ETV Bharat / bharat

Kulgam Encounter: ସେନା ଗୁଳିରେ ୨ ଆତଙ୍କୀ ନିପାତ

author img

By

Published : Dec 16, 2021, 8:36 AM IST

କୁଲଗାମ ଜିଲ୍ଲାର ରେଡୱାନି ବାଲା ଅଞ୍ଚଳରେ (Encounter in Arwani Bala Kulgam) ସୁରକ୍ଷା କର୍ମୀ ଓ ଆତଙ୍କବାଦୀ(security forces and militants)ଙ୍କ ମଧ୍ୟରେ ଗୁଳିବିନିମୟ । ସେନା ଗୁଳିରେ ଟଳିରେ ୨ ଆତଙ୍କୀ । ଅଧିକ ପଢନ୍ତୁ

ସେନାଗୁଳିରେ ୨ ଆତଙ୍କୀ ନିପାତ
ସେନାଗୁଳିରେ ୨ ଆତଙ୍କୀ ନିପାତ

ଶ୍ରୀନଗର: ସେନାଗୁଳିରେ ଟଳିରେ ୨ ଆତଙ୍କୀ । କୁଲଗାମ ଜିଲ୍ଲାର ରେଡୱାନି ବାଲା ଅଞ୍ଚଳରେ ଗତକାଲି ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ (Encounter in Arwani Bala Kulgam) ହୋଇଥିଲା । ଏଥିରେ ୨ ଆତଙ୍କୀ ନିହତ ହୋଇଥିବା ଜମ୍ମୁ-କାଶ୍ମୀର ପୋଲିସ ତରଫରୁ ସୂଚନା ମିଳିଛି ।

ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ରହିଥିବା ନେଇ ସୁରକ୍ଷାବାହିନୀକୁ ଖବର ମିଳିଥିଲା । ଏହାପରେ ସର୍ଚ୍ଚ ଅପେରସନ ଆରମ୍ଭ ହୋଇଥିବା ବେଳେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଫଳରେ ୨ ଆତଙ୍କୀଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଅଧିକ ସୂଚନା ପାଇଁ ଏବେ ଅପେକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.