ETV Bharat / bharat

ଭୋପାଳରେ ମେ’ 3 ତାରିଖ ପର୍ଯ୍ୟନ୍ତ ବଢିଲା କୋରୋନା କର୍ଫ୍ୟୁ ଅବଧି - madhy pradesh cm office

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଲ ସମେତ ଅନ୍ୟ କିଛି ସହରରେ କୋରୋନା କର୍ଫ୍ୟୁର ଅବଧି ବଢିଲା । ଅଧିକ ପଢନ୍ତୁ..

ଭୋପାଲରେ ମେ’ 3 ତାରିଖ ପର୍ଯ୍ୟନ୍ତ ବଢିଲା କୋରୋନା କର୍ଫ୍ୟୁ ଅବଧି

author img

By

Published : Apr 25, 2021, 7:56 PM IST

ଭୋପାଲ: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଲ ସମେତ ଅନ୍ୟ କିଛି ସହରରେ କୋରୋନା କର୍ଫ୍ୟୁର ଅବଧିକୁ ବୃଦ୍ଧି କରାଯାଇଛି। ଆସନ୍ତା ମେ 3 ଅର୍ଥାତ ସୋମବାର ପର୍ଯ୍ୟନ୍ତ ଏହି କୋରୋନା କର୍ଫ୍ୟୁ ବଳବତ୍ତର ରହିବା । ଏନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କାର୍ଯ୍ୟାଲୟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ମିଳିଛି । ରାଜଧାନୀ ଭୋପାଲ ସମେତ ବେରାସିଆରେ ଏହି କର୍ଫ୍ୟୁ ଅବଧି ସୋମବାର ସକାଳ 6 ପର୍ଯ୍ୟନ୍ତ ଜାରି ରହିବ ।

ଭୋପାଲରେ ମେ’ 3 ତାରିଖ ପର୍ଯ୍ୟନ୍ତ ବଢିଲା କୋରୋନା କର୍ଫ୍ୟୁ ଅବଧି
ଭୋପାଲରେ ମେ’ 3 ତାରିଖ ପର୍ଯ୍ୟନ୍ତ ବଢିଲା କୋରୋନା କର୍ଫ୍ୟୁ ଅବଧି

ଦେଶର ଅନ୍ୟ ରାଜ୍ୟମାନଙ୍କ ପରି ମଧ୍ୟ ପ୍ରଦେଶରେ ମଧ୍ୟ କୋରୋନା ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯାହା ଶିବରାଜ ସିଂ ସରକାରର ଚିନ୍ତା ବଢାଇବାରେ ଲାଗିଛି । ରାଜ୍ୟରେ ଅନେକ ସ୍ଥାନରେ କୋରୋନା କର୍ଫ୍ୟୁ ଲଗାଯାଇଥିବା ବେଳେ ସ୍ଥିତି ନିୟନ୍ତ୍ରଣକୁ ନଆସିବାରୁ ଏହାର ଅବଧି ବଢାଇଛନ୍ତି ରାଜ୍ୟ ସରକାର ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.