ETV Bharat / bharat

ଅନିଲ ଦେଶମୁଖଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା ED

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଇଡି । ଅଧିକ ପଢନ୍ତୁ

author img

By

Published : Dec 29, 2021, 12:23 PM IST

ଚାର୍ଜସିଟ୍
ଚାର୍ଜସିଟ୍

ମୁମ୍ବାଇ: ଅନିଲ୍ ଦେଶମୁଖଙ୍କ ପାଇଁ ବଢିବାରେ ଲାଗିଛି ସମସ୍ୟା । ଆଜି(ବୁଧବାର) ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନିଂ ଲଣ୍ଡରିଂ କେସରେ ଅନିଲ୍, ତାଙ୍କ ପତ୍ନୀ ଏବଂ ପୁଅ ବିରୋଧରେ ସ୍ପେଶାଲ କୋର୍ଟରେ ଚାର୍ଜିସିଟ ଦାଖଲ କରିଛି ।

ଗୃହମନ୍ତ୍ରୀ ଭାବେ କ୍ଷମତାରେ ଥିବାବେଳେ ପୋଲିସକୁ ଚାନ୍ଦା ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେବା ଅଭିଯୋଗରେ ଅନିଲ ଦେଶମୁଖଙ୍କୁ ଗିରଫ କରାଯାଇଥିଲା । ଅନିଲଙ୍କ ବିରୋଧରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ଗୁରୁତର ଅଭିଯୋଗ ଆଣିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.