ETV Bharat / bharat

ଭୂକମ୍ପରେ ଥରିଲା ଆଣ୍ତାମାନ ନିକୋବର ଦ୍ବୀପପୁଞ୍ଜ

ଭୂକମ୍ପରେ ଥରିଲା ଆଣ୍ତାମାନ ନିକୋବର ଦ୍ବୀପପୁଞ୍ଜର ଡିଗଲିପୁର (Diglipur) । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

author img

By

Published : May 27, 2022, 1:15 PM IST

ଭୂକମ୍ପରେ ଥରିଲା ଆଣ୍ତାମାନ ନିକୋବର ଦ୍ବୀପପୁଞ୍ଜ,4.3 ତିବ୍ରତା ରେକର୍ଡ

ପୋର୍ଟ ବ୍ଲେୟାର: ଭୂକମ୍ପରେ ଥରିଲା ଆଣ୍ତାମାନ ନିକୋବର ଦ୍ବୀପପୁଞ୍ଜର ଡିଗଲିପୁର (Diglipur) । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି । ଶୁକ୍ରବାର ସକାଳ ୭ଟା ୫୦ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଏହା ଦ୍ବୀପପୁଞ୍ଜର ଇଏସଇ ଡିଗଲିପୁର (55km ESE of Diglipur) ଠାରୁ ୫୫ କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଶେଷଥର ପାଇଁ ମେ ୯ ରେ କାମ୍ପବେଲ ବେ ଅଞ୍ଚଳରେ (Campbell Bay) ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.