ETV Bharat / bharat

ମଦ୍ୟପାନ କରି ପୁଅର ଜୀବନ ନେଲା ବାପା, ଶେଷରେ କଲା ଆତ୍ମହତ୍ୟା

ମଦ୍ୟପ ବାପାର ଉନ୍ମତ କାଣ୍ଡ । ମଦ୍ୟପାନ କରି ନିଜ ପୁଅର ଜୀବନ ନେଲା ରାକ୍ଷସ ବାପା। ଅଧିକ ପଢନ୍ତୁ...

ମଦ୍ୟପାନ କରି ପୁଅର ଜୀବନ ନେଲା ବାପା, ଶେଷରେ କଲା ଆତ୍ମହତ୍ୟା
ମଦ୍ୟପାନ କରି ପୁଅର ଜୀବନ ନେଲା ବାପା, ଶେଷରେ କଲା ଆତ୍ମହତ୍ୟା
author img

By

Published : Jun 24, 2021, 10:31 AM IST

ବେଙ୍ଗାଲୁରୁ: ମଦ୍ୟପ ବାପାର ଉନ୍ମତ କାଣ୍ଡ । ମଦ୍ୟପାନ କରି ନିଜ ପୁଅର ଜୀବନ ନେଲା ରାକ୍ଷସ ବାପା। ଆଉ ଶେଷରେ ନିଜେ କଲା ଆତ୍ମହତ୍ୟା । ଏଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକର ଡାକସିନା ଜିଲ୍ଲାର ପଞ୍ଜଲକାଟ ପୋଲିସ ଷ୍ଟେସନ ନିକଟରେ । ନାବାଳକ ପୁଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛି ମଦ୍ୟପ ବାପା ।

ପୋଲିସର ସୂଚନା ଅନୁଯାୟୀ ବାବୁ ନାଇକା ନାମକ ଜଣେ ମଦ୍ୟପାନ କରି ନିଜ ପୁଅକୁ ହତ୍ୟା କରିଥିଲେ । ଏନେଇ ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରାଯାଇଥିଲା । ସେ ପୋଲିସକୁ କହିଥିଲେ ଯେ ସେ ପ୍ତିଦୁନ ମଦ୍ୟପାନ କରୁଥିଲେ ଓ ମଦ ପିଇ ବାରମ୍ବାର ଘରେ ଝଗଡା କରୁଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.