ETV Bharat / bharat

ଲୋକଙ୍କୁ ଆଶ୍ୱସ୍ତି: ପେଟ୍ରୋଲ ଦର 9.50 ପଇସା, ଡିଜେଲ 7 ଟଙ୍କା କମିଲା, ଗ୍ୟାସରେ ମିଳିବ 200 ଟଙ୍କା ସବସିଡି

author img

By

Published : May 21, 2022, 7:07 PM IST

Updated : May 21, 2022, 7:33 PM IST

ପେଟ୍ରୋଲ ଦର ଲିଟର ପିଛା ୯.୫୦ ପଇସା ଓ ଡିଜେଲ ଦର ୭ ଟଙ୍କା ହ୍ରାସ । ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି । ଅଧିକ ପଢନ୍ତୁ

ଲୋକଙ୍କୁ ଆଶ୍ବସ୍ତି: ପେଟ୍ରୋଲରେ 8 ପ୍ରତିଶତ, ଡିଜେଲରେ 6 ପ୍ରତିଶତ ସୀମା ଶିଳ୍କ ହ୍ରାସ କଲା କେନ୍ଦ୍ର

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କୁ ବଡ ଆଶ୍ବସ୍ତି । ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ ଦାମ । ପେଟ୍ରୋଲ ଦାମରେ 8 ଟଙ୍କା ଓ ଡିଜେଲରେ 6 ଟଙ୍କା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାର । ତେବେ ଏହି ଅନୁପାତ ଅନୁସାରେ, ପେଟ୍ରୋଲ ଲିଟର ପିଚ୍ଛା 9.50 ପଇସା ଓ ଡିଜେଲ ଲିଟର ପିଚ୍ଛା 7 ଟଙ୍କା ହ୍ରାସ ପାଇବ ।

  • We are reducing the Central excise duty on Petrol by Rs 8 per litre and on Diesel by Rs 6 per litre. This will reduce the price of petrol by Rs 9.5 per litre and of Diesel by Rs 7 per litre: Union Finance Minister Nirmala Sitharaman

    (File Pic) pic.twitter.com/13YJTpDGIf

    — ANI (@ANI) May 21, 2022 " class="align-text-top noRightClick twitterSection" data=" ">

ସେହିପରି ଜାଳେଣି ଗ୍ୟାସରେ ମଧ୍ୟ 200 ଟଙ୍କା ସବସିଡି ପ୍ରଦାନ କରିବେ କେନ୍ଦ୍ର ସରକାର । ଏହି ନିଷ୍ପତ୍ତି ଫଳରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ପ୍ରାୟ 9 କୋଟି ଉପଭୋକ୍ତା ଲାଭାନ୍ବିତ ହେବାକୁ ଯାଉଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।

  • Also, this year, we will give a subsidy of Rs 200 per gas cylinder (upto 12 cylinders) to over 9 crore beneficiaries of Pradhan Mantri Ujjwala Yojana: Union Finance Minister Nirmala Sitharaman

କମିବ ତେଲ ଦର

  • ଦେଶରେ ଶସ୍ତା ହେବ ପେଟ୍ରୋଲ, ଡିଜେଲ ଦର
  • ପେଟ୍ରୋଲ, ଡିଜେଲକୁ ନେଇ କେନ୍ଦ୍ର ସରକାରଙ୍କ ବଡ ସୂଚନା
  • ପେଟ୍ରୋଲରୁ ୮ ଟଙ୍କା, ଡିଜେଲରୁ ୬ ଟଙ୍କା କମିବ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ
  • ଫଳରେ ପେଟ୍ରୋଲ ଲିଟର ପିଛା ଦାମ ୯ ଟଙ୍କା ୫୦ ପଇସା କମିବ
  • ଡିଜେଲ ଦାମ ମଧ୍ୟ ୭ ଟଙ୍କା କମିବ
  • ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସୂଚନା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 21, 2022, 7:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.