ETV Bharat / bharat

ବିଜେପିର ଦାବି, ମିଳିବ ମ୍ୟାଜିକ ନମ୍ବର; ବିରୋଧୀ କହିଲେ ଦିଦି ଗଢିବେ ସରକାର

author img

By

Published : May 2, 2021, 1:03 PM IST

ବିଜେପିକୁ ମ୍ୟାଜିକ ନମ୍ବର ମିଳିବ ବୋଲି ଦାବି କରିଛନ୍ତି ବରିଷ୍ଠ ନେତା କୈଳାଶ ବିଜୟବର୍ଗୀୟ । ସେପଟେ ମମତା ପଶ୍ଚିମବଙ୍ଗରେ ସରକାର ଗଠନ କରିବେ ବୋଲି ଜୋର ଦେଇ କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ଅଧିକ ପଢନ୍ତୁ...

ବିଜେପିର ଦାବି, ମିଳିବ ମ୍ୟାଜିକ ନମ୍ବର; ବିରୋଧୀ କହିଲେ ଦିଦି ଗଢିବେ ସରକାର
ବିଜେପିର ଦାବି, ମିଳିବ ମ୍ୟାଜିକ ନମ୍ବର; ବିରୋଧୀ କହିଲେ ଦିଦି ଗଢିବେ ସରକାର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର 200 ପାର ଦାବି ଏବେ ଫେଲ୍‌ ମାରିଲା ଭଳି ନଜର ଆସୁଛି । ବଙ୍ଗ ନିର୍ବାଚନର ଗଣତି ଜାରି ରହିଥିବାବେଳେ ଟ୍ରେଣ୍ଡ୍‌ରେ 100ଟି ଆସନ ଭିତରେ ସୀମିତ ରହିଛି । ଏହାରି ମଧ୍ୟରେ ବିଜେପିକୁ ମ୍ୟାଜିକ ନମ୍ବର ମିଳିବ ବୋଲି ଦାବି କରିଛନ୍ତି ବରିଷ୍ଠ ନେତା କୈଳାଶ ବିଜୟବର୍ଗୀୟ ।

ସେପଟେ ବିଜେପିର ଦାବିକୁ ବିରୋଧୀ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ପ୍ରାଥମିକ ଟ୍ରେଣ୍ଡ୍‌ରେ ନମ୍ବର କିଛି ବି ହୋଇପାରେ, ହେଲେ ମମତା ପଶ୍ଚିମବଙ୍ଗରେ ସରକାର ଗଠନ କରିବେ ବୋଲି ଜୋର ଦେଇ କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.