ETV Bharat / bharat

କନ୍ୟାଘର ବିବାହ ପାଇଁ ମନା କଲା ପରେ ଟ୍ରେନରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

author img

By

Published : Jan 31, 2021, 9:42 PM IST

ଝିଅ ଘର ପକ୍ଷରୁ ବିବାହ କରିବାକୁ ମନା କରିବାରୁ ଆନ୍ଧ୍ରପ୍ରଦେଶର ହିନ୍ଦୁପୁରର ଜଣେ ଯୁବକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ଡୋଡାବଲାପୁରର ମୁଟୁର ନିକଟରେ । ଅଧିକ ପଢନ୍ତୁ...

ଟ୍ରେନରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା
ଟ୍ରେନରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଝିଅ ଘର ପକ୍ଷରୁ ବିବାହ କରିବାକୁ ମନା କରିବାରୁ ଆନ୍ଧ୍ରପ୍ରଦେଶର ହିନ୍ଦୁପୁରର ଜଣେ ଯୁବକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ଡୋଡାବଲାପୁରର ମୁଟୁର ନିକଟରେ ।

ସୂଚନା ଅନୁଯାୟୀ, ମୃତ ହରିଙ୍କ ବେଙ୍ଗାଲୁରୁ ଝିଅଙ୍କ ବିବାହ ସ୍ଥିର ହୋଇଥିଲା । ସେଥିପାଇଁ ହରି ଝିଅ ଦେଖିବା ପାଇଁ ହାଇଦ୍ରାବାଦରୁ ଟ୍ରେନ ଯୋଗେ ବେଙ୍ଗାଲୁରୁ ଯାଉଥିଲେ । ସେହି ସମୟରେ ଝିଅ ଘରଲୋକ ଏହି ବିବାହ କରିବାକୁ ମନା କରିଥିବା ସେ ଜାଣିବାକୁ ପାଇଥିଲେ ।

ଏହି ଖବର ଶୁଣି ହରିଙ୍କୁ ଏତେ କଷ୍ଟ ହୋଇଥିଲା ଯେ ସେହି ସମୟରେ ଟ୍ରେନରୁ ଡେଇଁ ସେ ଆତ୍ମହତ୍ୟା କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହରିଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.