ETV Bharat / bharat

Delhi Health Minister Arrested: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗିରଫ କଲା ED - Enforcement Directorate arrests Delhi Health Minister Satyendar Jain

ହାୱାଲା କେସ ମାମଲାରେ ଅର୍ଥ ହେରଫେର ନେଇ ବାରମ୍ବାର ଜେରା କରୁଥିଲା ଇଡି । ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଶେଷରେ ଆଜି ସତ୍ୟେନ୍ଦ୍ରଙ୍କୁ ଗିରଫ କଲା ଇଡି । ଅଧିକ ପଢନ୍ତୁ

ସତ୍ୟେନ୍ଦ୍ର ଜୈନ ଗିରଫ
ସତ୍ୟେନ୍ଦ୍ର ଜୈନ ଗିରଫ
author img

By

Published : May 30, 2022, 7:43 PM IST

ନୂଆଦିଲ୍ଲୀ: ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ହାୱାଲା କେସ ମାମଲାରେ ଅର୍ଥ ହେରଫେର ନେଇ ବାରମ୍ବାର ଜେରା କରୁଥିଲା ଇଡି । ଇଡିର ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଶେଷରେ ଆଜି ସତ୍ୟେନ୍ଦ୍ରଙ୍କୁ ଗିରଫ କଲା ଇଡି ।

  • Enforcement Directorate arrests Delhi Health Minister Satyendar Jain in a case connected to hawala transactions related to a Kolkata-based company: Officials pic.twitter.com/7zBWfUiAAF

    — ANI (@ANI) May 30, 2022 " class="align-text-top noRightClick twitterSection" data=" ">
  • ମନି ଲଣ୍ଡରିଂ ମାମଲା: ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଗିରଫ କଲା ED
  • ହଓ୍ବାଲା କେସ୍‌ରେ ସତ୍ୟନ୍ଦ୍ର ଜୈନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଗିରଫ କରିଥିବା ସୂଚନା
  • ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଗିରଫ କଲା ଇଡି
  • ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କୁ ଇଡି ଗିରଫ କରିଥିବା ସୂଚନା

ଇଟିଭି ଭାରତ, ନୂଆଦିଲ୍ଲୀ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.