ETV Bharat / bharat

ମହାରାଷ୍ଟ୍ରରେ ଭୂମିକମ୍ଫ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା 3.3 - ମହାରାଷ୍ଟ୍ରରେ ଭୂମିକମ୍ଫ

ଆଜି( ରବିବାର) ସକାଳେ ମହାରାଷ୍ଟ୍ର ସାତାରାରେ ଭୂମିକମ୍ଫ ଅନୁଭୂତ । ଏନେଇ କୌଣସି କ୍ଷୟକ୍ଷତି ଘଟିନଥିବା ସୂଚନା । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ଭୂମିକମ୍ଫ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା 3.3 ରେକର୍ଡ

author img

By

Published : May 23, 2021, 11:53 AM IST

ମୁମ୍ବାଇ: ମହାରାଷ୍ଟ୍ରରେ ଭୂମିକମ୍ଫ ଝଟକା । ଆଜି( ରବିବାର) ସକାଳେ ମହାରାଷ୍ଟ୍ର ସାତାରାରେ ଭୂମିକମ୍ଫ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.3 ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି(NCS) ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଆଜି ସକାଳ 9 ଟା 16 ସମୟରେ ଏହି ଭୂମିକମ୍ଫ ଅନୁଭୂତ ହୋଇଥିଲା । ତେବେ ଏନେଇ କୌଣସି କ୍ଷୟକ୍ଷତି ଘଟିନଥିବା ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.