ETV Bharat / bharat

କଠୋର ହେଲା କେନ୍ଦ୍ର, ସୋସିଆଲ ମିଡିଆ ପାଇଁ ନୂଆ ଗାଇଡଲାଇନ ଜାରି

ସୋସିଆଲ ମିଡିଆ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଓଟିଟି ପ୍ଲାଟଫର୍ମ ପାଇଁ ମଧ୍ୟ ଜାରି ହୋଇଛି ନୂଆ ଗାଇଡଲାଇନ । ଅଧିକ ପଢନ୍ତୁ...

କଠୋର ହେଲା କେନ୍ଦ୍ର, ସୋସିଆଲ ମିଡିଆ ପାଇଁ ନୂଆ ଗାଇଡଲାଇନ ଜାରି
କଠୋର ହେଲା କେନ୍ଦ୍ର, ସୋସିଆଲ ମିଡିଆ ପାଇଁ ନୂଆ ଗାଇଡଲାଇନ ଜାରି
author img

By

Published : Feb 25, 2021, 3:26 PM IST

Updated : Feb 25, 2021, 5:53 PM IST

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଏହାସହ ଓଟିଟି ପ୍ଲାଟଫର୍ମ ପାଇଁ ମଧ୍ୟ ଜାରି ହୋଇଛି ନୂଆ ଗାଇଡଲାଇନ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ।

କଠୋର ହେଲା କେନ୍ଦ୍ର, ସୋସିଆଲ ମିଡିଆ ପାଇଁ ନୂଆ ଗାଇଡଲାଇନ ଜାରି

କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ସୋସିଆଲ ମିଡିଆରେ ଆପତ୍ତିଜନକ ଭାଷାର ବ୍ୟବହାର କରାଯାଉଛି । ହେଲେ ଏବେଠୁ ସରକାର ଆଉ ସୋସିଆଲ ମିଡିଆରେ ଆପତ୍ତିଜନକ ଭାଷାକୁ ମଞ୍ଜୁରୀ ଦେବେନାହିଁ ।

ରବିଶଙ୍କର ପ୍ରସାଦ କହିଛନ୍ତି, ଏବେ ଲୋକେ ହିଂସା ସୃଷ୍ଟି କରିବା ପାଇଁ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ଏନେଇ ଏବେଠୁ ତିନୋଟି ସ୍ତରରେ ସୋସିଆଲ ମିଡିଆ ଉପରେ ରହିବ କଡା ନଜର । କମ୍ପାନୀଗୁଡିକୁ କମ୍ପ୍ଲାୟନ୍ସ ଅଫିସରକୁ ଦାୟିତ୍ବ ଦେବାକୁ ପଡିବ । ଏମାନେ ଅଭିଯୋଗର ସମାଧାନ କରିବେ ।

କମ୍ପାନୀଗୁଡିକୁ ମହିଳାଙ୍କ ବିରୋଧରେ ହୋଇଥିବା ଆପତ୍ତିଜନକ ପୋଷ୍ଟକୁ 24 ଘଣ୍ଟା ମଧ୍ୟରେ ହଟାଇବାକୁ ପଡିବ । ନିୟମ ପାଳନ ନେଇ ପ୍ରତ୍ୟେକ ମାସ କମ୍ପାନୀଗୁଡିକୁ ସରକାରଙ୍କୁ ରିପୋର୍ଟ ଦେବାକୁ ପଡିବ । ରବିଶଙ୍କର କହିଛନ୍ତି, ଯିଏ ପ୍ରଥମେ ଆପତ୍ତିଜନକ ପୋଷ୍ଟ କରିଛି, ଏ ବିଷୟରେ ସରକାରଙ୍କୁ ଅବଗତ କରିବାକୁ ପଡିବ । 3 ମାସ ଭିତରେ ନିୟମର ପାଳନ କରିବାକୁ ପଡିବ ।

କେନ୍ଦ୍ର ସୂଚନା ଓ ପ୍ରସାରଣମନ୍ତ୍ରୀ କହିଛନ୍ତି, ସମସ୍ତ ମିଡିଆ ପ୍ଲାଟଫର୍ମ ପାଇଁ ଏବେ ଗୋଟିଏ ନିୟମ ରହିବ । ଓଟିଟି ପ୍ଲାଟଫର୍ମ ପାଇଁ ନିୟମ ଗଠନ କରିବାକୁ ପ୍ରତ୍ୟେକ ଦିନ ଅନେକ ଚିଠି ଆସୁଛି । ଓଟିଟି ଓ ଡିଜିଟାଲ ମିଡିଆ ପାଇଁ 3 ସ୍ତରୀୟ ବ୍ୟବସ୍ଥା ହୋଇଥିବା କହିଛନ୍ତି ମନ୍ତ୍ରୀ ।

ସୋସିଆଲ ମିଡିଆ ନୂଆ ଗାଇଡଲାଇନ

5 ବର୍ଷରୁ ଅଧିକ ଦଣ୍ଡ ଥିବା ଆଇନରେ ନୂଆ ନିୟମ ଲାଗୁ ହେବ

ଆଗାମୀ 3 ମାସରେ ଲାଗୁ ହେବ ନୂଆ ଆଇନ

ଡିଜିଟାଲ ମିଡିଆ ପୋର୍ଟାଲ ଓ ଓଟିଟି ଉପରେ ନାହିଁ ପ୍ରତିବନ୍ଧକ

ସମସ୍ତ ପ୍ଲାଟଫର୍ମ ପାଇଁ ସମାନ ନିୟମ

ଓଟିଟି ପ୍ଲାଟଫର୍ମରେ ଚଳଚ୍ଚିତ୍ର ନିର୍ମାତାଙ୍କୁ ନିଜ ବିଷୟରେ ସୂଚନା ଦେବା ଜରୁରୀ

ଓଟିଟିରେ ସେନସର ବୋର୍ଡ ନାହିଁ, ଆପ୍ସରେ କ୍ଲାସିଫିକେଶନ ଜରୁରୀ

Last Updated : Feb 25, 2021, 5:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.