ETV Bharat / bharat

'କୋରୋନା ଏକ ଜୀବ, ତାକୁ ବଞ୍ଚିବାର ଅଛି ଅଧିକାର' - କୋରୋନା ଏକ ଜୀବ

କୋରୋନା ମୁକାବିଲା ସହ ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ ଜାରି ରଖିଛନ୍ତି ସରକାର । ଏଭଳି ସ୍ଥିତିରେ କୋରୋନାକୁ ନେଇ ଅଜବ ବୟାନ ଦେଇଛନ୍ତି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ । ଅଧିକ ପଢନ୍ତୁ...

'କୋରୋନା ଏକ ଜୀବ, ତାକୁ ବଞ୍ଚିବାର ରହିଛି ଅଧିକାର'

author img

By

Published : May 14, 2021, 8:59 PM IST

ଡେରାଡୁନ: ଦେଶରେ ଏବେ ମହାମାରୀ କୋରୋନାର ଭୟାବହ ସ୍ଥିତି । ବଢୁଛି ସଂକ୍ରମଣ । ରେକର୍ଡ ଭାଙ୍ଗୁଛି ମୃତ୍ୟୁ ସଂଖ୍ୟା । କୋରୋନା ମୁକାବିଲା ସହ ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ ଜାରି ରଖିଛନ୍ତି ସରକାର । ଏଭଳି ସ୍ଥିତିରେ କୋରୋନାକୁ ନେଇ ଅଜବ ବୟାନ ଦେଇଛନ୍ତି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ।

ବିଜେପି ନେତା ତ୍ରିବେନ୍ଦ୍ର ସିଂହ କହିଛନ୍ତି, କୋରୋନା ଭାଇରସ ଏକ ଜୀବ । ଆଉ ଏହାକୁ ବଞ୍ଚିବାର ଅଧିକାର ରହିଛି । ଦାର୍ଶନିକ ଦୃଷ୍ଟିକୋଣ ଅନୁଯାୟୀ କୋରୋନା ଏକ ଜୀବ ବୋଲି ଯୁକ୍ତି ବାଢିଛନ୍ତି ତ୍ରିଭେନ୍ଦ୍ର । ଆମେ ମନୁଷ୍ୟ ହୋଇ ଭାଇରସକୁ ନଷ୍ଟ କରିବାକୁ ଚାହୁଁଥିବାବେଳେ ଏହା ବାରମ୍ବାର ନିଜର ରୂପ ବଦାଳାଉଥିବା କହିଛନ୍ତି ରାୱତ ।

ନିଜର ଅଜବ ବୟାନକୁ ନେଇ ଏବେ ତ୍ରିଭେନ୍ଦ୍ର ରାୱତ ଚାରିଆଡେ ଟ୍ରୋଲ ହେଉଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.