ETV Bharat / bharat

ଗୁରୁ ପୂର୍ଣ୍ଣିମାରେ ଉଜ୍ଜୟିନୀ ସନ୍ଦିପନୀ ଆଶ୍ରମରେ ଲାଗିଲା କଟକଣା

କୋଭିଡ କଟକଣା ପାଇଁ ଏଥର ଉଜ୍ଜୟିନୀ ସନ୍ଦିପନୀ ଆଶ୍ରମର ସମସ୍ତ କାର୍ଯ୍ୟକ୍ରମ ଉପରେ କଟକଣା । ମାତ୍ର ୫୦ ଉପାସକଙ୍କୁ ନେଇ ହେବ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

author img

By

Published : Jul 24, 2021, 3:01 PM IST

ଗୁରୁ ପୂର୍ଣ୍ଣିମାରେ ଉଜ୍ଜୟିନୀ ସନ୍ଦିପନୀ ଆଶ୍ରମରେ ଲାଗିଲା କଟକଣା
ଗୁରୁ ପୂର୍ଣ୍ଣିମାରେ ଉଜ୍ଜୟିନୀ ସନ୍ଦିପନୀ ଆଶ୍ରମରେ ଲାଗିଲା କଟକଣା

ଭୋପାଳ: ଏଥର ଉଜ୍ଜୟିନୀ ଗୁରୁକୂଳ ଆଶ୍ରମରେ ଗୁରୁପୂର୍ଣ୍ଣିମା ଉପରେ କଟକଣା । ମଧ୍ୟପ୍ରଦେଶରେ ଥିବା ବିଶ୍ବର ସର୍ବବୃହତ୍ତ ଗୁରୁକୂଳ ଉଜ୍ଜୟିନୀର ସନ୍ଦିପନୀ ଆଶ୍ରମକୁ ପ୍ରତିବର୍ଷ ଗୁରୁପୂର୍ଣ୍ଣିମାରେ ହଜାର ହଜାର ଭକ୍ତଙ୍କ ଭିଡ ଜମେ । ମାତ୍ର ଏଥର କୋରୋନା ପାଇଁ ଏହି ପୂଜା ଉପରେ କଟକଣା ଲଗାଇଛି ପ୍ରଶାସନ ।

ତେବେ ଚଳିତ ବର୍ଷ ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ଗୁରୁପୂର୍ଣ୍ଣିମାରେ ମାତ୍ର ୫୦ ଜଣ ଉପାସନା କରିପାରିବେ । କୋଭିଡ କଟକଣା ମଧ୍ୟରେ ପୂଜା ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ରହିଛି । ଏହିସମୟରେ କୌଣସି ଭକ୍ତଙ୍କୁ ଆଶ୍ରମ ମଧ୍ୟକୁ ପ୍ରବେଶ ଉପରେ ରୋକ୍ ଲଗାଯାଇଛି । ଏହି ଆଶ୍ରମରେ ଗୁରୁ ସନ୍ଦିପନୀଙ୍କ ସମେତ ଭଗବାନ ଶ୍ରୀକୃଷ୍ଣ, ବଳରାମ ଏବଂ ସୁଦାମଙ୍କ ଦର୍ଶନ ଲାଭ ମଧ୍ୟ ପାଇଥାଏ । ତେବେ କିମ୍ବଦନ୍ତୀ ଅନୁସାରେ କୃଷ୍ଣ ବଳରାମ ଏବଂ ସୁଦାମା ଶିକ୍ଷା ଗ୍ରହଣ କରିଥିଲେ ଏବଂ ଶ୍ରୀକୃଷ୍ଣ 64 ଦିନରେ 64 ବିଦ୍ୟା ଏବଂ 16 କଳା ବିଷୟରେ ଜ୍ଞାନ ଆହରଣ କରିଥିଲେ ।

ଗୁରୁପୂର୍ଣ୍ଣିମାରେ ସନ୍ଦିପନୀ ଆଶ୍ରମରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ । ମାତ୍ର ଆଜି ଗୁରୁପୂର୍ଣ୍ଣିମା ଥିଲେ ମଧ୍ୟ କୋଭିଡ କଟକଣା କାରଣରୁ ଏସବୁ ବନ୍ଦ ରହିଛ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.