ETV Bharat / bharat

ମୋଦିଙ୍କୁ ଜିନପିଙ୍ଗ୍‌ଙ୍କ ଚିଠି, କୋରୋନା ଯୁଦ୍ଧରେ ସହଯୋଗର ପ୍ରସ୍ତାବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ । ଚିଠିରେ ଚୀନ ରାଷ୍ଟ୍ରପତି କୋରୋନା ଲଢିଏରେ ସାହାଯ୍ୟର ପ୍ରସ୍ତାବ ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 30, 2021, 7:15 PM IST

Updated : Apr 30, 2021, 9:47 PM IST

ମୋଦିଙ୍କୁ ଜିନପିଙ୍ଗ୍‌ଙ୍କ ଚିଠି, କୋରୋନା ଯୁଦ୍ଧରେ ସହଯୋଗର ପ୍ରସ୍ତାବ
ମୋଦିଙ୍କୁ ଜିନପିଙ୍ଗ୍‌ଙ୍କ ଚିଠି, କୋରୋନା ଯୁଦ୍ଧରେ ସହଯୋଗର ପ୍ରସ୍ତାବ

ନୂଆଦିଲ୍ଲୀ: ମହାମାରୀ କୋରୋନା ସଂକ୍ରମଣ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ । ଚିଠିରେ ଚୀନ ରାଷ୍ଟ୍ରପତି କୋରୋନା ଲଢେଇରେ ସାହାଯ୍ୟର ପ୍ରସ୍ତାବ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଚିଠି ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଭାରତରେ ଚୀନର ରାଷ୍ଟ୍ରଦୂତ ସୁନ ୱେଇଦୋଙ୍ଗ ।

Last Updated : Apr 30, 2021, 9:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.