ETV Bharat / bharat

ହିମାଚଳ ପ୍ରଦେଶରେ ଘାଟିରୁ ଖସିଲା ବସ: 25 ଆହତ, ଫସିଛନ୍ତି ଦୁଇ ଯାତ୍ରୀ - ହିମାଚଳ ପ୍ରଦେଶରେ ବସ ଦୁର୍ଘଟଣା

ହିମାଚଳ ପ୍ରଦେଶରେ ଭାରସାମ୍ୟ ହରାଇ ଖାଇକୁ ଖସିଲା ବସ । 23 ଯାତ୍ରୀ ଆହତ । ଏବେ ବି ବସ ତଳେ ଫସି ରହିଛନ୍ତି 2 ଯାତ୍ରୀ । ଉଦ୍ଧାର ଅପରେସନ ଜାରି । ଅଧିକ ପଢନ୍ତୁ

ଶିମଲାରେ ଘାଟିକୁ ଖସିଲା ବସ: 25 ଆହତ, ଫସିଛନ୍ତି ଦୁଇ ଯାତ୍ରୀ

author img

By

Published : Jul 27, 2022, 4:55 PM IST

ଶିମଲା: ହିମାଚଳ ପ୍ରଦେଶରେ ରାଜଧାନୀ ଶିମଲା ନିକଟବର୍ତ୍ତୀ ସ୍ଥାନରେ ଘାଟିକୁ ଖସିଲା ଯାତ୍ରୀବାହୀ ବସ । ବସରେ ଥିବା 20 ରୁ 23 ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । କିଛି ଯାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ, ଏବେ ମଧ୍ୟ ଦୁଇ ଯାତ୍ରୀ ଓଲଟି ରହିଥିବା ବସ ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି ।

  • Around 20-23 people got injured after a bus met with an accident in Shimla's Hira Nagar. Two passengers are trapped under the bus. The injured have been shifted to the hospital. Police present on the spot. More details awaited: Himachal Pradesh Emergency Operation Centre

    — ANI (@ANI) July 27, 2022 " class="align-text-top noRightClick twitterSection" data=" ">

ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ, ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବସଟି ଭାରସାମ୍ୟ ହରାଇ ଖାଇକୁ ଖସିପଡିଥିବା ସନ୍ଦେହ କରାଯାଉଛି । ବସରେ ନିର୍ଦ୍ଦିଷ୍ଟ କେତେ ଯାତ୍ରୀ ଥିଲେ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.