ETV Bharat / bharat

ଆଗାମୀ ଦିନ ହେବ ଆହୁରି ଆହ୍ବାନପୂର୍ଣ୍ଣ,ସତର୍କ ରୁହ: ଦିଲ୍ଲୀ ପୋଲିସ କମିଶନର - ଦିଲ୍ଲୀ ପୋଲିସ ପ୍ରଶାସନ

କୃଷକ ହିଂସାରେ ଦିଲ୍ଲୀ ପୋଲିସର ସାହାସିକତା ପାଇଁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଲେ ଦିଲ୍ଲୀ ପୋଲିସ କମିଶନର ଆଲୋକ କୁମାର ବର୍ମା । ଅଧିକ ପଢନ୍ତୁ.....

କୃଷକ ହିଂସା ବେଳେ ପୋଲିସର ଧର୍ଯ୍ୟ ଓ ସାହସିକତା ପାଇଁ ଦିଲ୍ଲୀ ପୋଲିସ କମିଶନରଙ୍କ ଚିଠି

author img

By

Published : Jan 28, 2021, 5:18 PM IST

ନୂଆଦିଲ୍ଲୀ: କୃଷକ ହିଂସାରେ ଦିଲ୍ଲୀ ପୋଲିସର ସାହାସିକତା ପାଇଁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଲେ ଦିଲ୍ଲୀ ପୋଲିସ କମିଶନର ସଚିଦ୍ଦାନନ୍ଦ ଶ୍ରୀବାସ୍ତବ ।

କୃଷକ ହିଂସା ବେଳେ ପୋଲିସର ଧର୍ଯ୍ୟ ଓ ସାହସିକତା ପାଇଁ ଦିଲ୍ଲୀ ପୋଲିସ କମିଶନରଙ୍କ ଚିଠି
କୃଷକ ହିଂସା ବେଳେ ପୋଲିସର ଧର୍ଯ୍ୟ ଓ ସାହସିକତା ପାଇଁ ଦିଲ୍ଲୀ ପୋଲିସ କମିଶନରଙ୍କ ଚିଠି

ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ଏପରି ଏକ ହିଂସା ସମୟରେ ଦିଲ୍ଲୀ ପୋଲିସର ଅଧିକାରୀ ଓ କର୍ମଚାରୀ ମାନେ ଅଦ୍ଭୁତପୂର୍ବ ସାହାସିକତା ପ୍ରଦର୍ଶନ କରିଛନ୍ତି । ତେବେ ଏହି ହିଂସାରେ ଦିଲ୍ଲୀ ପୋଲିସର 394 ଜଣ କର୍ମଚାରୀ ଆହତ ହୋଇଥିବା ସୂଚନା ଦେଇଛନ୍ତି କମିଶନର । ଆହତ ପୋଲିସ କର୍ମଚାରୀ ମାନେ ବର୍ତ୍ତମାନ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧିନ କହିଛନ୍ତି । ସେମାନଙ୍କ ମଧ୍ୟରୁ କିଛି କର୍ମଚାରୀଙ୍କୁ ନିଜେ କମିଶନର ଭେଟିଥିବା ମଧ୍ୟ କହିଛନ୍ତି ।

ଏହା ସହ ସେ ଆହୁରି ମଧ୍ୟ ଚିଠିର୍ ଉଲ୍ଲେଖ କରିଛନ୍ତି ଯେ‘ ଦିଲ୍ଲୀ ପୋଲିସ ପାଇଁ ଆଗାମୀ ଦିନ ବେଶ ଆହ୍ବାନପୂର୍ଣ୍ଣ ରହିବ । ଏଥିପାଇଁ ଆମକୁ ଖୁବ ସତର୍କ ରହିବାକୁ ପଡିବ’ । ଦିଲ୍ଲୀ ପୋଲିସକୁ ସବୁ ପ୍ରତିକୂଳ ପରିସ୍ଥିତିରେ ଧର୍ଯ୍ୟ ଓ ଶୃଙ୍ଖଳାର ସହ କାମ କରିବାକୁ ପଡିବ ବୋଲି ଚିଠିରେ ପରାମର୍ଶ ଦେଇଛନ୍ତି କମିଶନର । ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ପୋଲିସ ଦେଖାଇଥିବା ଧର୍ଯ୍ୟ ଓ ସାହାସ ପାଇଁ ସେ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.