ETV Bharat / bharat

ଶିଶୁ ନିର୍ଯାତନା ଅଭିଯୋଗରେ 14 ଗିରଫ - Child abuse'

ଅନ୍ତର୍ଜାତୀୟ ଶିଶୁ ନିର୍ଯାତନା ଗ୍ୟାଙ୍ଗର ଯାଞ୍ଚ ପରେ ଶିଶୁ ନିର୍ଯାତନା ଅଭିଯୋଗରେ 14 ଜଣଙ୍କୁ ଗିରଫ କରିବା ସହ 42 ଶିଶୁଙ୍କୁ ଉଦ୍ଧାର କରିଛି ଅଷ୍ଟ୍ରେଲିଆ ପୋଲିସ । ଅଧିକ ପଢନ୍ତୁ...

ଶିଶୁ ନିର୍ଯାତନା ଅଭିଯୋଗ
ଶିଶୁ ନିର୍ଯାତନା ଅଭିଯୋଗ
author img

By

Published : Nov 11, 2020, 3:46 PM IST

କାନବେରା: ଅନ୍ତର୍ଜାତୀୟ ଶିଶୁ ନିର୍ଯାତନା ଗ୍ୟାଙ୍ଗର ଯାଞ୍ଚ ପରେ ଶିଶୁ ନିର୍ଯାତନା ଅଭିଯୋଗରେ 14 ଜଣଙ୍କୁ ଗିରଫ କରିବା ସହ 42 ଶିଶୁଙ୍କୁ ଉଦ୍ଧାର କରିଛି ଅଷ୍ଟ୍ରେଲିଆ ପୋଲିସ ।

ଉଦ୍ଧାର ହୋଇଥିବା ଶିଶୁ ଶାରୀରିକ ନିର୍ଯ୍ୟାତନାର ଶିକାର ହୋଇଥିବା ଜଣାପଡିଛି । ସମସ୍ତଙ୍କ ବୟସ 16ରୁ 15ବର୍ଷ ବୋଲି କହିଛି ଅଷ୍ଟ୍ରେଲୀୟ ଫେଡେରାଲ ପୋଲିସ (ଏଏଫପି) । ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତି ନ୍ୟୁ ସାଉଥ ୱେଲ୍ସର ଏକ ଶିଶୁ କେୟାର କେନ୍ଦ୍ରରେ କାର୍ଯ୍ୟ କରୁଥିବାର ଜଣାପଡିଛି ।

ସେ ପିଲାମାନଙ୍କ ଫଟୋ ଓ ଭିଡିଓ ଅନଲାଇନ ପ୍ଲାଟଫର୍ମରେ ସେୟାର କରି ବ୍ୟବସାୟ କରୁଥିଲା । ସଂପୃକ୍ତ ଘଟଣାରେ ପୋଲିସ 14 ଜଣଙ୍କୁ ଗିରଫ କରିବା ସହ 42 ଶିଶୁଙ୍କୁ ଉଦ୍ଧାର କରିଛି ।

ଆଗରୁ ଏହି ଘଟଣାରେ ୟୁରୋପ, ଏସିଆ, କାନାଡା ଏବଂ ନ୍ୟୁଜିଲ୍ୟାଣ୍ଡରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.