ETV Bharat / bharat

Encounter in Pulwama: ସେନା ଗୁଳିରେ ଜଣେ ଆତଙ୍କୀ ନିହତ

author img

By

Published : Jun 20, 2022, 8:39 AM IST

Updated : Jun 20, 2022, 12:45 PM IST

ପୁଲୱାମାର ଚାଟପୋରାରେ ଆଜି(ସୋମବାର) ସକାଳୁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ଏଥିରେ ଜଣେ ଆତଙ୍କୀ ନିହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Encounter in Pulwama: ସେନା ଗୁଳିରେ ଜଣେ ଆତଙ୍କୀ ନିହତ
Encounter in Pulwama: ସେନା ଗୁଳିରେ ଜଣେ ଆତଙ୍କୀ ନିହତ

ପୁଲଓ୍ବାମା: ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ଏନକାଉଣ୍ଟର ଜାରି । ସେନା ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଥିବା ସୂଚନା । ପୁଲୱାମାର ଚାଟପୋରାରେ ଆଜି(ସୋମବାର) ସକାଳୁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏଥିରେ ଜଣେ ଆତଙ୍କୀ ନିହତ ହୋଇଥିବା ଜମ୍ମୁକାଶ୍ମୀର ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:-Encounter In JK: କୁପୱାଡାରେ ପାକ୍‌ ଆତଙ୍କୀ ନିପାତ, କୁଲଗାମରେ ଏନକାଉଣ୍ଟର ଜାରି

ମିଳିଥିବା ସୂଚନା ଅନୁସାରେ ଉକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ପରେ ସ୍ଥାନୀୟ ପୋଲିସ ଓ ସୁରକ୍ଷା ବଳର ଟିମ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।

Last Updated : Jun 20, 2022, 12:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.