ETV Bharat / bharat

AIADMK ପୂର୍ବତନ ମନ୍ତ୍ରୀଙ୍କ ଘରେ DVACର ଚଢାଉ

author img

By

Published : Aug 10, 2021, 10:47 AM IST

ଡିଭିଏସି(ଭିଜିଲାନ୍ସ ଏବଂ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ)ର ବିଭିନ୍ନ ସ୍ଥାନରେ ଚଢାଉ । ଏହା ଚଢାଉରେ ଫସିଛନ୍ତି ପୂର୍ବତନ ଏଆଇଏଡିଏମକେ ମନ୍ତ୍ରୀ ଭେଲୁମାନୀ । ଅଧିକ ପଢନ୍ତୁ...

AIADMK ପୂର୍ବତନ ମନ୍ତ୍ରୀଙ୍କ ଘରେ DVACର ଚଢାଉ
AIADMK ପୂର୍ବତନ ମନ୍ତ୍ରୀଙ୍କ ଘରେ DVACର ଚଢାଉ

ଚେନ୍ନାଇ: ଡିଭିଏସି(ଭିଜିଲାନ୍ସ ଏବଂ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ)ର ବିଭିନ୍ନ ସ୍ଥାନରେ ଚଢାଉ । ଏହା ଚଢାଉରେ ଫସିଛନ୍ତି ପୂର୍ବତନ ଏଆଇଏଡିଏମକେ ମନ୍ତ୍ରୀ ଭେଲୁମାନୀ । ମନ୍ତ୍ରୀ ଏସପି ଭେଲୁମାନୀଙ୍କ ୫୨ଟି ସ୍ଥାନରେ ଚଢାଉ କରିଛି ଡିଭିଏସି ।

ଚଢାଉ ହୋଇଥିବା ୫୨ଟି ସ୍ଥାନ ମଧ୍ୟରୁ କୋଏମ୍ବାଟୁରର କୁନିୟାମୁଥୁରରେ ମନ୍ତ୍ରୀଙ୍କ ବାସସ୍ଥାନରେ ଚଢାଉ ହୋଇଛି । DVAC ଅଧିକାରୀମାନେ ରାଜ୍ୟରେ ଚଢାଉ କରିଥିବା 52ଟି ସ୍ଥାନ ମଧ୍ୟରୁ କୋଏମ୍ବାଟୁରରେ 35, ଚେନ୍ନାଇରେ 15, ଡିଣ୍ଡୁଗାଲ ଏବଂ କାଞ୍ଚିପୁରମରେ ଗୋଟିଏ ସ୍ଥାନ ରହିଛି ।

ଦୁର୍ନୀତି ଅଭିଯୋଗର ହୋଇଥିବା ପୂର୍ବତନ ମନ୍ତ୍ରୀଙ୍କୁ ମଧ୍ୟ ଡିଭିଏସି ଅଧିକାରୀମାନେ ଯାଞ୍ଚ କରିଥିଲେ । ତାମିଲନାଡୁ ସରକାର ମାଡ୍ରାସ ହାଇକୋର୍ଟଙ୍କୁ ଏସପି ଭେଲୁମାନୀଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ କରିବାର ତିନି ସପ୍ତାହ ପରେ ଏହି ଚଢାଉ କରାଯାଇଛି ।

ଥିରୁଭେନକଡାମ ନାମକ ଜଣେ କଣ୍ଟ୍ରାକ୍ଟର ଅଭିଯୋଗ କରିଛନ୍ତି ଯେ ତାଙ୍କଠାରୁ ୧.୫କୋଟି ଟଙ୍କା ଠକିଛନ୍ତି ପୂର୍ବତନ ମନ୍ତ୍ରୀ । ସର୍ଚ୍ଚ ଅପରେସନ୍ ଜାରି ରହିଛି । AIADMK ସମର୍ଥକମାନେ ମନ୍ତ୍ରୀଙ୍କ ସମର୍ଥନରେ ଭେଲୁମାନୀଙ୍କ ବାସଭବନ ସମ୍ମୁଖରେ ଏକାଠି ହୋଇଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.