ETV Bharat / bharat

ପ୍ରଦୂଷଣ ପାଇଁ ନୂଆ ନିୟମ ଆଣିବେ ଦିଲ୍ଲୀ ସରକାର

author img

By

Published : Jan 28, 2022, 10:54 PM IST

ଗାଡି ମାଲିକ ଓ ଚାଳକଙ୍କ ପାଇଁ ଦିଲ୍ଲୀ ସରକାର ଆଣୁଛନ୍ତି ନୂଆ ନିୟମ । ଏଣିକି ଦିଲ୍ଲୀରେ ଯେକୌଣସି ପମ୍ପରେ ପେଟ୍ରୋଲ କିମ୍ବା ଡିଜେଲ ପକାଇବା ପୂର୍ବରୁ ଦେଖାଇବାକୁ ପଡିବ ପ୍ରଦୂଷଣ ଅଧିନ ନିୟନ୍ତ୍ରଣ ପ୍ରମାଣପତ୍ର( ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ର୍ସାଟିଫିକେଟ୍ ବା PUCC) । ଅଧିକ ପଢନ୍ତୁ

delhi government plans to impose pucc at fuel filling station
ଦିଲ୍ଲୀ ପ୍ରଦୂଷଣ ରୋକିବା ଲାଗି ନୂଆ ନିୟମ ଆଣିବାକୁ ଯାଉଛନ୍ତି ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଗାଡି ମାଲିକ ଓ ଚାଳକଙ୍କ ପାଇଁ ଦିଲ୍ଲୀ ସରକାର ଆଣୁଛନ୍ତି ନୂଆ ନିୟମ । ଏଣିକି ଦିଲ୍ଲୀରେ ଯେକୌଣସି ପମ୍ପରେ ପେଟ୍ରୋଲ କିମ୍ବା ଡିଜେଲ ପକାଇବା ପୂର୍ବରୁ ଦେଖାଇବାକୁ ପଡିବ ପ୍ରଦୂଷଣ ଅଧିନ ନିୟନ୍ତ୍ରଣ ପ୍ରମାଣପତ୍ର( ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ର୍ସାଟିଫିକେଟ୍ ବା PUCC) । ଏହି ନିୟମ ସମସ୍ତ ପମ୍ପରେ ବାଧ୍ୟତାମୂଳକ ଭାବେ ଲାଗୁ କରିବା ପାଇଁ ଦିଲ୍ଲୀ ସରକାର ଯୋଜନା କରୁଛନ୍ତି ।

ଆଜି ଏନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ଏହି ନିୟମ ଲାଗୁ କରିବା ପୂର୍ବରୁ ଦିଲ୍ଲୀ ସରକାର ସାଧାରଣ ଲୋକଙ୍କ ମତାମତ ନେବେ ବୋଲି କହିଛନ୍ତି । ତେବେ ଏହି ନିୟମ ଲାଗୁ ହେଲେ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ କିଛି ମାତ୍ରାରେ ହ୍ରାସ ହୋଇପାରିବ ।

ଅନ୍ୟପଟେ ଦିଲ୍ଲରେ ବୃଦ୍ଧି ପାଉଥିବା ପ୍ରଦୂଷଣ ରୋକିବାରେ ଏହା ସହାୟକ ହେବ । ସେହିପରି ଦିଲ୍ଲୀ ପ୍ରଦୂଷଣ ପାଇଁ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ପୂର୍ବରୁ ମଧ୍ୟ ତାଗିଦ୍ କରିଛନ୍ତି । ହେଲେ ଏହି ନୂଆ ନିୟମ ପ୍ରଦୂଷଣ ରୋକିବାରେ କେତେ ସହାୟକ ହେଉଛି ପରବର୍ତ୍ତୀ ସମୟରେ ଜଣାପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.