ETV Bharat / bharat

ରାମ ରହିମଙ୍କୁ ଆଜୀବନ କାରାଦଣ୍ଡ

author img

By

Published : Oct 18, 2021, 4:59 PM IST

ଦୋଷୀ ଗୁରମିତ ରାମ ରହିମକୁ ଆଜୀବନ କାରାଦଣ୍ଡାଦେଶ । ରାୟ ଶୁଣାଇଛନ୍ତି ହରିୟାଣାର ପଞ୍ଚକୁଲା କୋର୍ଟ ।

ରାମ ରହିମଙ୍କୁ ଆଜୀବନ କାରାଦଣ୍ଡ
ରାମ ରହିମଙ୍କୁ ଆଜୀବନ କାରାଦଣ୍ଡ

ଚଣ୍ଡିଗଡ: ବାବା ରାମ ରହିମକୁ ହୋଇଛି ଆଜୀବନ କାରାଦଣ୍ଡ । ଦୋଷୀ ଗୁରମିତ ରାମ ରହିମକୁ ଆଜୀବନ କାରାଦଣ୍ଡାଦେଶ । ରାୟ ଶୁଣାଇଛନ୍ତି ହରିୟାଣାର ପଞ୍ଚକୁଲା କୋର୍ଟ । 2002 ଡେରା ପରିଚାଳକ ରଣଜିତ ସିଂହ ହତ୍ୟା ମାମଲାରେ ଏହି ଦଣ୍ଡାଦେଶର ରାୟ ପ୍ରକାଶ କରିଛନ୍ତି ଅଦାଲତ ।

ରାମ ରହିମ ସମେତ 5 ଦୋଷୀଙ୍କୁ ହୋଇଛି ଆଜୀବନ କାରାଦଣ୍ଡାଦେଶ । ରାମ ରହିମ ଉପରେ 31 ଲକ୍ଷ ଟଙ୍କା ଜୋରିମାନା ଲଗାଇଥିଲେ କୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.