ETV Bharat / bharat

ସକାଳୁ ଭୂକମ୍ପରେ ଥରିଲା ଜମ୍ମୁ-କାଶ୍ମୀର - ଭୂମିକମ୍ଫ

ଜମ୍ମୁ-କାଶ୍ମୀରରେ ଭୂମିକମ୍ଫ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

ସକାଳୁ ଥରିଲା ଜମ୍ମୁ-କାଶ୍ମୀର
ସକାଳୁ ଥରିଲା ଜମ୍ମୁ-କାଶ୍ମୀର
author img

By

Published : Nov 3, 2021, 8:21 AM IST

ଶ୍ରୀନଗର: ଥରିଲା ଭୂ-ସ୍ବର୍ଗ । ଆଜି(ବୁଧବାର) ସକାଳୁ ସକାଳୁ ଜମ୍ମୁ-କାଶ୍ମୀରରେ ମୃଦୁ ଭୂମିକମ୍ଫ ଝଟକା ଅନୁଭୂତ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି ।

National Center for Seismology (NCS)ର ସୂଚନା ଅନୁଯାୟୀ, ଜମ୍ମୁ-କାଶ୍ମୀରର ଗୁଲମାର୍ଗ ନିକଟରେ ଏହି ଭୂ-କମ୍ଫ ହୋଇଛି । ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ଉଲ୍ଲେଖଯୋଗ୍ୟ, ଗତକାଲି ମଧ୍ୟ ଜମ୍ମୁ କାଶ୍ମୀରର ପୂର୍ବ ହାନଲି ନିକଟରେ ଭୂମିକମ୍ଫ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.