ ପଞ୍ଚୁକ ବ୍ରତ: ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ଆଜିଠୁ ଆରମ୍ଭ ହେଉଛି ମହା କାର୍ତ୍ତିକର ପଞ୍ଚୁକ ବ୍ରତ । ପଞ୍ଚୁକର ପ୍ରଥମ ଦିନରେ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ ।

7.ଉତ୍ତରପ୍ରଦେଶରୁ ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଉତ୍ତରପ୍ରଦେଶରୁ ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ । ଉଭୟଙ୍କ ନିକଟରୁ ବିନା ସିମକାର୍ଡର ମୋବାଇଲ ସହ ସନ୍ଦିଗ୍ଧ ସାମଗ୍ରୀ ଜବତ ।

8.ଚେନ୍ନାଇରୁ ରାଜସ୍ଥାନକୁ ଏୟାରଲିଫ୍ଟ ହେଲା ଶାଗୁଣା

ଚେନ୍ନାଇରୁ ରାଜସ୍ଥାନ ଯୋଧପୁରକୁ ଏୟାରଲିଫ୍ଟ ହେଲା ସିନେରିୟସ ପ୍ରଜାତିର ଶାଗୁଣା ।

9.T20 World Cup: ସେମିଫାଇନାଲ-ଫାଇନାଲରେ ବର୍ଷାହେଲେ କିଏ ହେବ ବିଜେତା, ଜାଣନ୍ତୁ ଆଇସିସିର ନୂଆ ନିୟମ

ଯଦି ସେମିଫାଇନାଲ ଓ ଫାଇନାଲ ମ୍ୟାଚରେ ବର୍ଷା ହୁଏ ତେବେ କଣ ହେବ ମ୍ୟାଚ ପରିଣାମ । କଣ ରହିଛି ଟି ଟ୍ବେଣ୍ଟି ବିଶ୍ବକପରେ ଆଇସିସି ନୂଆ ନିୟମ ।

10.ଡିସେମ୍ବରରେ ପଡିବ ସିଦ୍ଧାର୍ଥ-କିଆରାଙ୍କ ହାତଗଣ୍ଠି !

ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ (Sidharth Malhotra Kiara Advani) ଖୁବ୍ ଶୀଘ୍ର ବିବାହ ପାରନ୍ତି । ସମ୍ପ୍ରତି ଏହା ଚର୍ଚ୍ଚା ହେଉଛି ଯେ, ଏହି ଦମ୍ପତି ଚଣ୍ଡିଗଡ଼ରେ ଏକ ବିବାହ ସ୍ଥାନ ଖୋଜୁଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.