ETV Bharat / bharat

PM Modi Security Lapse: ପାକିସ୍ତାନ ଆର୍ଟିଲାରୀ ଟାର୍ଗେଟ ରେଞ୍ଜରେ ଥିଲେ ମୋଦି !

author img

By

Published : Jan 7, 2022, 4:32 PM IST

Updated : Jan 7, 2022, 4:42 PM IST

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତୃଟି ନେଇ କଂଗ୍ରେସ ନେତା ମନୀଷ ତିୱାରୀ (Congress leader Manish Tiwari ) ପ୍ରତିକ୍ରିୟାରେ କହିଛନ୍ତି, ପାକିସ୍ତାନ ଆର୍ଟିଲାରୀ ଟାର୍ଗେଟ ରେଞ୍ଜ ମଧ୍ୟରେ ଆସୁଛି ଫିରୋଜପୁର । ତେଣୁ ଏଭଳି ସ୍ଥତିରେ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ଗ୍ରହଣୀୟ ନୁହେଁ । ଅଧିକ ପଢନ୍ତୁ

Manish Tiwari on PM Modi security: ପାକିସ୍ତାନ ଆର୍ଟିଲରୀ ଟାର୍ଗେଟ ମଧ୍ୟରେ ଆସୁଛି ଫିରୋଜପୁର

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା (PM Modi security lapse) ତ୍ରୃଟିକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ମନୀଷ ତିୱାରୀ (Congress leader Manish Tiwari )। ପାକିସ୍ତାନ ଆର୍ଟିଲାରୀ ଟାର୍ଗେଟ ରେଞ୍ଜ ମଧ୍ୟରେ ଆସୁଛି ଫିରୋଜପୁର ବୋଲି କହିଛନ୍ତି କଂଗ୍ରେସ ନେତା (Firozpur under Pakistan artillery target range) । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସ୍ବତନ୍ତ୍ର କାହା ସହିତ ତୁଳନା କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି ।

  • Congress leader Manish Tewari explains that PM Modi was within the range of Pakistan’s artillery when he was on the flyover.

    This also rubbishes Channi’s claim that there was no threat. And those who are trying to frivolize the matter are no less than traitors!#SecurityBreach pic.twitter.com/6PGXRMMvfG

    — Priti Gandhi - प्रीति गांधी (@MrsGandhi) January 7, 2022 " class="align-text-top noRightClick twitterSection" data=" ">

ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଶୁକ୍ରବାର କଂଗ୍ରେସ ନେତା ମନୀଷ ତିୱାରୀ କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ । ଫିରୋଜପୁର ଭାରତ ପାକିସ୍ତାନ ସୀମା ଠାରୁ ନିକଟବର୍ତ୍ତି ଅଞ୍ଚଳ । ଏହା ପାକିସ୍ତାନର ଆର୍ଟିଲାରୀ ଟାର୍ଗେଟ ମଧ୍ୟରେ ଆସୁଛି । ଫିରୋଜପୁର ସୀମା ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ରହିଛି। ତେଣୁ ଏ ଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ କାହା ସହିତ ତୁଳନା କରାଯାଇ ପାରିବନାହଁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସ୍ବତନ୍ତ୍ର ବୋଲି କହିଛନ୍ତି।

ସୂଚନାଥାଉକି ଗତ ଜାନୁୟାରୀ ୫ ତାରିଖ ଦିନ ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡକୁ ରୋକିଥିଲେ ଆନ୍ଦୋଳନକାରୀ । ଫିରୋଜପୁର ଫ୍ଲାଏ ଓଭରରେ ଦୀର୍ଘ ୧୫ ରୁ ୨୦ ମିନିଟ ଅପେକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ । ତେବେ ଏହା ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ସମସ୍ୟା ଥିବା ସାମନାକୁ ଆସିଥିଲା। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ଦେଖାଯାଇଥିବା ତ୍ରୁଟି ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ତଦନ୍ତ ସ୍ଥଗିତ ରଖିବାକୁ ପଞ୍ଜାବ ଓ କେନ୍ଦ୍ରୀୟ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଗୃହମନ୍ତ୍ରଣାଳୟର ସ୍ବତନ୍ତ୍ର ଟିମ ବର୍ତ୍ତମାନ ପଞ୍ଜାବ ଗସ୍ତ କରି ତଦନ୍ତ କରୁଛି ।

Last Updated : Jan 7, 2022, 4:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.